ରାଗିଲେ ମୋଦୀ

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ନାରାବାଜି କରିଥିଲେ ।ଏପରିକି ପ୍ରଧାନମନ୍ତ୍ରୀଙ୍କୁ କୁହାଇ ମଧ୍ୟ ଦେଇନାହାନ୍ତି । ନବନିର୍ବାଚିତ ସଦସ୍ୟମାନେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ । ସମୟରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ମହିଳା ଓ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବାରୁ ସହି ପାରୁନାହାନ୍ତି କିଛି ଲୋକ ବୋଲି ରାଗିକରି ମୋଦୀ କହିଥିଲେ ।

Comments (0)
Add Comment