Browsing category

ମହାନଗର

ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ହାଟ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।ଫଳରେ ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିବାବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ […]

ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କଳିଙ୍ଗନଗରର କେ-୭ରେ ଥିବା ୫୦୩ ନମ୍ବର ଫ୍ଲାଟ୍ ରେ ୧୦୦ ବର୍ଷରୁ ଅଧିକ ସମୟ ହେବ ରହିଥିବା ଖଣ୍ଡୁଆଳ ମନ୍ଦିରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ।ଯାହାକୁନେଇ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିର ସ୍ଥାନରେ ପ୍ରସ୍ତାବିତ ହୋଇଥିବା ଯୋଜନାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।ମନ୍ଦିର ଆଗରେ ଓ ଜେସିବି ଆଗରେ ମହିଳାମାନର ବସିରହିବା ସହ ଉତେଜନା ଲାଗିରହିଛି । ଘଟଣା ସ୍ଥଳରେ ଏସିପିଙ୍କ ସମେତ ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ […]

୭ଟି ଜିଲ୍ଲାର ଦାୟିତ୍ୱରେ ରହିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଓ କନ୍ଧମାଳ ଆଦି୭ଟି ଜିଲ୍ଲା ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି । ବିଧାୟକ ଏହିଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତ ପରିଦର୍ଶନ କରି ଧାନମଣ୍ଡି ପରିଚାଳନା କାର୍ଯ୍ୟ  ତଦାରଖ କରିବେ। ଏହାଦ୍ୱାରା କୃଷି ସମବାୟ ସମିତି ଦ୍ବାରା ପରିଚାଳିତ ଧାନମଣ୍ଡିର ସୁପରିଚାଳନା ସହ ଅସୁବିଧା ଏବଂ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ । ଚାଷୀମାନେ ମଧ୍ୟ ସିଧାସଳଖ […]

ଆଜିଠୁ ମିଳିବ +୨ ଆଡମିଟ୍ କାର୍ଡ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିବ ।ଏଥିନିମନ୍ତେ ସାମ୍ସ ୱେବସାଇଟ୍ ‘‘https://samsodisha.gov.in/Juniorweb.aspx ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ଯେଉଁମାନେ ଡାଉନ୍‌ଲୋଡ୍ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ । ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଜନ୍ମଦେଲା ମାର୍ମୋସେଟ

ବାରଙ୍ଗ,୨୪/୬(ଏସ ଏସ ନିୟୁଜ) ପ୍ରାଣୀଉଦ୍ୟନ ନନ୍ଦନକାନନର ୫୪ନମ୍ବର ଏନ କ୍ଲୋଜର ରେ ରହୁଥିବା ମାର୍ମୋସେଟ ଆଜି ଦୁଇଟି ଛୁଆକୁ ଜନ୍ମ ଦେଇଛି।ମା ଓ ଛୁଆ ଉଭୟ ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନରେ ୮ରେ ପହଂଚିଛି।ଏହି ଛୋଟ ପ୍ରଜାତିର ମାଙ୍କଡ଼ ସାଧାରଣ ତ ଦକ୍ଷିଣ ଆଫ୍ରିକାରେ ଦେଖାଯାନ୍ତି ।

ଆଜି ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର୨୫/୬(ଏସଏସନିୟୁଜ) ଝାଡ଼ଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ବ୍ୟାପିବାସହ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି।ଏହାର ପ୍ରଭାବ ଏବଂ ମୌସୁମି ବାୟୁ ସକ୍ରିୟ ରହିବା ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେବଗଡ,ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ୯ଟି ଜିଲ୍ଲା ରେ ଗୋଟିଏ […]

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ,

ଭୁବନେଶ୍ୱର, ୨୫/୬(ଏସଏସନିୟୁଜ) ଶୁକ୍ରବାର ଅପରାହ୍ନ ୧ଟା ବେଳେ କଟକ ବୋର୍ଡ କାର‌୍ୟ୍ୟାଳୟରେ ଏକଜାମିନେସନ୍ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ www.besodisha.ac.in , bseodisha.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ଛାତ୍ରଛାତ୍ରୀମାନେ  ମୋବାଇଲ୍ ଯୋଗେ ‘ଓଆର୍‌୦୧ ରୋଲ୍ ନମ୍ବର’ ଲେଖି ୫୬୭୬୭୫୦ ନମ୍ବରରେ ଏସ୍‌ଏମ୍‌ଏସ୍ କଲେ ରେଜଲ୍ଟ ଦେଖିପାରିବେ ।

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି,୨୫/୬(ଏସଏସନିୟୁଜ) ମହାପ୍ରଭୁଙ୍କର ସ୍ନାନବେଦୀରେ ଗଜାନନ ବେଶ ସରିଛି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ୧୫ ଦିନ ଅଣସର ପିଣ୍ତିକୁ ବିଜେ କରିବା ସହ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ଶ୍ରଦ୍ଧାଳୁ ମାନେ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏହିସମୟରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।କିନ୍ତୁ କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ […]

ବୋମା ମାଡ କରିବୁ

୧. ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨. ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା । ୩. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ୪. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ […]

ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୪/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି ସମେତ ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant  ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ […]