Browsing category

ମହାନଗର

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]

ପୁଣି କଳାପଲସର ଆତଙ୍କ , ମହିଳାଙ୍କଠୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୨-୧(ଏସ୍‌ଏସ୍‌ଏନ୍‌) ପ୍ରାତଃ ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ଦିନ ଲୁଟ୍‍ର ଶୀକାର ହେଉଛନ୍ତି । ଏହା ଏକ ନୀତିଦିିନିଆ ଘଟଣାରେ ପରିଣତ ହୋଇଗଲାଣି । ଅପରାଧୀମାନେ ଆଖି ପିଛୁଳାକେ ସୁନା ଚେନ ଝାମ୍ପି ନେବା ସହ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହିଭଳି ଘଟଣା ପ୍ରତ୍ୟେକ ଦିନ ରାଜଧାନୀର ଅନେକ ଥାନା ଅଞ୍ଚଳରେ ଘଟିଛି ଏବେ ବି ଘଟୁଛି । ଏହିଭଳି ଜଣେ ମହିଳା ପୁଣି ଲୁଟ୍‍ର ଶୀକାର ହୋଇଛନ୍ତି । ଲୁଟ୍‍ର ଶୀକାର […]

ସପ୍ତାହକ ଭିତରେ ୧ ଲକ୍ଷ କୋଭାକ୍ସିନ ଡୋଜ୍ ଆସିବ

ଭୁବନେଶ୍ବର,୨୨/୧(ଏସଏସନୁଯୁଜ)ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ ବୋଲି ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏଣିକି ସିଏଚ୍‌ସିରେ ମଙ୍ଗଳ, ବୁଧ, ଶୁକ୍ରବାର ଟିକା ଦିଆଯିବ । ରବିବାର ବନ୍ଦ ର୍ସହିବା ସହ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକ।ଦିଆଯିବ ବୋଲି ସୂଚନା ଦେଲେ।

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି

ଭୁବନେଶ୍ବର,୨୨/୧(ଏସଏସନୁଯୁଜ) ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ନାୟକଙ୍କୁ ନିଯୁକ୍ତ କରିଛନ୍ତି । ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମହାନିର୍ଦ୍ଦେଶକ (ମୁଖ୍ୟ ଏକାଡେମିକ୍ ଅଫିସର) ଭାବରେ କାର୍ଯ୍ୟ କରୁଛନ୍ତି।

ପୁଣି IPLରେ ଖେଳିବେ ଓଡିଆ ଖେଳାଳି

ଭୁବନେଶ୍ବର ,୨୨/୧(ଏସଏସନିୟୁଜ)ପୁଣି ସାମିଲ ହେବେ ଓଡିଆ ଖେଳାଳି I IPLରେ ଖେଳିବେ I ଏଥି ପାଇଁ BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA I ସେହିଓଡିଆ ଖେଳାଳି ହେଉଛନ୍ତି ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ I ଏମାନଙ୍କ ନାଁ ସୁପାରିସ କରାଯାଇଥିବା ନେଇ ସୂଚନା ଦେଲେ OCA CEO ସୁବ୍ରତ ବେହେରା I

ବାରଙ୍ଗ ପ୍ରେସ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳଣ

ବାରଙ୍ଗ-୨୨/୧(ଏସଏସଏନ୍)ସଡକ ସୁରକ୍ଷା ଜୀବନ ରକ୍ଷା , ଏହି ବାର୍ତା ନେଇ ଆଜି ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳଣ କରିଛନ୍ତି । ପ୍ରେସ୍ କ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତରେ କମଳା କାନ୍ତ ନାୟକ ,  କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରକାସ ଚନ୍ଦ୍ର ସାହୁ ,ତ୍ରିଲୋଚନ ଦାସ,  ତୁସାର କାନ୍ତ ବେହେରା , ଲୋଚନ ମୁଦୁଲି ,ସୁକାନ୍ତ ବେହେରା ,ପ୍ରସାନ୍ତ ସାହୁ ,ଦେବେନ୍ଦ୍ର ବେହେରା ,ସଗ୍ରାମ କିଶୋର ଦାସ […]

୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ । ୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ । ୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ । ୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି […]

ଶ୍ରୀରମ ଇନଶ୍ଚିଚୁଟରେ ନିଆ

ପୁନେ,୨୧/୧(ସତ୍ୟସନ୍ଧାନଡେସ୍କ)ପୁନେର ଶ୍ରୀରମ ଇନଶ୍ଚିଚୁଟର ବିଲଡିଙ୍ଗରେ ନିଆ ଲାଗିଛି,ନିଆ ଲାଗିବାର କାରଣ ଜଣାପଡି ନଥିବା ବେଳେ ଉଧାର କାର‌୍ୟ୍ୟ ଚାଲିଛି, ଏହା ଭିତରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଧାର କରାଯାଇଥିବା ବେଳେ ଜଣେ ଫଶି ଥିବାର ଜଣାପଡିଛି

ନୂଆ କୂଳପତି

ଭୁବନେଶ୍ବର,୨୧/୧(ସତ୍ୟସନ୍ଧାନ ଡେସ୍କ)ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ। ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂଆ କୂଳପତି ଦାୟିତ୍ୱ। ବର୍ତ୍ତମାନ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଅଛନ୍ତି।.

ରୋଜଗାର ମାମଲାରେ ଶୀର୍ଷରେ ଆଲିଆ ଭଟ୍ଟ: ବର୍ଷେରେ ଆୟ କରିଛନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨୧/୧(ସତ୍ୟସନ୍ଧାନ ଡେସ୍କ)୨୦୨୦ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ସମୟ ଥିଲା। ବଲିଉଡର ଅନେକ କଳାକାର ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏହି ବର୍ଷ କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ। ରିଲିଜ ହେବାକୁଥିବା ଫିଲ୍ମର ତାରିଖ ମଧ୍ୟ ସ୍ଥଗିତ ରଖି ଦିଆଯାଇଥିଲା। ଅନେକ କଳାକାର ଆର୍ଥିକ ସ୍ଥିତି ଦେଇ ଗତି କଲେ। ଜମା ପୁଞ୍ଜି ଶେଷ ହୋଇଯିବାରୁ ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିଥିଲା। କିଛି କଳାକାର ଆର୍ଥିକ ସମସ୍ୟା […]