Browsing category

ମହାନଗର

ଆରପାରିରେ ‘ଶଲାବୁଢ଼ା’

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଜାତୀୟ ପୁରସ୍କାରପ୍ରାପ୍ତ ତଥା ‘ଶଲାବୁଢ଼ା’ର ମୁଖ୍ୟ ଚରିତ୍ର ଅଟଳ ବିହାରୀ ପଣ୍ଡାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ତାଙ୍କର କନିଷ୍ଠ ପୁତ୍ର ଅରୁଣ ପଣ୍ଡା । ସେ ସେପ୍ଟସେମିଆ ରୋଗରେ ପୀଡ଼ିତ ହୋଇ ବୁର୍ଲା ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ ।କିଛିଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ଦେହ ଖରାପ ହେବାରୁ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ।।

ନିଜ ଫଟୋ ଲଗାଇଲେ ମମତା

୧-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ ୨-୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ : ୮ରୁ ବିଏମସିର ସ୍ୱତନ୍ତ୍ର ଅଭିଯାନ । ୩-୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା । ୪-ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ […]

ବ୍ରହ୍ମଙ୍କ ପାଖରେ ବ୍ରହ୍ମକମଳ

ବାରଙ୍ଗ,୪/୬(ଏସ ଏସ ନିୟୁଜ)ବ୍ରହ୍ମଙ୍କ ପାଖରେ ଫୁଟିଛି ବ୍ରହ୍ମକମଳ।ଗୋଟିଏ ନୁହେଁ ଏକାବେଳକେ ତିନଟି ଫୁଟିଛି।ଏହିଭଳି ଘଟଣା ନନ୍ଦନକାନନସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ।ଏହି ଦୁର୍ଲଭ ଫୁଲ ଗୁରୁବାର ରାତିରେ ଫୁଟିଥିବାର ଦେଖିବାକୁ ମିଳିଛି।ମନ୍ଦିର ପାର୍ଶ୍ୱରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ଉଠିଥିବାବେଳେ ଏହା ଜଣିବାକୁ ପାଇଥିଲେ ।ପରେ ପୂଜକକୁ ଡାକି ଦେଖାଇବା ସହ ପାଖରେ ଥିବା କିଛି ଲୋକମାନେ ଆସି ଦେଖିବା ପାଇଁ ରୁଣ୍ଡିଭୁତ ହୋଇଥିଲେ ।ଶୁକ୍ରବାର ସକଳେ ଏହା ପ୍ରଭୁଙ୍କ ପାଖରେ ଅର୍ପଣ କରାଯା […]

ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ

ଚୌଦ୍ୱାର, ୪/୬(ଏସଏସନିୟଜ) ଟାଙ୍ଗିସ୍ଥିତ କୋଭିଡ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇଦିନ ହେଲା କୋଭିଡ ହସ୍ପିଟାଲକୁ ଚିକିସ୍‌ାପାଇଁ ଯାଇଥିବା ଏକ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳ କାଟି ଖାଇବା ପାଇଁ ସାଙ୍ଗରେ ଆଣିଥିବା ଏକ ଛୁରି ରେ ନିଜ ବେକରେ ଭୁଷି ଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିସ୍‌ାପାଇଁ କଟକ ଏସସିବିର ସର୍ଜରୀ ବିଭାଗକୁ ଅଣାଯାଇଛି । ମାନସିକ ଭାରସାମ୍ୟ ହରାଇ ନିଜ କେବକୁ ଛୁରିରେ ଭୁଷିଦେଇଥିବା […]

ପଦାକୁ ଆସିଲା ଅପହରଣ ଘଟଣାର ସତ୍ୟତା

ଭୁବନେଶ୍ୱର,୪/୬(ଏସଏସନିୟଜ) ରାଜଧାନୀର ଡେଲଟା ଅଂଚଳରୁ ଗତକାଲି ସଂଧ୍ୟାରେ ହୋଇଥିବା ଅପହରଣ ଘଟଣାର ପର୍ଦାଫାସ ହୋଇଛି ।ଏହା ଅପହରଣ ନୁହେଁ ବୋଲି ନିଶା ମୁକ୍ତ କେନ୍ଦ୍ର ଜାଗୃତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ବ୍ରାଉନସୁଗାର ନେଉଥିବା ଲିପୁ ନାୟକ ନାମକ ଯୁବକ ଦୀର୍ଘ ଦିନ ଧରି ଜାଗୃତି ଫାଉଣ୍ଡେସନରେ ରହି ନିଶା ନିବାରଣ ପାଇଁ ଚିକିତ୍ସିତ ହେଉଥିବାବେଳେ ଫେବ୍ରୁଆରୀ ମାସରୁ ସେ ଫେରାର ହୋଇ ଯାଇଥିଲେ ।ତାଙ୍କ ବିଷୟରେ ସୁଚନା ମିଳିବାପରେ ଡେଲଟା ଅଂଚଳରୁ ତାଙ୍କୁ ଗତକାଲି ସଂଧ୍ୟାରେ […]

ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୪/୬(ଏସ ଏସ ନିିିଉଜ) ଚଳିତ ବର୍ଷର  ଦ୍ୱାଦଶ ଶ୍ରେଣୀ  ପରୀକ୍ଷା ବାତିଲ ହେବା ନେଇ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ […]

ବନବିଭାଗ ଧରିଲା ଚୋରାଚାଲାଣ କଇଁଛ

ମାଲକାନଗିରି୪/୬(ଏସଏସନିୟୁଜ) ଗୁରୁବାର ଦିନ ଆନ୍ଧ୍ରପ୍ରଦେଶରୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଚଢାଉକରି କାଲିମେଳା ଅଂଚଳରୁ ଦେଢ଼ ଶହରୁ ଅଧିକ କଇଁଛ ଜବତକରିଛି ।କୈାଣସିସୁତ୍ରରୁ ଖବର ପାଇ ରେଞ୍ଜର ରାମଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଏକ ଟିମ ଏମପିଭି-୬୫ ଜଙ୍ଗଲରେ ଚଢାଉକରିଥିଲା । ଦୁଇଟି ମୋଟରସାଇକେଲରେ କାଳିମେଳା ଅଣା ଯାଇଥିବାବେଳେ ସେମାନଙ୍କୁ ଅଟକାଇ ୧୫୦ରୁ ଉର୍ଦ୍ଧ ଜୀବନ୍ତ କଇଁଛକୁ ଜବତ କରିବା ସହ ନିକଟସ୍ଥ ନଦୀରେ ସେମାନଙ୍କୁ ଛାଡିଦିଆଯାଇଥିଲା । ତେବେ ଦକ୍ଷିଣ ଭାରତର ବିଭିର୍ଣ […]

ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର,୪/୬(ଏସଏସନିୟୁଜ) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଟାଙ୍ଗୀ ପୋଲିସ ଉଦ୍ଧାର କରିଛି । ମୃତ ଯୁବକଜଣକ ଏକ ତେଜରାତି ଦୋକାନ କାମ କରୁଥିବାବେଳେ ତାଙ୍କ ନାମ ଚୌଦ୍ୱାର ତଳ ବଜାର ର ଅର୍ଜୁନି ବୋଲି ବୋଲି ଜଣା ପଡ଼ିଛି । ଆତ୍ମହତ୍ୟା ର ପକୃତକାରଣ ଜଣା ପଡି ନଥିବାବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର,୩/୬(ଏସଏସନିୟୁଜ) ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ର ଡେଲଟା ଛକ ନିକଟରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେଇଛନ୍ତି । ସନ୍ଧ୍ୟା ସାଢେ୫ଟା ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ରହିଥିବା ଓଡି ୦୨ ବିଇ ୭୬୫୬ ନଂ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ […]

ବାବାଙ୍କୁ ମିଳିଲା ସମନ

୧-ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୨-ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି । ୩-‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା । ୪-ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ […]