ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ
୧. ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍କୁ ଯାଇ ଦେଖି ପାରିବେ ନିଜର ଫଳାଫଳ । ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ୨. ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର । ୩. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ […]