Browsing category

ଅପରାଧ

ପରଲୋକରେ ବ୍ରାଜିଲର ମହାନ ଫୁଟବଲ ଖେଳାଳିପେଲେ

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ବିଶ୍ୱଫୁଟବଲର ମହାନକିମ୍ବଦନ୍ତୀ ତଥା ବ୍ରାଜିଲରଷ୍ଟାର ଖେଳାଳି ପେଲେଙ୍କ ପରଲୋକ ହୋଇଛି। ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ଦୁଇବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥର ତାଙ୍କୁ ଡାକ୍ତରମାନେ ଆଉ ରକ୍ଷା କରିପାରି ନାହାନ୍ତି। ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରାରେ […]

ମୁକ୍ତାକାଶ କାରାଶ୍ରମରେ କଏଦୀ ସଂଖ୍ୟା ହ୍ରାସ

ମେଣ୍ଢାଶାଳ,୨୭ା୧୨(ଏସଏସନିଉଜ)ଯାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶକାରାଶ୍ରମ ପରିସରରେ ଏବେ କଏଦୀସଂଖ୍ୟାହ୍ରାସପାଇଁ ୨୮ରେ ପହଁଚିଛି ।କିଛିଦିନପୁର୍ବେକରାଶ୍ରମରେ ୩୪ଜଣ କଏଦୀଥିଲେ ।ଜଣେ କଏଦୀ ବେଲରେ ଚାଲିଯିବାପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୩୩ରେ ପହଁଚିଥିଲା ।ଏହାମଧ୍ୟରେୁ ଦୁଇଜଣ କଏଦୀ ନବୀନପାତ୍ର ଓ ଜୁବୁଲ ଟିପୋ ଫେରାର ହୋଇଯାଇଥିଲେ ।ସେହିଦିନ ସମ୍ନଲପୁରରୁ ଆସିଥିବା ବାସୁଦେବ ସାହା, ବଲାଙ୍ଗିରିରୁଆସିଥିବା ସୁରେନ୍ଦ୍ରସା ଓ ବାରିପଦାରୁ ଆସିଥିବା ବ୍ରଜକିଶୋରମହନ୍ତ ନାମକ କଏଦୀ ଜେଲପରିସରରେ ନିଶାସେବନ କରୁଥିବାର ଜଣାପଡିବାପରେ ସେମାନଙ୍କୁ ଆସିଥିବା ଜେଲକୁ ପୁନର୍ବାର ପ୍ରତ୍ୟାବର୍ତନ କରାଯାଇଥିଲା ।ଯାହାଫଳରେ କଏଦୀସଂଖ୍ୟା ହ୍ରାସପାଇ ଏବେମାତ୍ର […]

କ୍ୟାମେରା ଦେଲା ସୁରାକ

ଅନୁଗୁଳ,୨୭ା୧୨(ଏସଏସନିଉଜ)କ୍ୟାମେରା ଦେଇଥିଲା ସୁରାକ ।କ୍ୟାମେରାପାଇଁ ସାତକୋଶିଆ କଲରାପତରିଆ ବାଘ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇପାରିଛି ବନବିଭାଗ । ପମ୍ପାସର ରେଞ୍ଜ୍ କୁମୁରୀ ଜଙ୍ଗଲରେ ଲାଗିଥିବା କ୍ୟାମେରାକୁ ଯାଂଚ କରିବାବେଳେ ଦୁଇଜଣ ବନ୍ଧୁକ ଧରି ଯାଉଥିବାର ଜଣାପଡିଥିଲା ପରେ ବନବିଭାଗ ସେମାନଙ୍କୁ ଚିହ୍ନଟ କରିବାପରେ ଶିରିଶିକଟାଗାଁର ସହଦେବଗଡ଼ନାୟକ ଏବଂ କୁମୁରୀ ଗାଁର ବେଣୁଧରଗଡ଼ନାୟକ ବୋଲି ଜାଣିବାକୁ ପାଇଥିଲା ।ଏହିଆଧାରରେ ବନବିଭାଗ ତନାଘନା କରୁକରୁ ପୁରୁଣାକୋଟ୍ ରେଞ୍ଜ୍ ବାଘମୁଣ୍ଡାର ସର୍ବେଶ୍ବର ନାଏକଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରୁ ଦେଢ଼ବର୍ଷ ତଳେ […]

ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

କୋକସରା, ୨୭ା୧୨(ଏସଏସନିଉଜ) କଳାହାଣ୍ଡିଜିଲ୍ଲା କୋକସରାଥାନା ଚାରବାହାଲ ଷ୍ଟେଟ୍ବ୍ୟାଙ୍କ ନିକଟରେ ଆଜିସକାଳେ ଏକ ଟ୍ରକ୍ ଧକ୍କାରେ ଜୟପାଟଣା ବ୍ଲକ୍ ବଡଟେମରି ଗ୍ରାମର ଜଗମୋହନ ବିହାରୀ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିସକାଳେ କୌଣସିକାମରେ ଜଗମୋହନ ଚାରବାହାଲ୍ ଷ୍ଟେଟ୍ବ୍ୟାଙ୍କ ଆସୁଥିବାବେଳେ ସିଜି୦୪ଏଲ୍ଇ-୬୦୪୮ନଂଟ୍ରକ ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଗମୋହନଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣାପରେ ଉତ୍ତେଜନା ଦେଖାଯିବା ସହ ମୃତକଙ୍କ ସଂପର୍କୀୟମାନେ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି।ଯାହାଫଳରେ ଭବାନୀପାଟଣା-ମୁଖିଗୁଡ଼ା, ଜୟପୁର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛିାଖବରପାଇ ପୋଲିସ […]

ଭିଜିଲାନ୍ସଜାଲରେ ଡେପୁଟି କଲେକ୍ଟର

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ)ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟରାଡେପୁଟି କଲେ ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ।ଆୟବହିର୍ଭୂତ ସମ୍ପତ୍ତି ଠୁଳଅଭିଯୋଗରେ ଚଢ଼ାଉ ହୋଇଛି ।ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମାଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁର ,କାର୍ଯ୍ୟାଳୟ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉା  

ଚୋରକୁ ଧରିବାକୁ ଯାଇ ୬ଚୋରାଗାଡିଜବତ କଲା ପୋଲିସ

ଜଟଣୀ ,୨୬ା୧୨(ଏସଏସନିଉଜ)ଏକଗାଡିଚୋରୀ ଘଟଣାର ତଦନ୍ତ କରିବାବେଳେ ଗାଡିଚୋରଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଟଣୀଥାନା ପୋଲିସ ।ଏହିଘଟଣାରେପୋଲିସ ୨ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୬ଟିଚୋରା ବାଇକ ଜବତକରି ୪୫୦/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଯଦୁପୁରର ସୁମିତଖାନ ଓ ଡୁମଡୁମାବସ୍ତିରେ ରହୁଥିବା ଏସ୍‌.କେଜାହିଦ୍ ।ପ୍ରକାସ ଯେ, ଜଟଣୀଥାନା ଅନ୍ତର୍ଗତ ଏସବିଆଇବ୍ୟାଙ୍କ ସମୁଖରେ ଜଣେ ବ୍ୟକ୍ତି ତାଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ମୋଟରସାଇକେଲକୁ ପାର୍କିଂକରି ବ୍ୟକ୍ତିଗତ କାମସାରି ବ୍ୟାଙ୍କ ଭିତରୁ ବାହାରିବାପରେ ବାଇକଟି ନଥିବାର ଦେଖିବାକୁ […]

ନିଖୋଜପର୍ଯ୍ୟଟକଙ୍କୁ ଫେରି ପାଇଲେ ପରିବାର ଲୋକେ

ବାରଙ୍ଗ,୨୫ା୧୨(ଏସଏସନିଉଜ) ଗତ ଶନିବାରଦିନ ନନ୍ଦନକାନନ ବୁଲିବାକୁ ଆସିଥିବା ୪୭ବର୍ଷର ପୁରୁଷପର୍ଯ୍ୟଟକ ନିଖୋଜ ହୋଇଥିବାବେଳେ ରବିବାରସକାଳୁ ମିଳିଥିବାର ଜଣାପଡିଛି।ଉଦ୍ଧାର ପର୍ଯ୍ୟଟକ ହେଉଛି କେନ୍ଦ୍ରାପଡା ଜିଲ୍ଲା,ଆଳି ଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ହାଡିବନ୍ଧୁ ଲେଙ୍କା।ସେ ପରିବାରଙ୍କ ସହ ଶନିବାରଦିନ ୨ଟା୫ମିନିଟ ସମୟରେ ନନ୍ଦନକାନନ ଭିତରକୁ ବୁଲିବାକୁ ଯାଇଥିଲେ। ସଂଦ୍ୟା ୫ଟା୭ମିନଟରେ ଟିକଟ କାଉଣ୍ଟର ନିକଟରେ ପରିବାର ସହିତ ମକା ସିଝା ଖାଉଥିବାବେଳେ ହଠାତ୍ ଦୁଇଟି ବୁଲା ଶଣ୍ଢ ଲଢେଇ ହୋଇଥିଲା।ସେହି ସମୟ ଭିତରେ ଭୟରେ ଯିଏ ଜୁଆଡେ ପାଇଲେ […]

ବନ୍ଧାହେଲେ ନକଲି ଜି ଏସ ଟି ଅଧିକାରୀ

ଛତ୍ରପୁର,୨୬ା୧୨(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ଛତ୍ରପୁରରଜାତୀୟ ରାଜପଥରେ ବଟି ଆଦାୟ ସହ ବିଭିନ୍ନ ଟ୍ରକରୁ ରାହାଜାନି କରୁଥିବା ଅଭିଯୋଗରେ ପୋଲିସ ଜଣେ ନକଲି ଜି ଏସ ଟି ଅଧିକାରୀଙ୍କୁ ଗିରଫ କରିଛି। ନକଲି ଜି ଏସ ଟି ଅଧିକାରୀ ସାଜି ଟ୍ରକ ମାଲିକଙ୍କୁ ଧମକ ଦେଇ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗୁଟୁଖା ଲୁଟ୍ କରିଥିଲେ। ଛତ୍ରପୁର ପୁଲିସ ସୂଚନା ପାଇ ଘଟଣାସ୍ଥଳରୁ ୩ଜଣଲୁଟେରାଙ୍କୁ କାବୁ କରିବାସହ ସେମାନଙ୍କଠାରୁ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୁଟୁଖା ଜବତ କରିଛି ।

ମଧ୍ୟାହ୍ନଭୋଜନ ଚାଉଳ ପାଇଁ ନିଲମ୍ବିତହେଲେ ପ୍ରଧାନଶିକ୍ଷକ

ଗଞ୍ଜାମ. ୨୬ା୧୨(ଏସଏସନିଉଜ) ମଧ୍ୟାହ୍ନଭୋଜନ ଚାଉଳ ହେରଫେର୍ ଅଭିଯୋଗରେ ଶେରଗଡ଼ ବ୍ଲକ୍ ବାରସିଙ୍ଗି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜୁ ସେଠୀ ଚାକିରିରୁ ନିଲମ୍ବନ ହୋଇଛନ୍ତି । ଗ୍ରାମବାସୀ ଶେରଗଡ଼ ବିଇଓ ପ୍ରମୋଦ କୁମାର ସେନାପତିଙ୍କ ନିକଟରେ ପ୍ରଧାନଶିକ୍ଷକ ୫ ବସ୍ତା ଚାଉଳ ବିକ୍ରି କରିଥିବା ନେଇ ଅଭିଯୋଗ କରିଥିଲେ।ଏହାପରେ ବିଇଓ ବିଦ୍ୟାଳୟକୁ ଯାଇ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାସହ ଚାକିରିରୁ ନିଲମ୍ବନ କରିଥିବାର ଜଣାପଡିଛି ।

ମନ୍ଦିରଛାଡ଼ି ରାଜରାସ୍ତାରେ ପୂଜକ

କଟକ . ୨୬ା୧୨(ଏସଏସନିଉଜ) ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୂଜକ ସମାଜ ମନ୍ଦିର ଛାଡ଼ି ରାଜରାସ୍ତାରେ ବସିଛନ୍ତି । ବଡ଼ଓଷାଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର‌୍ୟ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିଛ । ବାରମ୍ବାର ଆଲୋଚନା ସ୍ବତ୍ତ୍ବେ ମନ୍ଦିର ଖୋଲିବା ନେଇକୈାଣସି ଉଦ୍ୟମ କରାନଯିବାପ୍ରତିବାଦରେ ପୁଜକମାନେ ଅତିଷ୍ଠ ହୋଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ମନ୍ଦିରର ମୁଖ୍ୟଫାଟକ ଆଗରେ ମନ୍ଦିରପୂଜକ ଧାରଣାରେ ବସିଛନ୍ତିା ଝୁଲାପୋଲ ମରାମତି ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା […]