Browsing category

ଅପରାଧ

ଷ୍ଟ୍ରଙ୍ଗରୁମ ସାମ୍ନାରେ ଲାଠି ଚାର୍ଜ

ଭୁବନେଶ୍ୱର,୨୫/୩(ଏସ ଏସ ନିଉଜ) ଭୁବନେଶ୍ୱର ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ ସିଲ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବା ଅଭିଯୋଗ କରି ଲୋକମାନେ ତୁମୁଳକାଣ୍ଡ ଘଟାଇଛନ୍ତି।ଶହଶହ ଲୋକ ଏକାଠି ହୋଇ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ । ପୋଲିସ ଯେତେ ବୁଝାଇଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ନଶୁଣିବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ମାଡ କରିଥିଲେ । ଫଳରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୧୦ରୁ […]

ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଭଞ୍ଜନଗର, ୨୫/୩(ଏସଏସନିଉଜ) ଗୁଳି ଫୁଟିବାରୁ ଚାଲିଗଲା ଥାନା ଅଧିକାରୀଙ୍କ ଜୀବନ । ସିଏ ହେଉଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ । ଶୁକକ୍ରବାରଦିନ ଥାନା ପରିସରରେ ଥିବା ତାଙ୍କ କ୍ବାର୍ଟରରେ ଖାଇବାକୁ ଵସିଥିବା ଵେଳେ ବନ୍ଧୁକକୁ ଅଣ୍ଟାରେ ରଖିବାବେଳେ ହଠାତ ଗୁଳି ଫୁଟିଥିଲା ତାଙ୍କ ଅଣ୍ଟାରେ ବାଜିଥିଲା। ତାଙ୍କୁ ଚିକିସ୍‌ାପାଇଁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୪ ମାସ ପୂର୍ବେ ଏଠାକୁ ଦାୟିତ୍ୱରେ ଆସିଥିବାବେଳେ […]

ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼

ଭଦ୍ରକ,୨୪/୩(ଏସ ଏସ ନିଉଜ) ଧାମନଗର ଏନଏସିର ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି ।ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବକ ବିଜେପି ସମର୍ଥକ ବଜାର ସାହିର ରମେଶ ଲେଙ୍କା।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରମେଶ ଲେଙ୍କାଙ୍କୁ ଉଦ୍ଧାର କରି ଲୋକମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଇଛନ୍ତି। ରମେଶ ଭୋଟ୍ ଦେବାକୁ […]

ବାପ,ପୁଅଙ୍କୁ ଗିରଫ ଦାବୀରେ ଶବରଖି ରାସ୍ତାରେ ବସିଲେ ଗ୍ରାମବାସୀ

ବାରଙ୍ଗ,୨୩/୩(ଏସଏସନିଉଜ) ଜାଗାବିବାଦକୁ କେନ୍ଦ୍ରକରି ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲ ଶବର ସାହିରେ ହୋଲିଦିନ ଦୁଇପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ୫ଜଣ ଆହତ ହୋଇଥିବାବେଳେ ଆକ୍ରମଣର ଶିକାର ହୋଇଥିବା ପରିବାରର ଅଭିଯୋଗକୁ ଭିତିକରି ପୋଲିସ ଦୁଇଜଣଙ୍କୁ ଗିରଫକରି କାମସାରି ବସିପଡିଥିଲା ।ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୁଶାନ୍ତପ୍ରଧାନ ନାମକ ବ୍ୟକ୍ତି ଚିକିସ୍‌ାଧିନ ଅବସ୍ଥାରେ ବୁଧବାରଦିନ ମୃତ୍ୟୁବରଣ କରିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ପୋଲିସର ଖାମଖିଆଲ ନିତିକୁ ବିରୋଧ କରି ଗ୍ରାମବାସୀମାନେ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବୀରେ […]

କେନାଲରେ ପଡିଛି ମଣିଷ ଖପୁରୀ !

ବ।ରଙ୍ଗ,୨୩/୩(ଏସଏସନିଉଜ)ବିଏମସି ନିର୍ବାଚନ ପୁର୍ବରୁ ରାଜଧାନୀ ଉପକଣ୍ଠରେ ପଡିଛି ମଣିଷ ଖପୁରୀ ।ଗୋଟିଏ କି ଦିଇଟି ନୁହେଁ ୧୦ ରୁଉର୍ଦ୍ଧ ମଣିଷ ଖପୁରୀ ଓ ହାଡ ପଡିଛି ।ପଟିଆ ଷ୍ଟେସନଠାରୁ ଇଞଣା ଗ୍ରାମକୁ ଯିବାବେଳେ କେନାଲ ଉପରେ ହୋଇଥିବା ନୁଆବ୍ରିଜଠାରୁ ଅଳ୍ପ ଦୁରରେ ଏହା ପଡିଛି ।କେନାଲ ରପାଶ୍ୱର୍ରେ ଲୋକମାନେ ପକାଉଥିବା ଅଳିଅ।ଆବର୍ଜନା ଭିତରେ ମଣିଷ ଖପୁରୀ ସହ ହାଡ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି ।ଏକ ବସ୍ତାରେ ବନ୍ଧାହୋଇ ପଡିଥିବା ବେଳେ ସେଥିରୁ ଖସି ପଡିବା ପରେ […]

ମଦ୍ୟପ ଯୁବକର ଆକ୍ରମଣରେ ଦୁଇ ଆହତ

ବାରଙ୍ଗ,୨୧/୩(ଏସ ଏସ ନିଉଜ)ଛତାବର ମେଳଣ ପଡ଼ିଆରେ ରବିବାର ଅପରାହ୍ନରେ ଜଣେ ମଦ୍ୟପ ଯୁବକର ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି।ଛତାବର ଗ୍ରାମର ମନୋଜ ମୁଦୁଲି ଓ କୃଷ୍ଣଚନ୍ଦ୍ର ମୁଦୁଲି ମେଳଣ ପଡ଼ିଆରେ ଥିବାବେଳେ ଏହି ଗ୍ରାମର ନିରଂଜନ ମହାକୁଡ଼ ତାଙ୍କ କାର ନଂ ଙଊ୦୨-ଈଛ =୯୨୭୯ ନେଇ ମେଳଣ ପଡିଆରେ ପହଞ୍ଚିଥିଲେ।ସେ ମାତାଲ ଅବସ୍ଥାରେ ରହିଥିବାରୁ କାରର ଚାବି ଆଣି ଆକ୍ରମଣ କରିଥିଲେ ।ଫଳରେ କୃଷ୍ଣଚନ୍ଦ୍ର ଙ୍କର କପାଳରେ ଓ ମନୋଜଙ୍କ ବେକରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ […]

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଉମେଶ କୁମାର ଶାସନୀ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ଜିଲ୍ଳାର ଶାତପଡ଼ାରେ ଥିବା ସରକାରୀ ବାସଭବନ , କାର୍ଯ୍ୟାଳୟ ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।

ପୁଣି ଏସଟିଏଫ ହାତରେ ଧରାପଡିଲେ ଦୁଇଗଞେଇ ବେପାରୀ

ଭୁବନେଶ୍ୱର,୨୨/୩(ଏସଏସନିଉଜ) ଗତକାଲି କିଶୋର ନଗର ଥାନା ଅଧୀନରେ ଥିବା ବାଙ୍କା ପାଲାସା ଗାଁ ନିକଟରୁ ଏସଟିଏଫ ଭୁବନେଶ୍ୱର ତରଫରୁ ବିଶେଷସୁତ୍ରରୁ ଖବରପାଇ ଚଢଉ କରି ଗଞେଇନେଇ ଯାଉଥିବାବେଳେ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କିଶୋର ନାଗର ଶାଖାରେ କ୍ଲର୍କ କମ କ୍ୟାସିଅର୍ ଭାବରେ କାର୍ଯ୍ୟ କରୁଥିବା ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗାଁôର ଜୁଗୋଳ ସାହୁ ।ସେମାନଙ୍କଠାରୁ ଏସଟିଏଫ୧୬୫କେଜିର ଗଞେଇ ,ଗୋଟିଏ ବନ୍ଧୁକ,ଏକକାର,ପଲସର ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ କୁ […]

କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ

ଭୁବନେଶ୍ୱର,୨୦/୩(ଏସଏସନିଉଜ) ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ ଭୁଶୁଡିପଡିଥିଲା ଦର୍ଶକ ଗ୍ୟାଲେରୀ।ଏହି ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ପରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିବା ବେଳେ ରାତି ପ୍ରାୟ ୯ଟା ବେଳେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆମ୍ବୁଲାନ୍ସ ବାଇକ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ,୨୦/୩(ଏସଏସନିଉଜ) ଧାମନଗର ଥାନା ଅନ୍ତର୍ଗତ ବିରୁହାଁ ଛକ ନିକଟରେ ଆମ୍ବୁଲାନ୍ସ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଆଇଟିଆଇର ଛାତ୍ର ଅବିନାଶ ମହାଳିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭିଷେକ ମହାନ୍ତି ଓ ଅଂଶୁମାନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ୩ଜଣ ଯୁବକ ଏକ ମୋଟର ସାଇକେଲରେ ଧାମନଗର ଆଡ଼କୁ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ମୋଟର ସାଇକେଲକୁ ଧକ୍କା ଦେଇଥିଲା।ଗୁରୁତର ଆହତ ହୋଇଥିବା ୩ଜଣଙ୍କୁ ଚିକିସ୍‌ା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା […]