Browsing category

ମହାନଗର

ଆଜିର ଅନୁଚିନ୍ତା

?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ । ?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର । ?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ । ?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, […]

କରୋନା ରୋଗୀଙ୍କ ନୂଆ ଲକ୍ଷଣ

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ । ➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। […]

ଅବକାରୀ ଚଢାଉ, ୩ଗିରଫ

ଆଠଗଡ,୨୯/୬(ଏସଏସନିୟୁଜ) କଟକ ଅବକାରୀ ବିଭାଗ ପକ୍ଷରୁ ଆଠଗଡର ବିଭିର୍ଣ ଅଂଚଳରେ ଚଢାଉକରି ୩ ଜଣଙ୍କୁ ଗିରଫ କରିବାସହ ୧୨ହଜାର ଲିଟର ଗୁଚପୋଚ ଓ ୪୫ଲିଟର ଦେଶୀମଦ ଜବତ କରିଛନ୍ତି ।ଗିରଫ ତିନିଜଣ ହେଲେ ବଡମ୍ବା ଶଙ୍ଖାମେରୀର ଭାନୁମତି ବେହେରା, ନୂଆପାଟଣା ଗୋଡିସାହିର ଦେବେନ୍ଦ୍ର କୁମାର ସାହୁ ଓ କୈଳାସ ଜେନା । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ତାଳବସ୍ତ, ବଡମ୍ବାର ଶଙ୍ଖାମେରୀ ଏବଂ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଗୋଡିସାହି ଅଞ୍ଚଳରେ ଯୋରଦାର ଅବକାରୀ ଚଢାଉ କରିଥିଲେ […]

ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିର ଗଲା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଛି । ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ଗୁପ୍ତସେବା ଚାଲିଛି ।ଏହି ଭାରରେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ଯାଇଥାଏ । ପରମ୍ପରା ଅନୁସାରେ ମାମୁଁ ଘରୁ ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ ।ଏହି ଭାର ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗିକରାଯାଇଥାଏ

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୬୯ଏସଏସନିୟୁଜ) ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା […]

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୯/୬୯ଏସଏସନିୟୁଜ) ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିବା ଅବସରରେ କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ICU, ୩୨ଟି HDU ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା […]

ଅଭିଭାବକ ମହାସଂଘର ୫ ପ୍ରଶ୍ନ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକ ଫଳା ଫଳ ପ୍ରକାଶ ପାଇବା ପରେ ଏଥିରେ ବ୍ୟାପକ ତ୍ରୁଟି ରହିଥିବାର ନଜର ଆସିଛି । ରାଜ୍ୟର ଶହ ଶହ ସ୍କୁଲର ହଜାର ହଜାର ମେଧାବୀ ଛାତ୍ର ଛାତ୍ରୀ ସେମାନଙ୍କର ରେଜଲ୍ଟ ନେଇ ଘୋର ଆପତ୍ତି ଉଠାଇଛନ୍ତି । କିଛି ପିଲା ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଓ କିଛି ନେବାପାଇଁ କହୁଥବା ଗଣମାଧ୍ୟମ ରେ ପ୍ରକାଶ ପାଉଛି ।ଅଳ୍ପ କିଛି ସରକାରୀ ସ୍କୁଲକୁ ଛାଡିଦେଲେ ବିଶେଷ କରି ଅଧିକାଂଶ ଘରୋଇ ସ୍କୁଲରେ […]

ଜୁଲାଇରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ମାଟ୍ରିକ୍ ଫଳାଫଳ ବାହାରିବାପରେ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଛାତ୍ରାଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୁର କରିବାପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ଘୋଷଣା କରିଛି ବୋର୍ଡ।ବୋର୍ଡ ପକ୍ଷରୁ କୁହାଯାଇଛି, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ଜୁଲାଇ ୫ରୁ ଅଫ୍‌ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଅଫଲାଇନ୍ ପରୀକ୍ଷା […]

ସାଇବର ଠକ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଆଜି କମିସନରେଟ ପୁଲିସ ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏହି ୭ ଲୁଟେରା କଟକରେ ଅଫିସ୍ କରି ସାଇବର୍ ଅପରାଧ ଚଳାଇଥିଲେ । ଏମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର‌୍ୟ୍ୟ କରିବାସହ ଠକିସାରିିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ହାଇପ୍ରୋଫାଇଲ ସାଇବରଠକଙ୍କଠାରୁ ୭ ସାଇବର୍ ଲୁଟେରାଙ୍କଠାରୁ ୧୫୦ ମୋବାଇଲ୍, ୧୬ ହଜାର ସିମ୍ କାର୍ଡ […]

ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା

ଭୁବନେଶ୍ୱର୨୯/୬(ଏସଏସନିୟୁଜ) ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା । ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରରେ ପଡ଼ିଥିବାରୁ ଶ୍ରୀଜିଉଙ୍କର ଗୁପ୍ତ ସେବା ଆରମ୍ଭ ହୋଇଛି । ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ୨ଟି ମାଟି ର୍ନିମିତ ଘୁମାରେ ଏକ ବର୍ଷ ପର‌୍ୟ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଏହି ଫୁଲୁରୀ ତେଲ । ଓଡିଆ ମଠ […]