Browsing category

ମହାନଗର

ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି

ସକାଳର ଖବର,ତାରିଖ : ୧୨/୦୫/୨୦୨୧,ବୁଧବାର ୧-ଷୋହଳ ଜିଲ୍ଲାରେ RT-PCR ଟେଷ୍ଟ ସେଣ୍ଟର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୨-ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ । ୩-କରୋନା ମୁକାବିଲା କରିବା କ୍ଷେତ୍ରରେ WHO ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ । ୪-ସ୍ଥଗିତ ରହିଥିବା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ […]

ଗଙ୍ଗାନଦୀରେ ଭାସୁଛି କରୋନା ରେ।ଗୀଙ୍କ ମୃତଦେହ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗାନଦୀରେ ଭାସୁଛି ଶବ ।ଏହିଭଳି ଦୃଶ୍ୟ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ଦେଖରବାକୁ ମିଳିଛି । ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି।ଏହାକୁନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ସକାଳେ ନଦୀ କୂଳରେ ଲୋକମାନେ ମୃତଦେହଗୁଡିକୁ ଦେଖିବାପରେ ପ୍ରଶାସନକୁ ଜଣାଇଥିଲେ। ତେବେ ଲୋକମାନଙ୍କଠାରୁ ଖବରପାଇ ପ୍ରଶାସନ ଅନୁଧ୍ୟାନ ଆରମ୍ଭ କରିଛି। ମୃତଦେହଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ […]

ଆଜି ରାଜ୍ୟରେ ୯୭୯୩ ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର, (ଏସଏସନିୟୁଜ) ଗତ ୨୪ ଘଣ୍ଟା ରାଜ୍ୟରେ ୯୭୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ଖୋର୍ଦ୍ଧା ରୁ ୧୫୧୧, ସୁନ୍ଦରଗଡରୁ ୧୦୧୮, ଯାଜପୁରରୁ ୩୭୬, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡାରୁ ୪୦୪, ନୂଆପଡାରୁ ୪୦୧, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଞ୍ଜାମରୁ ୨୭୬, ବରଗଡରୁ ୨୭୦, ନୟାଗଡରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡାରୁ […]

ବଦଳିଲା ୧ ନମ୍ବର ହାଟ ସମୟ

ଭୁବନେଶ୍ୱର, ୧୧/୫(ଏସଏସନିୟୁଜ) ହାଟରେ ଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟର ସମୟ ବଦଳାଇଛି ପ୍ରଶାସନ ।ତେବେ ଖୁଚୁରାବ୍ୟବସାୟୀମାନେ ସକାଳ ସାଢେ ୬ ଟାରୁ ଦିନ ୧୨ ଟା ଯାଏଁ ଓ ହୋଲସେଲ୍ ବ୍ୟବସାୟୀମାନେ ରାତି ସାଢେ ୩ଟାରୁ ସକାଳ ସାଢେ ୬ଟା ପର‌୍ୟ୍ୟନ୍ତ ଜିନିଷ କିଣାକିଣି କରିପାରିବେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ,ବ୍ୟବସାୟୀଙ୍କ ବୈଠକ ହୋଇଥିଲା ।ଏହି ବୈଠକର ନିଷ୍ପତି ମୁତାବକ ୨ଟି ଦୋକାନ ମଝିରେ ଗୋଟିଏ ଦୋକାନ ବନ୍ଦ […]

ଦୁଇଟି ଗାଁରେ ୨୦ ଦିନରେ ୬୪ ମୃତ୍ୟୁ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ) ଆଗ୍ରାର ଦୁଇଟି ଗାଁରେ ଲକ୍ଷଣ ଦେଖାଦେବାର ଗତ ୨୦ ଦିନ ମଧ୍ୟରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ଆଗ୍ରାଠାରୁ ପ୍ରାୟ ୪୦ କିମି ଦୂର ଏତ୍ମାଦପୁରର କୁରଗାଓଁ ଗାଁର ଘଟଣା ।ପ୍ରଥମେ ଥଣ୍ଡା,ପରେ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଥିଲା ।ଏହାସହ ବମରୌଲି ଗାଁ ରେ ୫୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କର କରୋନା ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

ବଜାର ବନ୍ଦ କରିବାରୁ ପୋଲିସକୁ ଆକ୍ରମଣ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ବଜାରରେ ଗହଳି ଲାଗିଥିବାରୁ ପୋଲିସ ବଜାରକୁ ବନ୍ଦ କରିବାକୁ ଯାଇ ଲୋକମାନଙ୍କର ଆକ୍ରମଣର ଶିକାର ହୋଇଥିବା ଭଳି ଘଟଣା ଝାଡଖଣ୍ଡରୁ ଆସିଛି ।ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହାଟଗାମରିଆ ଥାନା ଅଧିନସ୍ଥ ବିଚାବୁରୁ ଗ୍ରାମରେ ସୋମବାର ସନ୍ଧ୍ୟାରେ ବସିଥିବା ହାଟରେ ପ୍ରବଳ ଗହଳି ହୋଇଥିବାର ପୋଲିସ ପାଖରେ ସୁଚନା ପହଁଚିଥିଲା ଏହାକୁ ବନ୍ଦ କରିବାକୁ ପୋଲିସ ଦୁଇଟି ଜିପ୍ରେ ୧୧ଜଣକର୍ମଚାରୀ ଯାଇଥିଲେ । ପାଲେିସ ଘଟଣାସ୍ଥଳରେ ପହଁଚି କୋଭିଡ ସମୟରେ ହାଟ ବନ୍ଦ କରିବାକୁ କହିବାପରେ ଲୋକମାନୈ […]

ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା

୧. ଟ୍ରେଡିଂ ଆପ୍ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର । ୨. କୋଭିଡ୍ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ । ୩. ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି । ୪. ଭାରତରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବନି, ଆଇପିଏଲ୍ ଏଡ଼ାଇଥିଲା ଆଇଏସ୍‌ଏଲ୍ ଜୈବ ସୁରକ୍ଷା ପ୍ରସ୍ତାବ ୫.ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ । ୬. ଚାପେଲଙ୍କ ଆକଳନ, […]

ନରସିଂହପୁରରୁ ଧରାହେଲା ଚୋରା ଦେଶୀ ବନ୍ଧୁକ ,ଗିରଫ ହେଲେ ଶିକାରୀ

ନରସିଂହପୁର ୧୦/୫(ଏସ ଏସ ନିୟୁଜ)ନରସିଂହ ପୁର ବନବିଭାଗ ଜଙ୍ଗଲରୁ ଶିକାର କରି ଘରେ ବ୍ୟବସାୟ କରିବାକୁ ଉଦ୍ୟମ କରୁଥିବାବେଳ ଶିକାରୀ ସହ ମାଂସ ଓ ବନ୍ଧୁକ କୁ ଜବତ କରିଛି।କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ ରୁ କୁଟୁରା କୁ ମାରି ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ନିଜ ଘରେ ବ୍ୟବସାୟ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ନରସିଂହପୁର ପଶ୍ଚିମ ବନାଞ୍ଚଳର କର୍ମଚାରୀ ମାନେ ୧୦କେଜି କୁଟୁରା ମାଂସ […]

ହ୍ୟାଣ୍ଡପମ୍ପରୁ କୁକୁରକୁ ପାଣି ପିଇବାକୁ ଦେଇ ଚର୍ଚ୍ଚରେ ରହିଲେ ପୋଲିସ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ବାରାଣାସୀରେ ଜଣେ ପୋଲିସ୍ ଏକ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାରାଣାସୀରେ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଜଣେ ପୋଲିସ୍ ଅଧିକାରୀଙ୍କ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାସ୍ତାରେ ଏକ ଚେୟାରରେ ବସିଥିବା ଜଣେ ପୋଲିସ୍ ହ୍ୟାଣ୍ଡପମ୍ପକୁ ମାରୁଥିବାବେଳେ କୁକୁରଟି ତା କ୍ଷୁଧାକୁ ମେଂଟାଇବାପାଇଁ ପାଣିପିଉଛି ।

କୋଭିଡ ନିୟମର ଉଲ୍ଲଂଘନକରି ହେଲା କଳସ ଯାତ୍ରା,

ଗଞ୍ଜାମ,୧୦/୫(ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ୍ କରିଛନ୍ତି ।କୋଭିଡ ନୀୟମକୁ ପାଳନକରିବାକୁ ସରକାର ବାରମ୍ଭାର ସଚେତନ କରାଉଛନ୍ତି ।କିନ୍ତୁ କିଛି ଅମାନିଆମାନେ ଏହାକୁ ମାନୁନଥିବାର ଦେଖିବାକୁ ମିଳୁଛି ।କୋଭିଡ ନିୟମର ଉଲ୍ଲଂଘନକରି ଶହସହ ସଂଖ୍ୟାରେ ଏକାଠିହେବାଭଳି ଖବର ମିଳିଛି ।ଏହିଭଳି ଘଟଣା ଘଟିଛି ଗଞାମ ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ।ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ହୋଇଛି କଳସଯାତ୍ରା ।କୋଭିଡକଟକଣାକୁ ଫୁକରି ହୋଇଥିବା କଳସଯାତ୍ରାରେ ସାମିଲହୋଇଛନ୍ତି ଶହ ଶହ […]