ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼
ଭଦ୍ରକ,୨୪/୩(ଏସ ଏସ ନିଉଜ) ଧାମନଗର ଏନଏସିର ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି ।ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବକ ବିଜେପି ସମର୍ଥକ ବଜାର ସାହିର ରମେଶ ଲେଙ୍କା।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରମେଶ ଲେଙ୍କାଙ୍କୁ ଉଦ୍ଧାର କରି ଲୋକମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଇଛନ୍ତି। ରମେଶ ଭୋଟ୍ ଦେବାକୁ […]