ଜଙ୍ଗଲି ହାତୀଙ୍କ ଉତ୍ପାତ
ମେଣ୍ଢାଶାଳ,୬।୧୦(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ଜଙ୍ଗଲି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ।ଚନ୍ଦକାଜଙ୍ଗଲରୁ ହାତୀପହ୍ଲ ଆସି ଦାରୁଠେଙ୍ଗ ନୂଆଗଡ ପୋଖରୀ ପାଖ ଧାନ ବିଲରେ ପଶି ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ବ ଧାନଫସଲ ନଷ୍ଟ କରିଛନ୍ତି।ହାତୀପହ୍ଲଙ୍କ ଦୌରାତ୍ମ୍ୟରେ ଚାଷୀ ଙ୍କ ମନରେ ଭାଳେଣି ପଡିଯାଇଛି । ନୂଆଗଡ ପୋଖରୀ ପାଖରେ ଚାଷ କରିଥିବା ମକରା ପାତ୍ର ଓ ଟୁଳିଆ ପରିଡ଼ା ମିଶି ଏକ ଏକରରୁଉର୍ଦ୍ଧ୍ବ ଚାଷଜମିରେ ବିଭିନ୍ନ କିସମର ଧାନ ଫସଲ କରିଛନ୍ତି।କିଛି ଚାଷୀ ଧାର ଉଧାର କରି […]