ଚୁଲି ଜଳେଇଲା, ଗ୍ୟାସ ମୁଣ୍ଡାଇଲେ
୧-ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ପାରିବେ ଗ୍ରୀନ୍ ବାଣ, ଅନ୍ୟ ସମୟରେ ଫୁଟାଇଲେ ହେବ ଜରିମାନା:SRC ୨-ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ।ମ୍ରିଣାଳ କୁଟ୍ଟେରୀ, ତନ୍ମୟ ଗୁପ୍ତା ଓ କାର୍ତ୍ତିକ ଜି.ନାୟର ଶୀର୍ଷ ସ୍ଥାନରେ ଅଛନ୍ତି। ୩-ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି । ୪-ଆଜିଠୁ […]