Browsing category

ଅପରାଧ

ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି […]

ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

ଦେବଗଡ଼, ୩୦/୪(ଏସଏସନିଉଜ) ବିଧାୟକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତିଲେଇବଣି ବିଡିଓକୃଷ୍ଣଚନ୍ଦ୍ର ଦଳପତି । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କୁ ଆକ୍ରମଣ କରିଥିବାନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଅନ୍ୟ ବ୍ଲକପ୍ରଶାସନିକ ଅଧିକାରୀ,ମାନଙ୍କ ସହ ବିଡିଓ ଯାଇଥିଲେ ।ଏହି ସମୟରେ କିଛି ଲୋକ ବାରମ୍ବାର ଫୋନ କରି ବିଧାୟକଙ୍କୁ ଭେଟିବାକୁ କହିଥିଲେ ।କିନ୍ତୁ ବ୍ୟସ୍ଥଥିବାରୁ ପରେ ଦେଖାକରିବେ ବୋଲି […]

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟ୍

ରାୟଗଡ଼ା , ୩୦/୪(ଏସଏସନିଉଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ରାଓ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖି ଉମା ଶଙ୍କର ଟକିଜ୍ ନିକଟରେ ରହି ତାଙ୍କ ବନ୍ଧୁଙ୍କ ସହ କଥାହେଉଥିଲେ ।ଏହିସମୟରେ ପଛିା କରୁଥିବା ଦୁର୍ବୁତ ପାଖରେ ପହଁଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିବାରୁ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରିଥିଲେ ।ଏହିସମୟରେ ଦୁର୍ବୁତ ଗାଡିଭିତରେ ରହିଥିବା ଟଙ୍କା ବ୍ୟାଗକୁ ନେଇ ଫେରାର […]

ରାତିକରେ ନେଇଗଲେ ୨ ମନ୍ଦିରରୁ ୧୮ ମୂର୍ତ୍ତି

ବାଲିଅନ୍ତା, ୩୦/୪(ଏସଏସନିଉଜ) ଗତରାତିରେ ପୁଣି ଦୁଇଟି ମନ୍ଦିରରୁ ୧୮ଟି ମୂର୍ତ୍ତି ଚୋରି ହୋଇଛି। ୧୮ଟି ମୂର୍ତ୍ତି ମଧ୍ୟରେ ରହିଛି ୧୫ଟି ଅଷ୍ଟଧାତୁର ବହୁମୂଲ୍ୟ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ‌ହେବ ବୋଲି ଆକଳନ କରାଯାଇଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ଅମଳର ପ୍ରତାପରୁଦ୍ରପୁରସ୍ଥିତ ପ୍ରାଚୀନ ଆଖଣ୍ଡଳେଶ୍ବର ମନ୍ଦିରରୁ ୧ଫୁଟ୍ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୩ଟି ମା’ ପାର୍ବତୀଙ୍କ ବିଗ୍ରହ ଓ ୪ ଇଞ୍ଚ୍ ଉଚ୍ଚତାର ଆଣ୍ଠୁଆ […]

ଗୁଳିକାଣ୍ଡରେ ଯୁବକ ଆହତ

ମହାକାଳପଡା,୩୦/୪(ଏସଏସନିଉଜ) ମହାକାଳପଡା-ତେରଗାଁ ଘାଟ ରାସ୍ତାର ଏକ ହୋଟେଲ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ତ ଘଟିଛି ।ଏଥିରେ ମାର୍ଶାଘାଇ ବ୍ଲକ ନେମ୍ବରା ଗ୍ରାମର ଲକ୍ଷ୍ମଣ ମଳିକ (୩୨) ଆହତ ହେବାସହ ତାଙ୍କର ଡାହାଣ ଗୋଡ଼ ପାଦରେ ଆଘାତ ଲାଗିଛି। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀ ୮ ଜଣ ଯୁବକ ହୋଟେଲରେ ଖାଇ ବାହାରେ ଠିଆ ହୋଇଥିବାବେଳେ ବାଇକରେ ୬ ଜଣ ଯୁବକ ଆସି ଗାଳିଗୁଲଜ କରିଥିଲେ। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିବାରୁ ଆସିଥିବା ଯୁବକମାନଙ୍କ ମଧ୍ୟରୁଜଣେ […]

ଯୁବକଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼,୩୦/୪(ଏସ ଏସ ନିଉଜ) ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଟାଉନ ଥାନା ସରକାରୀ କଲେଜ ରୋଡ୍‌ରେ ଏହି ଘଟଣା ଘଟିଛି । ୨ ଦୁର୍ବୃତ୍ତ ମୁଖାପିନ୍ଧିବାଇକ୍‌ରେ ଆସି ଗୁଳି କରି ଚମ୍ପଟ୍ ମାରିଛନ୍ତି ।ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ର ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ପ୍ରେମ ପାଇଁ ୯୭ଲକ୍ଷ

ଭୁବନେଶ୍ୱର, ୨୯/୪(ଏସଏସନିଉଜ) ପ୍ରେମ ପାଇଁ ବାଜିଲାଗିଲା ୯୭ଲକ୍ଷ । ପ୍ରେମିକ ପାଇଁ ୯୭ଲକ୍ଷ ଠକେଇ କରି ଧରାପଡିଛନ୍ତି ପ୍ରେମିକା । ୯୭ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ରେମିକାକୁ ଗିରଫ କରିଛି ତମଣ୍ଡୋ ଥାନା ପୋଲିସ । ଯୁବତୀ ଜଣଙ୍କ ଏକ ଘେରୋଇ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ […]

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର, ୨୯/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।କାରରେ ଉଠାଇ ନେଉଥିବା ବେଳେ ପୋଲିସ ହାତରେ ଧରାପଡିବା ସହ ଚାଲିଛି ପଚରାଉଚରା । ଏହି ଚାଂଚଲ୍ୟକର ଖବର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଘଟିଛି । ଏକ ସ୍ୱିଫ୍ଟ କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧାରପଡିଛନ୍ତି।ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଡିସିପି ଭାବେ ପ୍ରତୀକ ସିଂଙ୍କୁ ଦାୟିତ୍ୱ ମିଳିଛି । ପିନାକ ମିଶ୍ର କଟକ ଡିସିପି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି,ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ଉମାଶଙ୍କର ଦାସଙ୍କୁ କଟକ -ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର,ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର […]

ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ

ନବରଙ୍ଗପୁର,୨୮/୪(ଏସଏସନିଉଜ) ପୈତୃକ ଚାଷ ଜମିକୁ ନେଇ କମଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଛି ।ଏହି ହତ୍ୟାକାଣ୍ଡରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି ।ହତ୍ୟା କରିସାରିବା ପରେ ଅଭିଯୁକ୍ତ ନିଜ ପରିବାର ସହିତ ରାଇଘର ଥାନାରେ ଆତ୍ମସମର୍ପଣ କରିଛି ।ଏହି ଘଟଣା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା ଆଦିବାସୀ ଗ୍ରାମରେ ଘଟିଛି ।। ଆଜି ସକାଳ ପ୍ରାୟ […]