କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ

ଭୁବନେଶ୍ୱର,୫/୭(ଏସଏସନିୟୁଜ)  ଭୁବନେଶ୍ୱରର ଶିଶୁପାଳଗଡ ସ୍ଥିତ କୂଅରେ ଜଣେ ଯୁବକ ପଡିଯାଇଥିଲେ ଯୁବକ ।ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚିଥିଲେ ।କିଛିସମୟର ପ୍ରଚେଷ୍ଠାପରେ ଅଗ୍ନିଶମବାହିନୀ ୪୦ ଫୁଟର କୂଅରେ ପଡି ଯାଇଥିବା ଶିଶୁପାଳଗଡର ସୁନୀଲ କୁମାର ବେହେରା ନାମକ ଯୁବକକୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

Comments (0)
Add Comment