Browsing category

ମହାନଗର

ଉଦୟନଗରରେ ବାବା ଉଦୟନାଥଙ୍କ ମନ୍ଦିରର ଭୂମିପୂଜା କଲେ ଜଟଣୀବିଧାୟକ

ଭୂବନେଶ୍ବର,୧୨/୩(ଏସଏସନିୟୁଜ ) ଭୂବନେଶ୍ବର ଉପକଣ୍ଠ ଚନ୍ଦକା ପଞ୍ଚାୟତ ସୁନ୍ଦରପୁରର  ଉଦୟନଗରରେ ମହା ଜାଗର ଉପଲକ୍ଷେ ବାବା ଉଦୟନାଥଙ୍କ ମନ୍ଦିର ନିର୍ମାଣ ପାଇଁ ବହୁ ଆଡମ୍ବର ସହକାରେ ଭୂମି ପୂଜା ଓ ଶିଳାନ୍ୟାସ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ଉକ୍ତସଭାରେ ମୁଖ୍ୟତଃ ତିନୋଟି ବିଷୟ ଆଲୋଚନା ହୋଇଥିଲା ଉଦୟନଗରର ସମସ୍ତ ରାସ୍ତାକୁ କଂକ୍ରିଟ୍ କରାଯିବ, ସମସ୍ତ ବିଦ୍ୟୁତ୍ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ୍ […]

କାର୍ ଧକ୍କାରେ ବୃଦ୍ଧଙ୍କ ଭାଙ୍ଗିଲା ଗୋଡ

ବାରଙ୍ଗ,୧୨/୩(ଏସଏସନିୟୁଜ )ବାରଙ୍ଗଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ କାର୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ କଟକରୁ ଅନୁଗୁଳ ଯାଉଥିବା ଏକ କାର ଗୋଡିସାହି ଫାଣ୍ଡି ନିକଟରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇଥିଲା।ଫଳରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗି ଯିବାରୁ ଗୁରୁତର ହୋଇଥିଲେ।ବୃଦ୍ଧ ଜଣକ ବାଙ୍କୀ ଭଗିପୁର ଅଞ୍ଚଳର ପବିତ୍ର ଜେନା (୬୫) ବୋଲି ସୂଚନା ମିଳିଛି।ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି […]

ମହଙ୍ଗା ପଡ଼ିଲା ଅର୍ଡର ବାତିଲ

ଖବର ଆଜିର,ତାରିଖ ୧୧-୦୩-୨୦୨୧ ଗୁରୁବାର ୧-ବେଙ୍ଗଲୁରୁ-ମହିଳାଙ୍କୁ ଅର୍ଡର ବାତିଲ କରିବା ମହଙ୍ଗା ପଡ଼ିଲା, ଘରକୁ ଆସି ନାକ ଫଟାଇଦେଲେ ଜୋମାଟୋ ଡେଲିଭରୀ ବଏ । ୨-ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ। ୩–ଅପ୍ରେଲ ମାସରେ ରବିବାର ସ୍କୁଲରେ ହେବନି ପାଠପଢା । ୪-ତୀରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ୫-ଶିମିଳିପାଳ ବନାଗ୍ନି ଅନୁଧ୍ୟାନ ପାଇଁ ୩ ଜଣିଆ […]

ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ

ବାରଙ୍ଗ,୧୦/୩(ଏସ୍‌ଏସ୍ ନିୟୁଜ)ମହାଶିବରାତ୍ରୀ ଉପଲକ୍ଷେ ସତ୍ୟସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ ବୁଧବାର ଦିନ ଉନ୍ମୋଚନ ହୋଇଯାଇଛି ।ଏହାକୁ ନନ୍ଦନକାନନ ସହକାରୀନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡା ଆନୁଷ୍ଠାନିକଭାବେ କ୍ୟାସେଟକୁ ଉନ୍ମୋଚନ କରିଥିଲେ ।ଏହି ଉନ୍ମୋଚନ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟସନ୍ଧାନ ୱେବ୍ ଚ୍ୟାନେଲର ମୁଖ୍ୟସମ୍ପାଦକ ତ୍ରିଲୋଚନ ରାଉତ, ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞୟକୁମାରମହାନ୍ତି, ସାମ୍ବାଦିକ କମଳାକାନ୍ତନାୟକ ,ବାବା ସୋମନାଥସେନାର ଉପସଭାପତି ପ୍ରଶାନ୍ତକୁମାର […]

ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ଖ

୧-ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ୨-ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ । କୋଭାକ୍ସିନ୍ ଟିକାର ଉପାଦେୟତାକୁ ପ୍ରଶଂସା କଲା, ବିଶ୍ୱର ସବୁଠୁ ପୁରୁଣା ମେଡ଼ିକାଲ ଜର୍ଣ୍ଣାନ ଲାନ୍ସେଟ । ୩-ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର । ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ […]

ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ

ବାରଙ୍ଗ,୯/୩(ଏସଏସନିୟୁଜ) ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ ।ଏହିଭଃି ଘଟଣା  ବାରଙ୍ଗବ୍ଲକ ଅର୍ନ୍ତଗତ ରାମଦାସପୁର ପଂଚୟାତର ଭାଲୁଙ୍କା ଗ୍ରାମରେ ମଙ୍ଗଳବାରଦିନ ଦେଖିବାକୁ ମିଳିଥିଲା ।ଦୀର୍ଘଦିନର ଅସନ୍ତୋଷକୁ ବ୍ୟକ୍ତ କରିବାକୁ ପଛାଇନାହାନ୍ତି ।ଏବେବି ସୁଦ୍ଧା ସେମାନେ ମୈାଳିକ ସୁବିଧା ପାଇପାରିନାହାନ୍ତି ।ଜମିପଟ୍ଟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସୁବିଧାରୁ ବଂଚିତ ହୋଇଛନ୍ତି ।ଆଦିବାସୀମାନେ ଏବିଷୟରେ ବହୁବାର ସ୍ଥାନୀୟ ନେତା ମାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ପ୍ରତିକାର ହୋଇପାରିନାହିଁ ବୋଲି […]

ନୂଆ ସିପିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ବର,୯/୩(ଏସ ଏସ ନିୟୁଜ) ପୋଲିସ କମିଶନର ଭାବେ ଦାୟିତ୍ବ ଆଜି ନେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହା ପୂର୍ବରୁ ଥିବା ପୋଲିସ କମିଶନର ୧୯୯୦ ଆଇପିଏସ୍‍ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ୍‍ ଗୃହ ନିର୍ମାଣର ସିଏମ୍‍ଡି ଭାବେ ବଦଳି କରାଯାଇଛି ।ଦାୟିତ୍ୱ ଙ୍କୁ ବଦଳି କରାଯାଇଛି ।

ବାରଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାରଙ୍ଗ,୮/୩(ଏସଏସନିୟୁଜ)ଆନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା ଗ୍ରାମ ଡ୍ରିମ୍ ଭିଲାରେ ପାଳନ ହୋଇଯାଇଛି।ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଏ।ଆଜିର ଏହି କାର‌୍ୟ୍ୟକ୍ରମରେ ଅଞ୍ଚଳର ବହୁ ମହିଳା ଓ ଯୁବତୀ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ପରେ ଏଥିରେ ସଠିକ୍ ଉତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହ ପିଲାମାନଙ୍କ ଦ୍ଵାରା […]

ବଦଳିଲେ ଟୁଇନ୍‌ସିଟି ପୋଲିସ କମିସନର

ଭୁବନେଶ୍ୱର,୮/୩(ସତ୍ୟସନ୍ଧାନ ଡେସ୍କ)୧୯୯୫ବ୍ୟାଚ ଆଇପିଏସ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ଟୁଇନସିଟିର ହେଲେ ନୁଆ ପୋଲସି କମିସନର ।୧୯୯୦ର ଆଇପିଏସ ସୁଶାଂଶୁଷଡଙ୍ଗୀଙ୍କୁ ବଦଳି କରାଯାଇ ପୋଲିସ ଗୃହନିର୍ମାଣର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି ।ସେହିଭଳିଭାବେ ୧୯୮୮ବ୍ୟାଚ ଆଇପିଏସ ଏମ୍ ଅକ୍ଷୟ ହେଲେ ଅଗ୍ନିଶମ ଡିଜି ।ତେବେ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ସୋମବାର ଦିନ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।