ବିହାର ଅସ୍ତବ୍ୟସ୍ତ
➡️୧-ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ➡️୨-ଅନଲକ୍ ପ୍ରକ୍ରିୟା ନେଇ ନିଆଯିବ ଖୁବଶୀଘ୍ର ନିଷ୍ପତି । ଏନେଇ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ➡️୩-ଆଜିଠାରୁ ପଞ୍ଜାବରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ । ସଂକ୍ରମଣ ହାର ୨%କୁ ଖସିବା ପରେ ପ୍ରସାସନର ନିଷ୍ପତ୍ତି । ➡️୪-ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ […]