Browsing category

ମହାନଗର

ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା ୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି । ୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ […]

ନନ୍ଦନକାନନରେ ଆଜାଦୀ କା ଅମୃତ’ ମହୋତ୍ସବ

ବାରଙ୍ଗ,୧୨/୭(ଏସ ଏସ ନିୟୁଜ)ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଆରମ୍ଭ ହୋଇଛି।ଏଥିରେ ଦେଶର ୭୫ ଟି ଚିଡ଼ିଆଖାନା ଅଂଶ ଗ୍ରହଣ କରୁଛି।ଏହି ମହୋତ୍ସବକୁ ପ୍ରତି ଚିଡ଼ିଆଖାନା ଏକ ସପ୍ତାହ ଧରି ପାଳନ କରିବେ।ଏହି ମହୋତ୍ସବରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସାମିଲ ହୋଇଥିବା ବେଳେ ଏଥିରେ ଭାରତୀୟ ପାଙ୍ଗୋଲିନ କୁ ବିଶେଷ ଗୁରୁତ୍ଵ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ଠୁ ଆରମ୍ଭ କରି ପ୍ରାଣୀଉଦ୍ୟାନର ପଦାଧିକାରୀ ଯୋଗଦେବେ।ଏହି ମହୋତ୍ସବ […]

ବିଜେଡିର ରାଜ୍ୟ କାର୍ଯ୍ୟାଳୟର ହେଲା ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୧୨/୭(ଏସଏସନିୟୁଜ)ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଦଳୀୟ କାର୍ଯ୍ୟାଳୟ ପଛପଟେ ଏହି ନୂଆ ତିନି ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ ।ଏଥିରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ବିଲ୍ଡିଂର […]

ଘୋଷଣା ହେଲା ନିଟ୍ ପ୍ରବେଶିକା ତାରିଖ

ଭୁବନେଶ୍ୱର,୧୨/୭(ଏସଏସନିୟୁଜ) ସେମ୍ବେର ୧୨ ତାରିଖରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍‌ରେ ଏନଟିଏର ଅଫିସିଆଲ ୱେବସାଇଟରୁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ତାରିଖ ଟ୍ୱିଟ୍ କରି ଘୋଷଣା କରିଛନ୍ତି ।

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ, ୧୨/୭(ଏସଏସନିୟୁଜ) ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ମହାମାରୀ କରୋନାପାଇଁ ଭକ୍ତମାନେ ଦିବ୍ୟସେବାରୁ ବଂଚିତ ହୋଇଥିବାବେଳେ ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । । ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। […]

ସଫଳ ପରୀକ୍ଷଣ ହେଲା ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସ

ଭୁବନେଶ୍ୱର, ୧୨/୭(ଏସଏସନିୟୁଜ) ବାଲେଶ୍ବର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ର ୩ନଂ ଲଞ୍ଚପ୍ୟାଡ଼ରୁ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସର ସୋମବାର ସକାଳ ୧୦ଟା ୧୫ ମିନିଟରେ ସଫଳ ପରୀକ୍ଷଣ କରାଯାଇଛି ।ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ମିସାଇଲ ଲମ୍ବ ୮.୪ ମିଟର ଥିବାବେଳେ ପ୍ରସ୍ଥ ୦.୬ ମିଟର […]

ଝୁଲି ଝୁଲି ଆସୁଛନ୍ତି ଚକାନୟନ

ପୁରୀ,୧୨/୭(ଏସଏସନିୟୁଜ)ଶ୍ରୀମନ୍ଦିରରୁ ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବାହାରିଆସିଛନ୍ତି ଶ୍ରୀଜିଉ। ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜିଉ । ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଚି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଝୁଲି ଝୁଲି ଆସୁଛନ୍ତି । ଚାମର ପଡ଼ୁଛି, ଆଲଟ ହେବାସହ ବିଜେ କାହାଳୀ ବି ବାଜୁଛି । […]

ପର୍ଯ୍ୟଟକଙ୍କ ମନ ଜିଣିବେ

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ । ୨-ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି । ୩-ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ୪-କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ […]

ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

ଭୁବନେଶ୍ୱର,୧୧/୭(ଏସଏସନିୟୁଜ)ଆଉ କେଇଘଂଟାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।ଏଥିନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଂଚିଛି । ରବିବାର ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରି ରଥଖଳାରୁ ସିଂହଦ୍ୱାର ସେବାୟତମାନେ ଟାଣି ଟାଣି ସିଂହ ଦ୍ୱାର ସମ୍ମୁଖକୁ ନେଇଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ […]

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୧୧/୭(ଏସଏସନିୟୁଜ) ପୂଜାର୍ଚ୍ଚନା କରାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ନଦୀବନ୍ଧରୁ ରବିବାର ପୂର୍ବାହ୍ନ ୧୧ଟା ସମୟରେ ନିଷ୍କାସନ କରାଯାଇଛି। ବାମପାର୍ଶ୍ବ ସ୍ପିଲୱେ ର ୭ ଓ ୮ନଂ ଦୁଇଟି ଫାଟକ ଦେଇ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭକରିଛି । ଖୋଲାଯାଇଥିବା ଦୁଇଟି ସ୍ଲୁଇସ ଗେଟରୁ ୧୬ ହଜାର ଘନଫୁଟ ଲେଖାଏ ଜଳ ମହାନଦୀକୁ ଛଡ଼ାଯାଉଛି। ସର୍ବୋଚ୍ଚ ଯନ୍ତ୍ରୀ ସୁନୀଲ କୁମାର ନାୟକ ଏବଂ ସମ୍ବଲପୁର ଆରକ୍ଷୀ ନୀରିକ୍ଷକ ବି ଗଙ୍ଗାଧର ନଡ଼ିଆ ଭାଙ୍ଗି ପ୍ରଥମ ଫାଟକ ଖୋଲିବା […]