ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗାଈ
ବାରଙ୍ଗ,୧୯/୬(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଗାଈ ଟିକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ।ସୂଚନା ମୁତାବକ ଶନିବାର ଅପରାହ୍ନ ୩ ଟା ସମୟରେ ବ୍ରାହ୍ମଣୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ଗାଈଟି ଗଳି ପଡିଥିଲା।କୂଅ ଚତୁଃପାର୍ଶ୍ଵ ରେ କୌଣସି ଆବଦ୍ଧ ନଥିବାରୁ ଗାଇଟି ଚରୁଥିବା ସମୟରେ ଦୁର୍ଭାଗ୍ୟଜନତଃ କୂଅ ମଧ୍ୟକୁ ଗଳି ପଡ଼ିଥିଲା।ନିକଟସ୍ଥ ଚାଷ ଜମିରେ କାମ କରୁଥିବା […]