ସର୍ତକ କଲେ ସରକାର,ବଢୁଛି କରୋନା ସଂକ୍ରାମଣ
ଭୁବନେଶ୍ୱର୨/୪(ଏସଏସନିୟୁଜ) କରୋନା ଲେଉଟାଣି ଲହରମୁକାବିଲାପାଇଁ ସରକାରି ତପ୍ତରତା ଦେଖାଦେଇଛି ।ସବୁ ଜିଲ୍ଲାପାଳ,ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟବିଭାଗ ଏସିଏସ ଚିଠି ଲେଖରଥିବା ନେଇ ସୁଚନା ମିଳିଛି । ରାଜ୍ୟର ସବୁ ଜିଲ୍ଲାର ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ।କେବଳ ଏତିକି ନୁହେଁ ଆଇସିୟୁ,ଡାଏଲିସସ୍,ଲେବରରୁମ୍, ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସରକାରୀ ନୁହେଁ ଘରୋଇ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖରବାକୁ ନିର୍ଦ୍ଦେସ ଦିଆଯାଇଛି । ଫାଭିପିରାଭିର୍, ରେମଡିସିଭିର୍ ଆଦି ଔଷଧ […]