ସିଫୁଡପାର୍କରୁ ଝୁଲନ୍ତା ମୃତଦେହ ଉଦ୍ଧାର
ମେଣ୍ଢାଶାଳ,୧ା୧(ଏସଏସନିଉଜ)ଡେରାସଫାର୍ମରେ କାର୍ଯ୍ୟାକ୍ଷମ ସିଫୁଡପାର୍କରେ କାର୍ଯ୍ୟକରୁଥିବା ଜଣେ ଶ୍ରମିକ ବେକରେ ଦଉଡିଦେଇ ଆତ୍ମହତ୍ୟା କରିଥିବାର ରବିବାରସକାଳେ ଦେଖିବାକୁ ମିଳିଛି ।ମୃତକ ହେଉଛନ୍ତି ବାଘମାରିଥାନା ଅର୍ନ୍ତଗତ ତଳଗଡଗ୍ରାମର ଅନୁପବେହେରା ।ସେ ସିଫୁଡପାର୍କରେ ଶ୍ରମିକଭାବେ କାମକରୁଥିଲେ । ରବିବାରବଢିଭୋର ସମୟରେ ଅନ୍ୟଶ୍ରମିକମାନେ ଦେଖିବାପରେ ସୁଚନାପାଇଁ ଚନ୍ଦକାଥାନାପୋଲିସ ଘଟଣାସ୍ଥଳକୁ ଯାଇଥିଲା ।ପୋଲିସ ୧/୨୩କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ରାଜଧାନୀ ଚିକିସ୍ାଳୟକୁ ପଠାଇଛି ।ଅନ୍ୟପଟେ ତାଙ୍କ ପୁଅକୁ ହତ୍ୟାକରି ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି ମୃତଯୁବକର ପିତା ପ୍ରଶନ୍ନବେହେରା ଚନ୍ଦକାଥାନାରେ […]