Browsing category

ମହାନଗର

ଟିକାକରଣ ନିମନ୍ତେ ପଞ୍ଜିକରଣ ନିୟମକୁ କୋହଳକଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଂଚଳ କିମ୍ବା ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ […]

ବଦଳିଲା ଭୁବନେଶ୍ୱରରେ ଟିକା ନେବା ସମୟ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ବଦଳିଛି ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ।ଟିକାନେବା ସମୟ ବଦଳିବା ନେଇ କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ସକାଳେ କେବଳ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ଚାଲୁ ରହିଛି। ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ଦ୍ୱିତୀୟ ଡୋଜ୍ ଟିକାକରଣ ସରିଯିବ। ଏହାପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକା ଆରମ୍ଭ ହେବ। ସକାଳ […]

ବଦଳିବକି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ?

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ଏମିତି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।ଯାହାକୁ ନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳ ବଦଳିବାର ଚର୍ଚ୍ଚା ଯୋରଧରିଛି ।

ଆରମ୍ଭ ହେଲା ଶୀତଳଷଷ୍ଠୀ…

‎ ୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍‌ରେ ୯ ମୃତ । ୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର । ୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ । ୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ […]

ଆଜିର ଅନୁଚିନ୍ତା

➡️ଆଜି କାଲି ଚୁପ୍ ରହିଯିବା ଠିକ୍ କାହିଁକି ନା,,,,,ଲୋକେ ତୁମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରୁଛନ୍ତି,,,। ➡️ ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ ➡️ ଜୀବନରେ ଏମିତ ଭଲ କାମ କର.. ଯେମିତି ମୃତ୍ୟୁ ସମୟରେ ସ୍ୱୟଂ ଯମରାଜ କହିବେ, ହଜୁର ଆପଣ ମଇଁଷି ପିଠିରେ ବସନ୍ତୁ ମୁଁ ଚାଲି ଚାଲି ଯାଉଛି । ➡️ମଣିଷ ମାନଙ୍କର ଚିନ୍ତାଧାରା […]

ସ୍ୱର ବଦଳାଇଲେ ଯୋଗଗୁରୁ ବାବା ରାମଦେବ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ସ୍ୱର ବଦଳାଇଛନ୍ତି ଯୋଗଗୁରୁ ବାବା ରାମଦେବ । ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ବିରୋଧରେ ବିଷଓକାଳିଥିବା ବେଳେ କରୋନାଟିକା ସପକ୍ଷରେ ବୟାନ ଦେଇଛନ୍ତି ।ଯୋଗ ଓ ଆୟୁର୍ବେଦ ଦ୍ୱାରା ନିଜକୁ କରୋନା ଭାଇରସରୁ ସୁରକ୍ଷିତ ରଖିଥିବା ରାମଦେବ କହୁଥିଲେ।ହେଲେ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ ଦେବଦୂତ ଭାବେ ବର୍ଣ୍ଣନା କରିଛନ୍ତି । ରାମଦେବ କରୋନା ଟିକା ନେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା […]

ପଶ୍ଚିମ ଓଡିଶା ପାଇଁ ୨୫ କୋଟି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।ଏହି ଅର୍ଥ ଦ୍ବାରା […]

ପ୍ରବଳ ବର୍ଷାକୁ ନେଇରେଡ୍ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଆସନ୍ତାକାଲି ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୋଳ ଆଦି୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗବିଭାଗ । ଆଜି ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ସମେତ୧୧ଟିଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ମଧ୍ୟ କରିଛି ପାଣିପାଗ ବିଭାଗ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି।.ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ […]

ମା ହେବ ରାକ୍ଷୀ

ବାରଙ୍ଗ,୧୦/୬(ଏସଏସନିୟୁଜ) ମା ହେବ ରାକ୍ଷୀ ।ରାକ୍ଷୀ ହେଉଛି ନନ୍ଦନକାନନର ସିମ୍ପାଜି ପରିବାରର ଅନ୍ୟତମ ଆକର୍ଷକ ସିମ୍ପାଜି । କରୋନା ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସିମ୍ପାଜି ସଂଖ୍ୟା ବଢିବ । ସିମ୍ପାଜି ରାକ୍ଷୀ ଏବେ ଗର୍ଭବତି । ଜନ୍ମ ଦେବାକୁ ଯାଉଛି ତାର ପ୍ରଥମ ଗର୍ଭସ୍ଥ ଶାବକ, ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ସଜାଗ ହୋଇପଡିଥିବାବେଳେ ନୂଆ ସଦସ୍ୟ ଆଗମନକୁ ସମସ୍ତେ ଅପେକ୍ଷା କରିରହିଛନ୍ତି। ପ୍ରସବ ସମୟ ଆଉ କିଛିଦିନ ଥିବାରୁ ଏବେଠାରୁ ନନ୍ଦନକାନନ ଜନ୍ତୁ ବିଭାଗ ପକ୍ଷରୁ ରାକ୍ଷୀ […]