Browsing category

ଅପରାଧ

ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ: ମହଙ୍ଗା ପଡିଲା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ଗୋଟେପଟେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ବିଳମ୍ଭିତରାତିରେ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରିବା ମହଙ୍ଗା ପଡିଲା ।ଖବରପାଇ ପୋଲିସ ଚଢଉ କରିବାରୁ ଛତ୍ରଭଙ୍ଗ ଦେଇଥିଲେ ଯୁବକ ।ଏହିଭଳି ଘଟଣା ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳିଛି । ରାତି ପାଖାପାଖି ସାଢ଼େ ୧୨ଟା । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ସାମ୍ନା ମୁଖ୍ୟ ରାସ୍ତାରେ ୧୫ଟି ବାଇକ୍ ସହ ୨ଟି କାର ରଖାଯାଇଥିଲା । ଏକ ବାର୍ଥ ଡେ କେକ୍ ରଖି ସେଲିବ୍ରେସନ କରୁଥିଲେ ।ପୋଲିସକୁ […]

ମୋବାଇଲ୍ ଦୋକାନରୁ ୬୦ଟି ମୋବାଇଲ ଚୋରି

ଯୋଡା,୨୧/୧(ଏସଏସନିୟୁଜ) ବିଳମ୍ବିତ ରାତ୍ରିରେ ଆୟୂଷ କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ବିଲେଇ ପଦା ଫାଣ୍ଡିରେ ଅଭିଯୋଗ ହୋଇଛି ।ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଛି ।ଚୋରମାନେ ଦୋକାନରେ ଲାଗିଥିବା ସିସିଟିଭି ଡିଭିଆର ମେସିନକୁ ସାଙ୍ଗରେ ଧରି ନେଇ ପଳାଇଥିବା […]

କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ

➡️୧-ସରକାରୀ ଏବଂ ବେସରକାରୀ କର୍ମଚାରୀ ଙ୍କୁ ଭୋଟ୍ ଗ୍ରହଣ ଦିନ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଦେଲେ ନିର୍ଦ୍ଦେଶ । ➡️୨-ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେଲା ବଡ ଘୋଷଣା, ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ ହେବ କଟକଣା ଲାଗୁ। ➡️୩-ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ଯୋଗୁଁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ […]

ଟିକା ନ ନେଲେ ଖେଳି ପାରିବନି…..

୧. ଭାରତ ପୁଞ୍ଜିନିବେଶର ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍‌ର ‌ଡାଭୋସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି । ୨. ପଜିଟିଭ୍ ହାରରେ ବି ସର୍ବକାଳୀନ ଦିନିକିଆ ରେକର୍ଡ, ସୁନ୍ଦରଗଡ଼ ଜିଲ୍ଲାର ପଜିଟିଭ୍ ହାର ୫୫% । ୩. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ -ସାତ ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ପଡିଛି ପୂର୍ଣ୍ଣଚ୍ଛେଦ । ୪. ଆଗାମୀ ଇଣ୍ଡିଆନ ପ୍ରିମିୟର […]

ମୁହଁ ଫେରାଉଛି କରୋନା

୧. ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି । ୨. ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ୩. ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିକୁ ନିଜର ଦାବି କଲା ନେପାଳ, ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭାରତକୁ କଲା ଅପିଲ । ୪. ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି […]

ସେକ୍ସ ରାକେଟ ଠାବ

କଟକ, ୧୬/୧(ଏସ୍‌ଏସ୍‌ନିଉଜ) ଏକ ହୋଟେଲରେ ସେକ୍ସ ରାକେଟ ଚାଲୁଥିବାବେଳେ କମିସିନେରେଟ ପୋଲିସ ଚଢଉ କରିଛି ।କମିସିନେରେଟ ପୋଲିସର ମର୍କତନଗର ପୋଲିସ ବିଶେଷସୁତ୍ରରୁ ଖବର ପାଇଁ ସିଡିଏର ଏକ ହୋଟେଲରେ ଚଢଉ କରିଥିଲା ।ଚଢଉ ସମୟରେ ୨ ଯୁବତୀ ଉଦ୍ଧାର ହେବା ସହ ଜଣକୁ ଗିରଫ କରିଥିବାର ଜଣାପଡିଛି ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନୂଆପଡ଼ା,କଳାହାଣ୍ଡି ଜିଲ୍ଲା ଗସ୍ତ

ଭୁବନେଶ୍ୱର,୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଗୁଇନ୍ଦା ନିର୍ଦ୍ଦେଶକ, ଶ୍ରୀ ଲଳିତ ଦାସ, ଆଇଜି (ଅପରେସନ୍‌) ଶ୍ରୀ ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଶ୍ରୀ ଅନିରୁଦ୍ଧ ସିଂଙ୍କ ସମେତ ଉଭୟ ଜିଲ୍ଲାର ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟରେ ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ […]

ବିଲ୍‌ଡର ସଂସ୍ଥା ମାଲିକାଣୀ ଗିରଫ

ବାରଙ୍ଗ,୧୪/୧(ଏସ ଏସ ନିଉଜ) ଜମିରେ ମାଟି ପକାଇ ରାସ୍ତା ନିର୍ମାଣ କରିବା ଘଟଣାକୁ ନେଇ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ଜଣେ ମହିଳା ଜମି ବ୍ୟବସାୟୀ (ବିଲଡର)ଙ୍କୁ କଟକ ବାଦାମବାଡ଼ି ସ୍ଥିତ ବ୍ଲୁ ଷ୍ଟାର କାର୍ଯ୍ୟାଳୟରୁ ଗିରଫ କରି କୋର୍ଟ ଚାଲାଣ କରିଛି।ମହିଳା ଜମି ବ୍ୟବସାୟୀ ଜଣକ ହେଉଛନ୍ତି ପିଙ୍କି ପ୍ରଧାନ। ପ୍ରକାସ ଯେ, ଗତ ଡ଼ିସେମ୍ବର ୨୭ ତାରିଖ ସୋମବାର ଦିନ ମଧୁବନ ଗାଁ ମୁଣ୍ଡରେ ଥିବା ବ୍ଲୁ ଷ୍ଟାର ବିଲଡର […]

ବନ୍ଧୁକ ମୁନରେ ଲୁଟିଲେ

ବଲାଙ୍ଗୀର,୧୪/୧(ଏସଏସନିୟୁଜ)ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଡକାୟତି ହୋଇଯାଇଛି । ମୁଖାପିନ୍ଧା ୬ ଜଣ ଦୁର୍ବୁତ ବନ୍ଧୁକ,ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଅଜିତ ସାହୁଙ୍କ  ଆକ୍ରମଣ କରି ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ନେଇ ଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗପରେ ପେଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

୩୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

➡୧-ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ରୀତି ନୀତି ପାଳିତ ହେବ। ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ➡୨-ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍-ୟୁଜି’ କାଉନ୍ସେଲିଙ୍ଗ୍ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ କଲେ ଘୋଷଣା । ➡୩-ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ବେଳାଭୂମି, ଖୋର୍ଦ୍ଧା ପ୍ରସିଦ୍ଧ ଅଟ୍ରି, ମା କାଳିଜାଇ, […]