ଆଜିଠୁ ଆଂଶିକ ଲକ୍ଡାଉନ୍ର ନୂଆ କଟକଣା ଲାଗୁ
ଭୁବନେଶ୍ୱର, ୧/୭(ଏସଏସନିୟୁଜ) ଆଜିଠୁ ଆଂଶିକ ଲକ୍ଡାଉନ୍ର ନୂଆ କଟକଣା ଲାଗୁ ହୋଇଛି ।ରାଜ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । କାଟାଗୋରୀ A ଓ B ରେ ଜିଲ୍ଲାଗୁଡିକୁ ବିଭକ୍ତ କରାଯାଇଛି । କାଟାଗୋରୀ A ରେ ୨୦ଟିଜିଲ୍ଲା ଓ B ରେ ୧୦ଟିଜିଲ୍ଲା ସାମିଲ କରାଯାଇଛି । କାଟାଗୋରୀ A ରେ ଆସୁଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର […]