ପୁଣି ପର୍ଯ୍ୟଟକଙ୍କୁ ଅସମ୍ନାନ
ବାରଙ୍ଗ,୮/୧୦(ଏସଏସ ନିଉଜ) ବିବାଦର ପିଛା ଛାଡୁନାହିଁ ନନ୍ଦନକାନନ।କେତେବେଳେ ଜୀବଜନ୍ତୁମାନଙ୍କ ମୃତୁ, ଉନୟନ କାର୍ଯ୍ୟର ମାନ ନିମ୍ନମାନର, କେତେବେଳେ ଅଫିସରମାନେ ନନ୍ଦନକାନନ ଛାଡିବାକୁ ଇଛା ନକରିବା ,ନୂଆ ଜୀବଜନ୍ତୁ ନଆସିବା ତ କେତେବେଳେ ଠିକାଦାର ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ଆଦି ବିବାଦ ମଧ୍ୟରେ ଛନ୍ଦି ହୋଇପଡିଛି ନନ୍ଦନକାନନ।ଏହାରି ଭିତରେ ଘରୋଇକରଣ ରେ ନେଇ ବ୍ୟବସାୟ କରୁଥିବା ଠିକାଦାର ଏବେ ନନ୍ଦନକାନନ ପାଇଁ ଚିନ୍ତାର କାରଣ ପଲଟିଛି। ଶନିବାର ଦିନ ଏମିତି ଏକ ଘଟଣା ଘଟିଛି।ସଫରିରେ ଯିବାକୁ ନେଇ […]