୮ଟି ରାଜ୍ୟରେ ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୬/୭(ସତ୍ୟ ସନ୍ଧାନ) ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିଛି ରାଜ୍ୟର ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଇଥିବା ବେଳେ ଆଉ କେତେକଙ୍କୁ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି । ମିଜୋରାମ ରାଜ୍ୟପାଳ ଥିବା ପି ଏସ ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ, ହରିଆଣା ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ , ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡର ରାଜ୍ୟପାଳ, ଥାୱରଚାନ୍ଦ […]