Browsing category

ମହାନଗର

ରଜରେ ଛୁଇଁବ ମୌସୁମୀ

ଭୁବନେଶ୍ୱର,୩/୬(ଏସ୍‌ଏସ୍‌ନିୟୁଜ) କେରଳରେ ଦୁଇଦିନ ବିଳମ୍ବରେ ମୌସୁମୀ ଛୁଇଁବାପରେ ଗତ ଦୁଇ ଦିନ ପାଇଁ ଏହାର ପ୍ରଭାବରେ ସେଠାରେ ବର୍ଷା ହୋଇଛି । ୧୦-୧୨ ଦିନବେଳକୁ ଅର୍ଥାତ ରଜ ସମୟରେ ଏହି ସୌସୁମୀ ବାୟୁ ଓଡ଼ିଶାରେ ପହଁଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ପହଞô୍ଚଥାଏ ମୌସୁମୀ । ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚଳିତ ଥର […]

ପରଲୋକରେ ବିଜୟ ସାହୁ

ଭୁବନେଶ୍ୱର,୩/୬(ଏସଏସନିୟୁଜ) ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କରୋନା ରେ ଆକ୍ରାନ୍ତହେବାପରେ ଚିକିସ୍‌। ପାଇଁ ମେଡିକାଲରେ ଭର୍ତ୍ତୀ ହୋଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି

ଭୁବନେଶ୍ୱର,୩/୬(ଏସଏସନିୟୁଜ) ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି ଓ ଏହାସହିତ ସେମାନଙ୍କଠାରୁ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।କୈାଣସିସୁତ୍ରରୁ ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଦୁଇ ବ୍ରାଉନସୁଗର ବେପାରୀଙ୍କୁ କଟକ ରୋଡରେ ଧରବାକୁ ସକ୍ଷମ ହୋଇଥିଲେ । ସହିଦନଗର ଥାନା ଶାନ୍ତି ଲ୍ଲୀ ବସ୍ତିର ଏସ୍‌କେ ୱାସିନ୍ ଓ ଲକ୍ଷ୍ମୀସାଗର ଥାନା ବୁଧେଶ୍ୱରୀ ଅଞ୍ଚଳର ଡମ୍ବୁରଧର ବିଶ୍ୱାଳ ଙ୍କଠାରୁ ପାଖାପାଖି ୬ ଲକ୍ଷ […]

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି

ପୁରୀ,୩/୬(ଏସଏସନିୟୁଜ) ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି ଓ ରଥଖଳାରେ ହେବ ତିନି ରଥର ନାହାକା ଚକଅଖ ଡେରା ନୀତି ।ସକାଳ ଧୁପସରିବାପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥଖଳାକୁ ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି । ସେପଟେ ଓଡ଼ିଶା କତା ନିଗମରୁ ବରାଦ ଦିଆଯାଇଥିବା ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ କୋଡିଏଟି ରଥ ଦଉଡି ଆସି ପହଁଚିଥିବାର ଜଣାପଡିଛି ।

ଭଉଣୀ ଘରେ ଚାଲିଗଲେ ଭାଇ

ସାକ୍ଷୀଗୋପାଳ,୩/୬(ଏସଏସନିୟୁଜ) ଭଉଣୀ ଘରକୁ ସାବିତ୍ରିଭାର ନେଇଯାଇଥିଲେ ।ସେଠାରେ ନୁଆକରି ହେଉଥିବାଘରର ଛାତଉପରେ ଥିବାପାଣିରେ ବିଦ୍ୟୁତ ସଂଯୋଗ ହୋଇଯାଇଥିବାରୁ ଘର ଦେଖିବାକୁ ଯାଇ ଭଉଣୀଘରେ ଚାଲିଯାଇଛି ଏକମାତ୍ର ପଅୁô ଜୀବନ । ଏହି ଅଭାବନୀୟ ଘଟଣା ସତ୍ୟବାଦୀ ବ୍ଳକର ବଳରାମପୁରଗଡ ପଞ୍ଚାୟତର ମାଳସାହି ଗ୍ରାମରେ ଘଟିଛି । ଜଣାପଡିଛି ଯେ,ମାଳସାହି ଗ୍ରାମର ଭଗବାନ ବରାଳଙ୍କର ଏକମାତ୍ର ପୁତ୍ର ବୁଦ୍ଧନାଥ (୨୨) ଭଉଣୀ ଘରକୁ ସାବିତ୍ରୀ ବୋଝନେଇ ପିପିଲିର ଗୁଡିଆପୋଖରୀ ଯାଇଥିଲେ। ସେଠାରେ ଭଉଣୀ ର ନୂଆ ଘରକାମ ହୋଇଥିବା […]

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍

ଭୁବନେଶ୍ୱର,୩/୬(ଏସଏସନିୟୁଜ) କୋଭିଡ୍ ସଂକ୍ରମଣ ଲାଗି ପ୍ରାଚୀନ ଜନଜାତିମାନଙ୍କର ବସତି ଅଂଚଳରେ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଂଟନ କରାଯିବ ।ଏହାସହ କୋଭିଡ୍ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍ କିଟ୍ ମଧ୍ୟ ପ୍ରଦାନ କରାଯିବ । କୋଭିଡ୍ ଆକ୍ରାନ୍ତ ପ୍ରାଚୀନ ଜନଜାତି […]

ପାଖେଇ ଆସୁଛି ଘୋଷଯାତ୍ରା

୧-ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୨-ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା । ୩-ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି । ୪-ଓଡ଼ିଶାରେ […]

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ,କ୍ଷୟକ୍ଷତି ପରିମାଣ ୬୧୦ କୋଟି

ଭୁବନେଶ୍ୱର.୨/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର‌୍ୟ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ […]

ସନିଟାଇଜ ହେଲା ପଞ୍ଚପାଳ ଗ୍ରାମ

ବାରଙ୍ଗ,୨/୬(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମକୁ ଗାଁ କଲ୍ୟାଣ ସମିତି ତରଫରୁ ସାନିଟାଇଜିଂ କରାଯାଇଛି। ପଞ୍ଚାୟତରୁ କରୋନା ସଂକ୍ରମିତ ବାହାରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ ବନମାଳୀ ରାଉଳଙ୍କ ତତ୍ତ୍ଵାବଧାନରେ ପଞ୍ଚୁପାଳ ଗ୍ରାମ ସଭାପତି ପ୍ରଭାତ କୁମାର ବିଶୋଇ, ଉପସଭାପତି ରୁଦ୍ର ନାରାୟଣ ଷଡ଼ଙ୍ଗୀ, ସମ୍ପାଦକ ରଣଜିତ ବିଶୋଇ ସାମିଲ ହୋଇ ଗାଁର ପ୍ରତ୍ୟେକ ସାହି ବୁଲି ସାନିଟାଇଜର ସିଞ୍ଚନ କରାଇଥିଲେ। ଅଙ୍ଗନୱାଡି କର୍ମୀ ନିବେଦିତା ଷଡ଼ଙ୍ଗୀ, ହିନପ୍ରଭା ଷଡ଼ଙ୍ଗୀ ଓ କିଶୋର […]

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର,୨/୬(ଏସଏସନିୟୁଜ) କରୋନାରେ ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶାକରିଥିବାବେଳେ ଶେଷରେ ସେ ଜୀବନଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ୬ ଥର ଜିତିବାସହ ନବୀନ ସରକାରରେ ଏକାଧିକ ବିଭାଗର ମନ୍ତ୍ରୀ ମଧ୍ୟ […]