ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର
ଢେଙ୍କାନାଳ, ୧୨/୧(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଅପରାହ୍ନ ପ୍ରାୟ ୨ଟାରେ ଲୁଟେରାମାନେ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଦୁଇଟି ବୁଲେଟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଭୁଜାଲିରେ କର୍ମଚାରୀଙ୍କୁ ଆକ୍ରମଣ କରି ଲକର୍ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ସହ ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବାର ଅଭିଯୋଗ ହୋଇଛି ।ମୁଖାପିନ୍ଧା ୪ […]