ହାତୀ ଜଣଙ୍କୁ ଦଳିଦେଲା

ଖୋର୍ଦ୍ଧା, ୨ା୧(ଏସଏସନିଉଜ) ଜଙ୍କିଆଥାନା ସିକୋଗାଁରେ ହାତୀ ଆତଙ୍କ ଦେଖାଦେଇଛି । ହାତୀଆକ୍ରମଣର ଶିକାର ହୋଇଛନ୍ତି ଶୌଚପାଇଁ ଯାଇଥିବାଜଣେ ବ୍ୟକ୍ତି ।ହାତୀଜଣଙ୍କୁ ଦଳିଦେଇଥିବାବେଳେ ଜଣେ ମୃତୁ୍ୟବରଣ ଓ ଜଣେ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

Comments (0)
Add Comment