୨ ନକଲି ମୂକବଧିର ଲୁଟେରା ଗିରଫ
ଭୁବନେଶ୍ବର,୨୮/୪(ଏସଏସନିଉଜ) ସ୍ପେସାଲ୍ ସ୍କ୍ବାଡ୍ ହାତରେ ଧରାପଡିନ୍ତି ଦୁଇ ମାଡ୍ରାସୀ ଲୁଟେରା ।ଏହି ଦୁଇଜଣ ହେଲେ ତାମିଲନାଡ଼ୁ ଭେଲୋର ଅଞ୍ଚଳର କ୍ରିଷ୍ଣା ଗଣେଶ(୨୬) ଓ କ୍ରିଷ୍ଣା ଅନ୍ଥୁରଗାନ୍(୩୩)। ପୁଲିସ ସେମାନଙ୍କଠାରୁ ୨୭ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପ୍ଟପ୍, ଡିଏସ୍ଏଲ୍ଆର୍ କ୍ୟାମେରା, ଟ୍ରାଇପଡ୍, ମୂକ ଓ ବଧିର ପ୍ରମାଣପତ୍ର ଜବତ କରିଛି।ଏମାନେ ନକଲି ମୂକ, ବଧିର ହିସାବରେ ବୁଲି ବୁଲି ଭିକ ମାଗିବା ଆଳରେ ନିଛାଟିଆ ଘର ଉପରେ ନଜର ରଖୂଥିଲେ ।ପରବର୍ତି ସମୟରେ ଘରେ ପଶି କଳାକନା ବୁଲାଉଥିଲେ […]