ମେ ୧୫ ଯାଏଁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ
ପୁରୀ ,୨୭/୪(ଏସଏସନିୟୁଜ) ମହାମାରୀକରୋନା ସଂକ୍ରାମଣ ଯେଉଁଭଳିଭାବେ ବଢିଚାଲିଛି ଏହାର ପ୍ରବାବକୁ ଦୃଷ୍ଟିରେ ରଖି ମେ ୧୫ ତାରିଖ ଯାଏ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଗତକାଲି ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ ।କେବଳ ଠାକୁରଙ୍କ ନିତୀକାନ୍ତି ହୋଇପାରିବ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗତକାଲି ଠାରୁ […]