Browsing category

ଅପରାଧ

କିଚକେଶ୍ୱରୀ ମନ୍ଦିରରୁ ଚୋରି

ମୟୂରଭଞ୍ଜ,୨୨ା୯(ଏସଏସନିଉଜ)ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀଦେବୀ ଖିଚିଂରେଥିବା ମାକିଚକେଶ୍ୱରୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡିକାଟି ଲକ୍ଷାଧିକ ଟଙ୍କା ଲୁଟିନେଇଥିବାର ରରୁଆଁ ଥାନାରେ ଅଭିଯୋଗ ହୋଇଛି ।ଆସୁଥିବା ଭକ୍ତମାନେ ଏହି ହୁଣ୍ଡିରେ ଟଙ୍କା ସହିତ ସୁନାଗହଣା ମଧ୍ୟ ପକାଇଥାନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।ତେବେ ମନ୍ଦିରରେ ୪/୫ ମାସ ମଧ୍ୟରେ ଦୁର୍ବୃତ୍ତମାନେ ଦୁଇଦୁଇ ଥର ଛୋଟବଡ଼ ହୁଣ୍ଡିଭାଙ୍ଗି ଚୋରି କରିନେଇଥିବାର ଜଣାପଡିଛି । ପୁଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ  ହେଉନଥିବାରୁ ଏଭଳିଘଟଣା ଘଟୁଥିବାରୁ ମନ୍ଦିର ସେବାୟତମାନଙ୍କ ସହ ସ୍ଥାନୀୟ […]

ବୈଜୟନ୍ତପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର,୨୧ ୯(ଏସଏସନିଉଜ)ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଆସିଛି।ଫୋନ୍‌ କଲ୍‌ ଯୋଗେ ଧମକ ମିଳିଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି।ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ।ନବଦାସଙ୍କ ଭଳି ବୈଜୟନ୍ତ ସମାନଦଶା ଭୋଗିବେ କହିଥିଲେ କଲର୍‌।ଧମକକଲ୍‌ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି।ସତ କି ପ୍ରାଙ୍କ୍‌ କଲ୍‌ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି।ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

ଗାଁରେ ଗୁଣିଆ ବୁଲାଇଲା ଖଟ

କନ୍ଧମାଳ ,୧୯ା୯(ଏସଏସନିଉଜ) ବାଲିଗୁଡ଼ାବ୍ଲକ୍ ବାରଖମାପଞ୍ଚାୟତର ଘାସିସାହିରେ ଅସୁସ୍ଥ ଝିଅକୁ ଭଲ କରିବାକୁ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ଉପରେ ଭରସା କରିଛନ୍ତି ପରିବାରଲୋକ ।ରୋଗର ନିରାକରଣ ନିମନ୍ତେ ଡାକ୍ତରଙ୍କପାଖକୁ ନଯାଇ ଗୁଣିଆ ତନ୍ତ୍ରପାଠଦ୍ୱରା ଖଟ ବୁଲାଯାଇଛି । ଗତ୩ମାସ ହେଲା ଏହିଗ୍ରାମର ଦିଶାରାନାୟକଙ୍କ ଝିଅ ରଶ୍ମିପ୍ରିୟା ଅସୁସ୍ଥ ରହିଛନ୍ତି। ଡାକ୍ତରଖାନାରେ ଚିକିତ୍ସାପରେ ସୁଫଳ ନମିଳିବାରୁ ଗୁଣିଗାରିଡ଼ି କରିଥିବା ସନ୍ଦେହ କରି ପରିବାରଲୋକ ଗୁଣିଆର ଶରଣାପନ୍ନ ହୋଇଥିଲେ । ଫିରିଙ୍ଗିଆବ୍ଲକ୍ ନୂଆପଦରଗ୍ରାମରୁ ଏକ ଗୁଣିଆ ସତ୍ୟାନନ୍ଦବେହେରା ଆସି ମନ୍ଦାରଫୁଲ, ଅରୁଆଚାଉଳ, […]

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା

ସୁନ୍ଦରଗଡ଼,୧୯ା୯(ଏସଏସନିଉଜ)ଆଜିସକାଳୁ ସବଡେଗା ଘୁଟୁପଡାରେ ଏକ ବନ୍ଦଘରୁ ପ୍ରମିଳା ସୋରେଙ୍ଗ ନାମକ ମହିଳାଙ୍କମୃତଦେହକୁ ଉଦ୍ଧାର କରିଛି ତଳସରାଥାନାପୋଲିସ । ହତ୍ୟାର ସଠିକ କାରଣ ଜଣା ପଡ଼ିନଥିଲେ ବି ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସ୍ବାମୀ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ପରେ ସ୍ବାମୀ ଅଲୀ ଫେରାର ହୋଇଯାଇଥିବାରୁ ହତ୍ୟା ସନ୍ଦେହ ଅଧିକ ଘନୀଭୂତ ହୋଇଛି।ଗତ ୧୬ ତାରିଖରେ ପତିପତ୍ନୀଙ୍କ ମଧ୍ୟରେ ସ୍ତ୍ରୀରଚରିତ୍ରକୁ ସନ୍ଦେହ କରି ପାଟିତୁଣ୍ଡ ହୋଇଥିଲା ।ଘଟଣାର ୩ […]

କ୍ରୀଡ଼ାବିତ ଚୟନରେ ପାତରଅନ୍ତର

ଭୁବନେଶ୍ୱର,୧୮।୯(ଏସଏସନିଉଜ)ଜାତୀୟସ୍ତରର ଜିମ୍ନାଷ୍ଟିକ ଖେଳାଳିଙ୍କୁ ଅଣଦେଖା ସମ୍ପର୍କରେ ମୁହଁଖୋଲିଛନ୍ତି ତାଙ୍କ ମାଆ ମୀରାରାଣୀ ଦାସ। ମିରାରାଣୀ ହେଉଛନ୍ତି ଜେଏମ୍ସ ଏକାଡେମୀର ଅଧକ୍ଷା। ତାଙ୍କର ଝିଅ ହେଉଛନ୍ତି ରିତିକା ।ସେ କଟକ ଦିଲ୍ଲୀପବ୍ଳିକସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଗତ ୩ବର୍ଷ ହେଲେ ସେ କଟକଜିଲ୍ଲା ତରଫରୁ ସ୍କୁଲ ଗେମ୍ ଅଫ୍ ଫେଡେରେସନ ଦ୍ୱାରା ଆୟୋଜିତ ଜିମ୍ନାଷ୍ଟିକ ଖେଳରେ ଜାତୀୟ ସ୍ତରରେ ଭାଗ ନେଇଆସିଛନ୍ତି। ମାତ୍ର ଚଳିତବର୍ଷ ତାଙ୍କୁ ଏ ଖେଳରୁ ବଞ୍ଚିତ କରାଯାଇଛି । ରିତିକା ୨୦୨୧-୨୨ ମସିହାରୁ […]

ଗଣେଶପୂଜାରେ ଅଘଟଣ

ବାରଙ୍ଗ,୧୯।୯(ଏସଏସନିଉଜ)ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି।ଗଣେଶମୂର୍ତ୍ତି ନେଇ ଆସିଲାବେଳେ ୧୧ କେଭିତାରରେ ଲାଗିଲା ମୂର୍ତ୍ତି।ଯାହାଫଳରେ ୨ଜଣ ଛାତ୍ର ଓ ଜଣଛାତ୍ରୀ ଟ୍ରାକ୍ଟରରେ ବଡ଼ ମୂର୍ତ୍ତି ନେଇ ଆସୁଥିବା ବେଳେ ଅଭାବନୀୟ ଘଟଣା ଘଟିଲା। ୧୧କେଭି ତାର ଲାଗିବାରୁ ଜଣେଛାତ୍ର ଘଟଣା ସ୍ଥଳରେ ମୃତୁବରଣ କରିଥିବାବେଳେ ଜଣେଛାତ୍ରୀ ଓ ଜଣେଛାତ୍ର ଗୁରୁତର ଆହତ ହୋଇ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

କାଠକଟାମେସିନ ଚୋରୀକରି ଧରାପଡିଲା

ବାରଙ୍ଗ,୧୮ା୮(ଏସଏସନିଉଜ) କାଠଗୋଲାଡିପୋରୁ କାଠ କଟା ମେସିନ ଚୋରୀ କରି ନେଇଯାଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛିା ସିଏ ହେଉଛନ୍ତି ନରସିଂହପୁର ବାଲିସାହିର ଦିପୁରଞନଭଟ ।ନନ୍ଦନକାନନଥାନା ପାଖରେ ଥିବା ଏକ କାଠଗୋଲାଡିପୋରେ ଦିପୁ କାମକରୁଥିଲ।।ବୁଧବାରଦିନ ଡିପୋରେ କେହିନଥିବାର ସୁଯୋଗରେ ଦିପୁ କାଠ କଟା ମେସିନ ଚୋରୀ କରିନେଇଯାଇଥିବାର ଡିପୋମାଲିକ ସୁଧୀର କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୩ା/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତକରିବାସହ ନନ୍ଦନକାନନ ଗୋଲେଇ ଛକ ବସଷ୍ଟପରୁ ଦିପୁକୁ ରବିବାରରାତିରେ କାବୁକରି […]

୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !

ବାରଙ୍ଗ,୧୮ା୯(ଏସଏସନିଉଜ)ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବାଭଳି ଲଜ୍ୟାଜନକ ଘଟଣା ରବିବାରରାତିରେ ବାରଙ୍ଗଥାନା ଅଧିନସ୍ଥ ଅରିଲୋ ଗ୍ରାମରେ ଘଟିଛି ।ଜଣେଶିଶୁକନ୍ୟାକୁ ଖାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବାର ତାଙ୍କପରିବାରପକ୍ଷରୁ ଅଭିଯୋଗହେବାପରେ ବାରଙ୍ଗପୋଲିସ ଯୁବକକୁ ଗିରଫକରି ଡାକ୍ତରିମାଇନାପାଇଁ ପଠାଇଛି ।ଏହି ଖବର ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଢେଙ୍କାନାଳ ଅଞ୍ଚଳର ଜଣେ ରାଜମିସ୍ତ୍ରୀ ପିଲାଛୁଆଧରି ଦୀର୍ଘଦିନଧରି ଅରିଲୋ ଅଂଚଳରେ ଭଡାରେ ରହିଆସୁଥିଲେ ।ତାଙ୍କଘରପାଖକୁ ବଡମ୍ବା ଅଞ୍ଚଳର ପାପୁନ ଦଳେଇ ନାମକ ଯୁବକଙ୍କ ପରିବାର ମଧ୍ୟ ରହୁଥିଲେ […]

୩ଘଂଟାପାଇଁ ରାସ୍ତାବନ୍ଦ

ବାରଙ୍ଗ,୧୮।୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଗ୍ରାମପଞ୍ଚାୟତର ଭାଲୁଙ୍କା ଶବରସାହି ଓ ମୁଣ୍ଡା ସାହିରେ ରହୁଥିବା ଲୋକମାନଙ୍କ ଜାଗାକୁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟକୁ ଲିଜ ଆକାରରେ ଦିଆଯାଇଛି। ସୋମବାର ଦିନ ଏଥିନିମନ୍ତେ ଦୁଇଟି ଜେସିବି ଲଗାଇ ସଫା କରାଯିବାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଗ୍ରାମବାସୀମାନେ କାମକୁ ବନ୍ଦ କରିବାସହ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ବାରଙ୍ଗପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ସ୍ଥାୟୀସମାଧାନ ପାଇଁ ଯିଦ ଧରିବସିଥିଲେ ।ତହସିଲଦାର ଆସି ଗ୍ରାମବାସୀଙ୍କୁନେଇ […]

ମୋବାଇଲ ପାଇଁ ନେଇଗଲେ ଜୀବନ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ମୋବାଇଲଫୋନ ଓ ମନିପର୍ସ ଚଡାଇନେବାବେଳେ ବିରୋଧ କରିବାରୁ ସ୍କ୍ରୁଡ୍ରାଇଭରରେ ମରତ୍ନ୍‌କ ଆକ୍ରମଣ କରି ହତ୍ୟା କରିଥିବା ।ଭିଯୋଗରେ ପୋଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସଯେ, ଗତ୧୨ତାରିଖଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗରବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବାନେଇ ସୂଚନା ମିଳିବାପରେ ବଡଗଡଥାନା ତରଫରୁ ତାଙ୍କୁ ଉଦ୍ଧାରକରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରକରାଯାଇଥିବା ବେଳେ ଡାକ୍ତରତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡ଼ଗଡଥାନାପୁଲିସ […]