Browsing category

ମହାନଗର

କୋଉ ବାପର ଦମ୍ ନାହିଁ ଯିଏ …

୧-ବାତ୍ୟା କ୍ଷୟକ୍ଷତି ନେଇ  ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ। ୨–ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’। ୩-କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ । […]

ଭୁବନେଶ୍ୱରସାଂସଦ ବାଛିଲେ ୫ପଂଚାୟତପାଇଁ ପ୍ରତିନିଧି

ବାରଙ୍ଗ,୨୬/୫(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ରେ ରହିଛି ରଘୁନାଥପୁର,କଳାରାହଙ୍ଗ,କଲ୍ୟାଣପୁର,ବରିମୁଣ୍ଡଓ ଦାଢାକୁ ନେଇ ୫ପଂଚାୟତ । ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ପରିସୀମା ମଧ୍ୟରେ କେବଳ ଏହି ୫ଟିପଂଚାୟତ ରହିଥିବାରୁ ସବୁ ସମୟରେ ସବୁବର୍ଗିୟ ର୍ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱ ବହନକରିଥାଏ ।ଆଉ କିଛି ଦିନ ପରେ ହେବ ପଂଚାୟତ ନିର୍ବାଚନ ।କରୋନାପାଇଁ ସବୁକିଛି ଫିକା ପଡିଯାଇଛି ।କିନ୍ତୁ ୫ପଂଚାୟତରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାପାଇଁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।ପ୍ରତି ପଂଚାୟତର ନେତୃତ୍ୱନେବାପାଇଁ ପଂଚାୟତନେତା ବଛାଯାଇଛି […]

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ

ଭୁବନେଶ୍ୱର,୨୬/୫(ଏସଏସନିୟୁଜ) ବାତ୍ୟା ୟାସ ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବାନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ନୀଳଗିରିରେ ବେଶି ଗଛ ଭାଙ୍ଗିପଡ଼ିଥିବା ନଜର ଆସିଛି । ଜୁଆର ପାଣି ମାଡ଼ିବାରୁ ବହୁତ ଗାଁ ଜଳମଗ୍ନ ହୋଇଛି । ବାହାନଗା , ରେମୁଣା ସଦର […]

ୟାସ-ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର,୨୫/୫(ଏସ ଏସ ନିୟୁଜ) ଓଡିଶା ଉପକୂଳ ଆଡକୁ ମାଡି ଆସୁଛି ୟାସ । ଏହି ବାତ୍ୟାର ଗତିପଥ ଉପରେ ଭାରତୀୟ ପାଣିପାଗ ବିଭାଗ,ଏସଆରସି ଓ ରାଜ୍ୟ ସରକାର ନଜର ରଖିଛନ୍ତି ।ରାଜ୍ୟ ସରକାର । ଏସଆରସିଙ୍କ ଅଫିସରୁ ଏହା ଉପରେ ଟିକନିଖ୍ ନଜର ରଖିଛନ୍ତି। ବାତ୍ୟା ସ୍ଥିତିକୁ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି କହିଛନ୍ତି ବିଶେଷ କରି ବାତ୍ୟା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟରେ ମାଡ ହେବ । ପବନର ବେଗ ଅଧିକ […]

କରୋନା କାଳରେ ନୂଆ ଆହ୍ବାନ

୧-ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ବ୍ଲାକ୍‌, ହ୍ବାଇଟ୍‌ ଆଉ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମିତ ଚିହ୍ନଟ, କରୋନା କାଳରେ ନୂଆ ଆହ୍ବାନ । ୨-ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ । ୩-ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା […]

ଜଟଣୀ ନଗରକଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକୀପତ୍ର

ଜଟଣୀ,୨୪/୫(ଏସ ଏସ ନିୟୁଜ)ରାଜ୍ୟ ସରକାର ମଦ ଉପରେ ଟିକସ ଛାଡ଼ କରି ଅନଲାଇନ ଦ୍ୱାରା ଫୋନ କଲ ଯୋଗେ ଆବଶ୍ୟକ ବ୍ୟକ୍ତି ଙ୍କର ମଦ ପଂହଁଚାଈବା ର ନିଷ୍ପତିକୁ ରାଜ୍ୟ କଂଗ୍ରେସ  ବିରୋଧ କରିଛି। ଏହାସହ ପେଟ୍ରୋଲ.ଡିଜେଲ. ଡାଲି. ତେଲ ଇତ୍ୟାଦି ଜନ ସାଧାରଣ ମାନଙ୍କର ଚଳଣି ନିମନ୍ତେ ସାମଗ୍ରୀ ଉପରେ ଟିକସ ଛାଡ଼ କରିବା ପାଇଁ ଦାବି କରି ରାଜ୍ୟର ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସ୍ମାରକ ପତ୍ର କଂଗ୍ରେସ ଦଳ ତରଫରୁ ଦିଆଯାଇଛି […]

ପାଖେଇ ଆସୁଛି ବାତ୍ୟା ୟାସ

ଭୁବନେଶ୍ୱର,୨୪/୫(ଏସଏସନିୟୁଜ) ପାଖେଇ ଆସୁଛି ବାତ୍ୟା ୟାସ । ପାରାଦୀପ ଠାରୁ ୪୯୦ କି.ମି ଓ ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ୟାସ୍ । ୟାସ ସମୁଦ୍ର ଭିତରୁ ୭ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବାବେଳେ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ବାତ୍ୟା ୟାସ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ […]

ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପଡୁଛି ମଦ ବୋତଲ

ବାରଙ୍ଗ,୨୪/ ୫(ଏସ ଏସ ନିୟୁଜ):ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତଥା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତର କଲ୍ୟାଣପୁର ପଞ୍ଚାୟତରେ ଥିବା ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି କେହି ଦୁର୍ବୁତ୍ତ ମଦବୋତଲ ଭାଙ୍ଗି ପକାଇଥିବାର ଅଭିଯୋଗ ହେଇଛି । କେନ୍ଦ୍ରରେ କାର‌୍ୟ୍ୟରତ ସ୍ୱାସ୍ଥ୍ୟ କର୍ମୀ ଏନେଇ ମଞ୍ଚେଶ୍ୱର ଥାନାରେ ଜଣାଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ କହିବା ଅନୁସାରେ ସୋମବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ ଖୋଲିଲାବେଳକୁ ତା ଭିତରେ ମଦବୋତଲ ଭାଙ୍ଗି କାଚ ଗୁଡା ଏଣେ ତେଣେ ହେଇ ପଡିଥିଲା […]

ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର,୨୪/୫(ଏସଏସନିୟୁଜ)ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ […]

ବାତ୍ୟାରେ ପରିଣତ ହୋଲ ‘ୟାସ୍ ‘

ଭୁବନେଶ୍ୱର୨୪/୫(ଏସଏସନିୟୁଜ) ବାତ୍ୟାରେ ପରିଣତ ହେଲା ୟାସ୍ । ପାରାଦୀପ ଠାରୁ ୫୪୦ ଓ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟା ‘ୟଶ’ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହୋଇ ୨୬ରେ ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ । ସକାଳ ୮.୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଅତି ଭୀଷଣ ବାତ୍ୟା ୨୬ ତାରିଖ ମଧ୍ୟାହ୍ନରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। […]