Browsing category

ମହାନଗର

ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଏବଂ ମୋବାଇଲ ଲୁଟି ନେବାଭଳି ଘଟଣା ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ।ସୋମବାରଦିନ ସୂର‌୍ୟୋଦୟ ଫାଇନାନସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ବାଲିପାଟଣା ଥାନା ଅଧିନସ୍ଥ ନୋଦା ଏବଂ ଗୋପାଳ ନଗରରୁ ଟଙ୍କା ଆଦାୟ କରି ଫେରୁଥିବାବେଳେ ଭାକରସାହି କେନାଲ ବନ୍ଧ ରାସ୍ତାରେ ତାଙ୍କୁ ତିନିଜଣ ଯୁବକ ଏକ ବାଇକରେ ଆସି ରୋକିଥିଲେ ।ବନ୍ଧୁକ ଦେଖାଇ ପ୍ରକାଶକୁ ଭୟଭିତ କରିବା ସହ ତା ବାଇକଡିକିକୁ […]

ରିପୋର୍ଟ କାର୍ଡ ପ୍ରକାଶ କଲେ ଅପରାଜିତା

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ) ସାଂସଦ ଅପରାଜିତା ଷଡ଼ଙ୍ଗୀ ୨ୟ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି, ତାହା ପ୍ରକାଶ କରିଛନ୍ତି। ମହାମାରୀରେ କରିଥିବା କଲ୍ୟାଣମୂଳକ କାର୍ଯ୍ୟର ହିସାବ ଦେବା ସହ ୨ୟ ବର୍ଷରେ ସଂସଦରେ ଶହେ ପ୍ରତିଶତ ଉପସ୍ଥାନ ସ୍ପଷ୍ଟ କରିଛନ୍ତି ଷଡ଼ଙ୍ଗୀ ।

ପୁଣି ଥରେ ପ୍ରସାରିତ ହେବ ଧାରାବାହିକ ଶ୍ରୀ ଗଣେଶ

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି ଲୋକପ୍ରିୟ ଟିଭି ଧାରାବାହିକ ଶ୍ରୀ ଗଣେଶ ।ଜୁବି କୋଚର ଏବଂ ନିର୍ଦ୍ଦେଶକ ଧୀରଜ କୁମାରଙ୍କ ଲୋକପ୍ରିୟ ପୌରାଣିକ ସିରିଏଲ୍ ଜୁନ୍ ୨୧ ରୁ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି। ଲକଡାଉନ୍ ସମୟରେ ପୌରାଣିକ କଥାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଭଗବାନ ଶ୍ରୀ ଗଣେଶ ଭାରତର ସଂସ୍କୃତି ଓ ଧର୍ମରେ ଗଭୀର ଭାବରେ ରୁଚି ରହିଛନ୍ତି ଏବଂ ତାଙ୍କ ଉପରେ ଆଧାରିତ ଶ୍ରୀ ଗଣେଶ […]

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା ଥିବାର ଜଣାପଡିଛି। ୭ ନୂଆ ଚେହେରା ମଧ୍ୟ ସାମିଲ ହେବାର ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହା, ରାଜନାଥ ସିଂହଙ୍କ ଭଳି ପ୍ରମୁଖ ନେତାଙ୍କ ସହ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଘନ ଘନ ଆଲୋଚନ କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ୭ଟି ରାଜ୍ୟରେ ନିର୍ବାଚନକୁ ଦେଖି ମନ୍ତ୍ରିମଣ୍ଡ ସଂପ୍ରସାରଣ ହେବ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ […]

ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା

୧-ଆଜି ସକାଳ ସାଢେ ୬ଟାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ୍ ମୋଦୀ ୨–ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ ।ନ୍ୟୁଜିଲାଣ୍ଡ ୧୦୧/୨ . ୩-ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା . ୪-ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା । ୫–ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚନ୍ଦକା,୨୦/୬(ଏସ ଏସ ନିୟୁଜ)ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା କାଦୁଅପଡ଼ା ଗ୍ରାମର କାଳୀପ୍ରସାଦ ମିଶ୍ର (୨୪)।ସୂଚନାନୁସାରେ ଅଭିଯୁକ୍ତ ଜଣକ ଉକ୍ତ ଥାନା ଅଧୀନ କ୍ରିଷ୍ଣପୁରୀ ଅଞ୍ଚଳର ଜଣେ ନାବାଳିକାକୁ ପାଠ ପଢ଼ାଇବାକୁ ଆସି ନିଜ ଜାଲରେ ଫସାଇଥିଲେ।ପରେ ଉଭୟ ଫେରାର ହୋଇ ସେହି ଚନ୍ଦକା ଅଞ୍ଚଳରେ ସ୍ବାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ।ଉଭୟଙ୍କ ମଧ୍ୟରେ କୌଣସି କାରଣରୁ […]

ସାନଭାଇପରିବାର ମାଡରେ ବଡଭାଇ ଗୁରୁତର

ସାକ୍ଷୀଗୋପାଳ, ୨୦/୬(ଏସଏସନିୟୁଜ) ସତ୍ୟବାଦୀ ଥାନା ଅଧିନସ୍ଥ ସୁଆଣ୍ଡୋ ଗ୍ରାମରେ ଜମିବାଡି ବିବାଦକୁନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ ଘଟଣାରେ ବଡଭାଇ ଗୁରୁତର ହୋଇଛି । ସାନ ଭାଇ ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡୋଗଳ ।ବଡ ଭାଇ ଗଛକଟାକୁ ବିରୋଧ କରିବାରୁ ସାନଭାଇଙ୍କ ପରିବାର ସଦସ୍ୟଙ୍କ ମାଡରେ ବଡ ଭାଇ ଗୁରୁତର ଆହତ ହୋଇଥିଲେ ।ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ପୁରୀ […]

ଚୂଡ଼ାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଂଟ

ପୁରୀ,୨୦/୬(ଏସଏସନିୟୁଜ) ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର‌୍ୟ୍ୟନ୍ତ ଛତିଶା ନିଯୋଗର ଭର୍ଚୁଆଲ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୨ରେ ଘୋଷଯାତ୍ରା ।ଏଣୁ କୋଭିଡ କଟକଣା ପାଇଁ ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । […]

କାଲିଠାରୁ କ୍ୟାମ୍ପେନ ମୋଡ଼ ଟିକାକରଣ

ଭୁବନେଶ୍ୱର,୨୦/୬(ଏସ ଏସ ନିଉଜ)ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ୟାମ୍ପେନ ମୋଡ଼ ଟିକାକରଣ ।୨୦୦୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା ।ବର୍ତ୍ତମାନ ଦଶ ଲକ୍ଷ କୋଭିସିଲ୍ଡ ଏବଂ ଚାରି ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଦିଆଯିବ ଟିକା।୫୦ପ୍ରତିଶତ ଅନଲାଇନ ଓ ୫୦ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧମରେ ଟିକାକରଣ କରାଯିବା ନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ଯେଉଁଠି ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ […]

ରାଜଧାନୀରେ ସେକ୍ସ ରାକେଟ

ଭୁବନେଶ୍ବର,୨୦/୬(ଏସଏସନିୟୁଜ) ରାଜଧାନୀର ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସ ହାତରେ ଧରାପଡିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ ବୁଧେଶ୍ବରି ଅଞ୍ଚଳରେ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ରାକେଟ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ ଜଣେ ଯୁବତୀକୁ ଉଦ୍ଧାର କରିବାସହ ତିନି ଗ୍ରାହାକ ଅଟକ ରଖିଥିବାର ଜଣାପଡିଛି ।