୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା
ନୂଆଦିଲ୍ଲୀ,୧୯/୪(ସତ୍ୟସନ୍ଧାନ ଡେସ୍କ) ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି କରୋନା ଟିକା ଦିଆଯିବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କରିଥିବା ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ସଂକଟ ନେଇ ବରିଷ୍ଠ ଅଧିକାରୀଙ୍କ ଓ ଦେଶର ବଡ ବଡ ଡାକ୍ତର ବିଶେଷଜ୍ଞ ଓ ବଡ ଫାର୍ମା କମ୍ପାନୀମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା କରିଥିଲେ । ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକଟମୟ […]