ମହାଦୁର୍ନତି ଅଭିଯୋଗ ଆଣିଲେ ଚାଷୀ
ଜଟଣୀ,୬/୯(ଏସଏସନିୟୁଜ) ଜଟଣୀରେ ଥିବା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ ଓ ସମ୍ପ୍ରସାରଣ କେନ୍ଦ୍ରରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି କେତେକ ସଫଳ ଚାଷୀ । କୃଷି କାର୍ୟ୍ୟାଳୟର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଧାଂଶୁ ମୋହନ ପ୍ରଧାନ ଏବଂ ତତ୍ୱାବଧାରକ ଶରତ ଚନ୍ଦ୍ର ଓଝା ଙ୍କ ବିରୁଦ୍ଧରେ ଚାଷୀମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।ଚାଷୀମାନେ କହିଛନ୍ତି ଯେ, ଏହି ଦୁଇଜଣ ପ୍ରାୟସମୟରେ ଫିଲ୍ଡ ଯାଇଥିବାର ବାହାନା କରି ଅନୁପସ୍ଥିତ ରହିଥାନ୍ତି ।ଯାହାଫଳରେ ସରକାରୀ ଯୋଜନା ବିଷୟରେ ଚାଷୀମାନେ […]