Browsing category

ଅପରାଧ

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟ୍

ରାୟଗଡ଼ା , ୩୦/୪(ଏସଏସନିଉଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ରାଓ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖି ଉମା ଶଙ୍କର ଟକିଜ୍ ନିକଟରେ ରହି ତାଙ୍କ ବନ୍ଧୁଙ୍କ ସହ କଥାହେଉଥିଲେ ।ଏହିସମୟରେ ପଛିା କରୁଥିବା ଦୁର୍ବୁତ ପାଖରେ ପହଁଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିବାରୁ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରିଥିଲେ ।ଏହିସମୟରେ ଦୁର୍ବୁତ ଗାଡିଭିତରେ ରହିଥିବା ଟଙ୍କା ବ୍ୟାଗକୁ ନେଇ ଫେରାର […]

ରାତିକରେ ନେଇଗଲେ ୨ ମନ୍ଦିରରୁ ୧୮ ମୂର୍ତ୍ତି

ବାଲିଅନ୍ତା, ୩୦/୪(ଏସଏସନିଉଜ) ଗତରାତିରେ ପୁଣି ଦୁଇଟି ମନ୍ଦିରରୁ ୧୮ଟି ମୂର୍ତ୍ତି ଚୋରି ହୋଇଛି। ୧୮ଟି ମୂର୍ତ୍ତି ମଧ୍ୟରେ ରହିଛି ୧୫ଟି ଅଷ୍ଟଧାତୁର ବହୁମୂଲ୍ୟ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ‌ହେବ ବୋଲି ଆକଳନ କରାଯାଇଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ଅମଳର ପ୍ରତାପରୁଦ୍ରପୁରସ୍ଥିତ ପ୍ରାଚୀନ ଆଖଣ୍ଡଳେଶ୍ବର ମନ୍ଦିରରୁ ୧ଫୁଟ୍ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୩ଟି ମା’ ପାର୍ବତୀଙ୍କ ବିଗ୍ରହ ଓ ୪ ଇଞ୍ଚ୍ ଉଚ୍ଚତାର ଆଣ୍ଠୁଆ […]

ଗୁଳିକାଣ୍ଡରେ ଯୁବକ ଆହତ

ମହାକାଳପଡା,୩୦/୪(ଏସଏସନିଉଜ) ମହାକାଳପଡା-ତେରଗାଁ ଘାଟ ରାସ୍ତାର ଏକ ହୋଟେଲ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ତ ଘଟିଛି ।ଏଥିରେ ମାର୍ଶାଘାଇ ବ୍ଲକ ନେମ୍ବରା ଗ୍ରାମର ଲକ୍ଷ୍ମଣ ମଳିକ (୩୨) ଆହତ ହେବାସହ ତାଙ୍କର ଡାହାଣ ଗୋଡ଼ ପାଦରେ ଆଘାତ ଲାଗିଛି। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀ ୮ ଜଣ ଯୁବକ ହୋଟେଲରେ ଖାଇ ବାହାରେ ଠିଆ ହୋଇଥିବାବେଳେ ବାଇକରେ ୬ ଜଣ ଯୁବକ ଆସି ଗାଳିଗୁଲଜ କରିଥିଲେ। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିବାରୁ ଆସିଥିବା ଯୁବକମାନଙ୍କ ମଧ୍ୟରୁଜଣେ […]

ଯୁବକଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼,୩୦/୪(ଏସ ଏସ ନିଉଜ) ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଟାଉନ ଥାନା ସରକାରୀ କଲେଜ ରୋଡ୍‌ରେ ଏହି ଘଟଣା ଘଟିଛି । ୨ ଦୁର୍ବୃତ୍ତ ମୁଖାପିନ୍ଧିବାଇକ୍‌ରେ ଆସି ଗୁଳି କରି ଚମ୍ପଟ୍ ମାରିଛନ୍ତି ।ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ର ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ପ୍ରେମ ପାଇଁ ୯୭ଲକ୍ଷ

ଭୁବନେଶ୍ୱର, ୨୯/୪(ଏସଏସନିଉଜ) ପ୍ରେମ ପାଇଁ ବାଜିଲାଗିଲା ୯୭ଲକ୍ଷ । ପ୍ରେମିକ ପାଇଁ ୯୭ଲକ୍ଷ ଠକେଇ କରି ଧରାପଡିଛନ୍ତି ପ୍ରେମିକା । ୯୭ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ରେମିକାକୁ ଗିରଫ କରିଛି ତମଣ୍ଡୋ ଥାନା ପୋଲିସ । ଯୁବତୀ ଜଣଙ୍କ ଏକ ଘେରୋଇ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ […]

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର, ୨୯/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।କାରରେ ଉଠାଇ ନେଉଥିବା ବେଳେ ପୋଲିସ ହାତରେ ଧରାପଡିବା ସହ ଚାଲିଛି ପଚରାଉଚରା । ଏହି ଚାଂଚଲ୍ୟକର ଖବର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଘଟିଛି । ଏକ ସ୍ୱିଫ୍ଟ କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧାରପଡିଛନ୍ତି।ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଡିସିପି ଭାବେ ପ୍ରତୀକ ସିଂଙ୍କୁ ଦାୟିତ୍ୱ ମିଳିଛି । ପିନାକ ମିଶ୍ର କଟକ ଡିସିପି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି,ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ଉମାଶଙ୍କର ଦାସଙ୍କୁ କଟକ -ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର,ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର […]

ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ

ନବରଙ୍ଗପୁର,୨୮/୪(ଏସଏସନିଉଜ) ପୈତୃକ ଚାଷ ଜମିକୁ ନେଇ କମଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଛି ।ଏହି ହତ୍ୟାକାଣ୍ଡରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି ।ହତ୍ୟା କରିସାରିବା ପରେ ଅଭିଯୁକ୍ତ ନିଜ ପରିବାର ସହିତ ରାଇଘର ଥାନାରେ ଆତ୍ମସମର୍ପଣ କରିଛି ।ଏହି ଘଟଣା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା ଆଦିବାସୀ ଗ୍ରାମରେ ଘଟିଛି ।। ଆଜି ସକାଳ ପ୍ରାୟ […]

୨ ନକଲି ମୂକବଧିର ଲୁଟେରା ଗିରଫ

ଭୁବନେଶ୍ବର,୨୮/୪(ଏସଏସନିଉଜ) ସ୍ପେସାଲ୍ ସ୍କ୍ବାଡ୍ ହାତରେ ଧରାପଡିନ୍ତି ଦୁଇ ମାଡ୍ରାସୀ ଲୁଟେରା ।ଏହି ଦୁଇଜଣ ହେଲେ ତାମିଲନାଡ଼ୁ ଭେଲୋର ଅଞ୍ଚଳର କ୍ରିଷ୍ଣା ଗଣେଶ(୨୬) ଓ କ୍ରିଷ୍ଣା ଅନ୍ଥୁରଗାନ୍‌(୩୩)। ପୁଲିସ ସେମାନଙ୍କଠାରୁ ୨୭ଟି ମୋବାଇଲ୍ ଫୋନ୍‌, ଗୋଟିଏ ଲାପ୍‌ଟପ୍‌, ଡିଏସ୍‌ଏଲ୍‌ଆର୍ କ୍ୟାମେରା, ଟ୍ରାଇପଡ୍‌, ମୂକ ଓ ବଧିର ପ୍ରମାଣପତ୍ର ଜବତ କରିଛି।ଏମାନେ ନକଲି ମୂକ, ବଧିର ହିସାବରେ ବୁଲି ବୁଲି ଭିକ ମାଗିବା ଆଳରେ ନିଛାଟିଆ ଘର ଉପରେ ନଜର ରଖୂଥିଲେ ।ପରବର୍ତି ସମୟରେ ଘରେ ପଶି କଳାକନା ବୁଲାଉଥିଲେ […]

ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର

ସଇଁତଲା , ୨୮/୪(ଏସଏସନିଉଜ) ଗତ ରାତିରୁ ଏହିଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର ହୋଇଥିବାର ଜଣାପଡିଛି । ଦୁଇ ଯୁବକକୁ ପୁଲିସ ଗତ ଦୁଇ ଦିନ ହେଲା ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲେ। ଗତ ବିଳମ୍ୱିତ ରାତିରେ ଏହି ଯୁବକ ଫାଣ୍ଡିରେ ଖାଇ ହାତ ଧୋଇବାକୁ ଗଲାବେଳେ ଫେରାର ହୋଇଯାଇଥିଲେ।ଗତ ୧୮ତାରିଖରେ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ […]