ପାଇଖାନା ଘରେ ଝୁଲୁଛି କର୍ମଚାରୀଙ୍କ ମୃତଦେହ
ଚନ୍ଦ୍ରଶେଖରପୁର,୧୭/୯(ଏସ୍ଏସ୍ନିଉଜ)ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ୍ ଛକଠାରେ ଥିବା ଏକ ଘରୋଇ ପାର୍ଟି ମଣ୍ଡପର ପାଇଖାନା ଗୃହରେ ଶୁକ୍ରବାର ରାତିରେ ମଣ୍ଡପର ଜଣେ କର୍ମଚାରୀଙ୍କ ମୃତଦେହ ଝୁଲୁଛି । ମୃତକହେଉଛନ୍ତି ଯାଜପୁର ଅଂଚଳର ପ୍ରକାଶ ବଳ(୨୬) ।ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଚିବା ସହ ପାଇଖାନା ଘରକୁ ତାଲାପକାଇ ରଖିଛି ।ଅଧିକ ରାତି ହୋଇଯାଇଥିବାରୁ ଶବକୁ ଉଦ୍ଧାର କରାଯାଇପାରିନାହିଁ ।ଆସନ୍ତାକାଲି ସାଇଣ୍ଟିଫିକ ଦଳ ଆସିଲେ ଘଟଣାର ତଦନ୍ତ କରାଯିବା ସହ ବ୍ୟବଛେଦ ପାଇଁପଠାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି […]