ଗାଁରେ ଫୁଟିଲା ଗୁଳି
ବଲାଙ୍ଗିର,୭/୨(ଏସଏସନିଉଜ)ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଫୁଟିଛି ଗୁଳି ।ରବିବାର ବିଳମ୍ବିତ ରାତ୍ରିରେ ମୁଖା ପିନ୍ଧା ଲୋକେ ସନ୍ତୋଷ ସାହୁ ନାମକ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ ।ସୈାଭାଗ୍ୟବଶତ ସନ୍ତୋଷ ତଳେ ଶୋଇ ପଡିବାରୁ ଗୁଳିମାଡରୁ ବଂଚି ଯାଇଥିଲେ । ରବିବାର ବିଳମ୍ବିତ ରାତିରେ ବୈଦିପାଲି ସ୍ଥିତ ତାଙ୍କ ଘରେ ସପରିବାରେ ସନ୍ତୋଷ ଶୋଇଥିଲେ ।ଏହି ସମୟରେ କେହି ଜଣେ ଆସି ତାଙ୍କ କବାଟ ବାଡେଇ ଡାକିଥିଲେ ।ଏହାପରେ ସନ୍ତୋଷ ବାହାରପଟ କବାଟ ଖୋଲି ବାହାରକୁ ଆସିଥିଲେ […]