Browsing category

ଅପରାଧ

ଏସପିଙ୍କୁ ଭେଟିଲେ ପୀଡ଼ିତାଙ୍କ ପରିବାର

ଭଦ୍ରକ, ୩/୨(ଏସଏସନିଉଜ) ବନ୍ତ ବ୍ଲକ କନ୍ତିଆ ତୁଣ୍ଡା ଅଞ୍ଚଳର ବନମାଳୀ ଜେନାଙ୍କ ନାବାଳିକା ଝିଅ ପିଉସା ଘରେ ରହୁଥିବା ବେଳେ ଗତ ୧୩ ତାରିଖ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିଲା ।ଏହିସମୟରେ ତାକୁ ଅପହରଣ କରାଯାଇଥିବାନେଇ ୧୮ ତାରିଖ ଦିନ କେନ୍ଦୁଆପଦା ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।ଅପହରଣକାରୀ ଯୁବକ ଝିଅକୁ କନ୍ୟାକୁମାରୀ ନେଇଯାଇଥିବା ଓ ଅପହରଣରେ ବ୍ୟବହାର ହୋଇଥିବା ଗାଡିନମ୍ବର ଜାଣିବାପରେ ଫାଣ୍ଡିରେ ଜଣାଇଥିଲେ ।ପୋଲିସ ଗୋଟେପଟେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ […]

ମହାନଦୀ ପଠାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ, ୩/୨(ଏସଏସନିଉଜ) କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୁଆଶୁଣୀ ନିକଟ ମହାନଦୀ ପଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକଙ୍କ ମୁଣ୍ଡରେ ଛେଚା ଯାଇଥିବା କୁହାଯାଉଛି।ମୃତ ଯୁବକ ହେଉଛନ୍ତି ବିହାର ନିବାସୀ ଆଜାଦ ଯାଦବ (୨୮) ।ସେ ଇଣ୍ଟେରିୟର କାମ କରୁଥିଲେ । ସେ କାମକରୁଥିବା ଠିକାଦାରପାଖକୁ ବକେୟା ଥିବା ଟଙ୍କା ଆଣିବାକୁ କଟକ ଆସି ଫେରିନଥିବାର ପୋଲିସ ସନ୍ଦେହ କରୁଛି ।ତେବେ ଆଜାଦ ଯାଦବ ନିଖୋଜ ହୋଇଥିବାନେଇ ପରିବାର ଲୋକ […]

ଦେଶୀ ମଦ ସହ ବୋଲେରୋ ଜବତ

ବାରଙ୍ଗ, ୨/୩(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରଦିନ ଏକ ଦେଶୀମଦ ନେଇ ଆସୁଥିବାବୋଲେରୋକୁ ଜବତ କରିବା ସହ ଚାଳକ ଗିରିଶ ଚନ୍ଦ୍ର ଜେନାକୁ ଗିରଫକରି୨୮୦ ଲିଟର ଦେଶୀ ମଦ ଜବତ କରିଛି ।ବିଶେଷସୁତ୍ରରୁ ଖବରପାଇ ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ସଦଳବଳେ ବୁଧବାର ଦିନରେ ମଧୁବନ ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାଖରେ ଜଗିରହିଥିଲେ ।ଏହି ସମୟରେ ଆଠଗଡ ପଟରୁ ଏକ ଧଳା ରଙ୍ଗର ଓଆର ୦୨ବିକେ ୪୫୪୯ ଆସୁଥିବା ବୋଲେରୋକୁ ରୋକିବାସହ ତା […]

ଲାଞ୍ଚ ନେଇ ଧରା ପଡିଲେ ବିଇଓ

ରାୟଗଡା, ୨/୩(ଏସଏସନିଉଜ) ଲାଞ୍ଚ ନେଉଥିବା ବେଳେ ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଜରୁରୀ କାଗଜପତ୍ର କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ତେବେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କକୁ ଜବତ କରିଥିବାର ଜଣାପଡିଛି ।  

୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର, ୨/୩(ଏସଏସନିଉଜ) ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ ଭୁବେନଶ୍ୱର ଜିଆରପି ।୧୨ କୋଟି ଟଙ୍କା ମୁଲ୍ୟର ଏହି ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବାର ଜଣାପଡିଛି । ତେବେ ୪ଟି ବ୍ୟାଗରେ ୩୨କେଜି ସୁନା ରହିଥିଲା ।ଜିଆରପି ପୋଲିସହ ଇନକମ ଟ୍ୟାକ୍ସ ଓ ଜିଏସଟିର ଖୋଲତାଡ ଆରମ୍ଭ ହୋଇଛି ।

ଡେଲାଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ

ଡେଲାଙ୍ଗ, ୨/୩(ଏସଏସନିଉଜ)ଗୁଆଳିଡା ପଞ୍ଚାୟତ ଅଧିନ ହୁମର ଗ୍ରାମରେ ମହାଶିବରାତ୍ରୀ ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ରାଜନୈତିକ ହିଂସାହୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି ।ମଙ୍ଗଳବାର ସନ୍ଧ୍ୟାରେ ବ୍ରଜକିଶୋର ପରିଡାଙ୍କ ଘରୁ ନିଆଁ ଲାଗି ନିମିଷକ ମଧ୍ୟରେ ପଡୋଶୀ ଘରକୁ ବ୍ୟାପି ଯାଇଥିଲା ।ଏହାପରେ ପୂର୍ଣ୍ଣଚନ୍ଦ୍ର ପରିଡ଼ା,ନଳିନୀ ପରିଡ଼ା,ଗଙ୍ଗାଧର ପରିଡ଼ା ଓ ଧ୍ୱଜ ପରିଡ଼ାଙ୍କ ୧୦ ବଖରାରୁ ଉର୍ଦ୍ଧ୍ୱ ଘର […]

ପୁଲିସ ଜବତ କଲା ୧୦ ଲକ୍ଷର ବ୍ରାଉନସୁଗାର

ରାଉରକେଲା,୨୮/୨(ଏସଏସନିଉଜ) ଛଅ ବ୍ରାଉନସୁଗାର ବେପାରୀଙ୍କୁ ଧରିଲା ପ୍ଲାଣ୍ଟସାଇଟ ପୁଲିସ ।ସେମାନଙ୍କଠାର ୩୨୨.୩୪ ଗ୍ରାମର ବ୍ରାଉନସୁଗାର, ଦୁଇଟି ଦେଶୀ ବନ୍ଧୁକ, ସାତଟି ଅଫୁଟା ଗୁଳି, ମୋଟର ବାଇକ, ଦୁଇଟି ସ୍କୁଟି, ନଗଦ ୧.୨୬ ଲକ୍ଷ ଟଙ୍କା, ୬ଟି ମୋବଇଲ, ୨୫ ଲକ୍ଷ ଟଙ୍କାର ଦୁଇଟି ବଣ୍ଡ, ୧୩ ଲକ୍ଷ ଟଙ୍କା ଜମା ଥିବା ପାସବୁକ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ।ଗିରଫ ହୋଇଥିବା ୬ଜଣ ବ୍ରାଉନସୁଗାର ବେପାରୀ ହେଲେ ରୋଶନ ରାୟ, ମହମ୍ମଦ ଇଫରାନ ଆଲମ, ନସୀମ, […]

ଏନ୍‌କାଉଣ୍ଟରରେ୨ନକ୍ସଲ ନିହତ

ମାଲକାନଗିରି, ୨୭/୨(ଏସଏସନିଉଜ) ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇ ୨୨୨ ଡିଆରଜି ବାଟାଲିୟନର ଯବାନମାନେ କୁମ୍ବିଂ କରିବା ପାଇଁ ଯାଇଥିବାବେଳେ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କରିଥିବା କ୍ୟାମ୍ପଥିବାର ଜାଣିବାକୁ ପାଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ […]

ସିନ୍ଧୁର ନେଲା ମହିଳାଙ୍କ ଜୀବନ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ) ଚିଲପାଟଣା ଗ୍ରାମର ରମେଶ କୁମାର ସାହୁ ଙ୍କ ବୋଉ ବୁଧିମଣି ସାହୁ ପୁରୁଣା ରୋଗର ଯନ୍ତ୍ରଣା ସହ୍ୟ କରିନପାରି ସିନ୍ଧୁର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ବୁଧିମଣି ଅନେକ ଦିନହେବ ରୋଗରେ ଯନ୍ତ୍ରଣା ପାଉଥିବାବେଳେ ରୋଗର କଷ୍ଟ ସହିନପାରି ଲୁଚିକରି ସିନ୍ଧୁର ଖାଇ ଦେଇଥିଲେ । ପରେ ସିନ୍ଦୁର ଖାଇବା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ ପରିବାରଲୋକ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀକୁ ନେଇଥିଲେ।ପୁରୀ ରେ ଡାକ୍ତର ତାଙ୍କୁ ମୃତ୍ୟୁ […]

ମଟର ସାଇକେଲରୁ ଲକ୍ଷେ ଟଙ୍କାଚୋରୀ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ)ଚା ପିଇବା ସମୟରେ ଗାଡିର ଡିକିଭାଙ୍ଗି କେହି ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ନେଇଯାଇଥିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ନୂଅସମେଶ୍ପରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର ପୁରୀ ନିମାପଡା ବ୍ୟଙ୍କ ସାକ୍ଷୀଗୋପାଳ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇଥିଲେ । ସାକ୍ଷୀଗୋପାଳ ବଜାରରେ ଏକ ଚା ଦେକାନରେ ଚା ପିଇବା ସମୟରେ କେହି  ଚାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିଲେ ।ପୋଲିସ ୬୩/୨୨କେଶନମ୍ବର ରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି […]