Browsing category

ଅପରାଧ

ରାଜଧାନୀରେ ନର କଙ୍କାଳ , ହତ୍ୟା ସନ୍ଧେହ

ଭୁବନେଶ୍ୱର:୨୯/୧୧- ରାଜଧାନୀରେ ନର କଙ୍କାଳ ।ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନୋଟି ନର କଙ୍କାଳ ଗୋଟିଏ ପଲିଥିନ ଜରିରୁ ମିଳିଛି । ଯାହାକୁ ନେଇ ରାଜଧାନୀ ବାସୀ ଏବେ  ଆତଙ୍କିତ ହୋଇପଡିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ନର କଙ୍କାଳ କାହାର । ଆଉ  ଏଠିକି ଆସିଲା କେମିତି । ନା କିଏ ହତ୍ୟା କରି କଙ୍କାଳ କୁ ଆଣି ଫୋପାଡି ଚାଲିଯାଇଛି । ନା ଦୀର୍ଘ ୧୫ ଦିନ ତଳେ  ବରମୁଣ୍ଡା […]

ଏମ୍ସ ଆକାଉଣ୍ଟ ରୁ ୪ କୋଟି ହଡପ

ଭୁବନେଶ୍ବର:୨୬/୧୧-ଏମ୍ସ ଆକାଉଣ୍ଟ ରୁ ୪ କୋଟି ଟଙ୍କା ହଡପ ହୋଇଛି ।  ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା ଆସିଥିଲା। ଏହାପରେ […]

ବ୍ୟାଙ୍କ ରୁ ଟଙ୍କା ଗାୟବ

ଭୁବନେଶ୍ୱର,୨୬/୧୧- ବ୍ୟାଙ୍କରୁ ଟଙ୍କା ଗାୟବ । ସରକାରୀ ଯୋଜନାରେ ମିଳିଥିବା ଟଙ୍କା ବ୍ୟାଙ୍କ ଆକାଉଂଟ ଖାତାରେ ନାହିଁ । ନେଲା କିଏ ଯାହାକୁ ନେଇ ଉଙ୍କିମାରିଛି ପ୍ରଶ୍ନ । ୟୁକୋବ୍ୟାଙ୍କ ବାରଙ୍ଗ ଶାଖାରେ ଶୁକ୍ରବାରଦିନ ଏହିଭଳି ଘଟଣା ଘଟିଛି ଓ ଏହାର ଶିକାର ହୋଇଛନ୍ତି ଦାରୁଠେଙ୍ଗ ଜୁଝଗଡ ଗ୍ରାମର ପବିତ୍ର ପ୍ରଧାନ । ଦାରୁଠେଙ୍ଗ ଗ୍ରାମର ପବିତ୍ରପ୍ରଧାନ ନନ୍ଦନକାନନରେ ଗାଇଡ କାମ କରିବା ସହ ସମୟସୁବିଧା ଦେଖି ବିଲବାଡିକାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ୟୁକୋବ୍ୟାଙ୍କ […]

ବାଃ ବାଃ ରେ ସୁରକ୍ଷା….

ଭୁବନେଶ୍ବର:୨୫/୧୧- ଏମିତି ସୁରକ୍ଷା ଶ୍ରୀମନ୍ଦିର ! ଥରେ ନୁହେଁ କି ଦୁଇ ଥର ନୁହଁ ବାରମ୍ବାର ଭାଇରାଲ ହେଉଛି ଶ୍ରୀମନ୍ଦିର ଫଟୋ । କେତେବେଳେ ଟିକ୍ ଟକ୍ ତିଆରି କରି  ଫଟୋ ଭାଇରାଲ୍ କରୁଛନ୍ତି ତ  ଆଉ କେତେବେଳେ ସୋସିଆଲ ମିଡିଆ । ସେମିତି  ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ଏହି ଫଟୋକୁ ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଆନନ୍ଦବଜାର ବସି ଫଟୋ ଉଠାଇ ସୋସିଆଲ […]

ପ୍ରେମ ପାଇଁ ଛୁଆକୁ ଛାଡି ଛୁ ହେଲା ମା

ଭୁବନେଶ୍ବର:୨୪/୧୧-    ହଜିଯାଇଛି ମାନବିକତା। ପ୍ରେମ ପାଇଁ ଜଣେ ମା’ ତା’ର ଦୁଇ ପିଲାଙ୍କୁ ଛାଡି ଅନ୍ୟ  ପୁରୁଷ ସହ ଫେରାର ହୋଇଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ଚାଉଳିଆଗଞ୍ଜ ଅଂଚଳରେ। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଉଠିଛି। ଅନ୍ୟ ପକ୍ଷରେ ଅସହାୟ ଦୁଇଟି ପିଲା ରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରାରେ ଛଡାଯାଇଥିବା ସୁଚନା ମିଳିଛି ।

କାମ ଦେଉନି ନୂଆ ଟେକ୍ନୋଲୋଜି ! ରାଜଧାନୀରେ ବେକାବୁ ଅପରାଧୀ , ଥଳକୁଳ ପାଉନି ପୋଲିସ

ଭୁବନେଶ୍ୱର ; ୨୪/୧୧-ରାଜଧାନୀରେ ଏବେ ବେକାବୁ ଅପରାଧି । କିନ୍ତୁ ସେମାନଙ୍କ ଥଳକୁଳ ପାଉନି ପୋଲିସ ! ଅପରାଧିମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସର ଯେଉଁ ନୂଆ ଟେକ୍ନୋଲୋଜ ହୋଇଛି ତାହା କାମ କରୁନଥିବା ଦେଖିବାକୁ ମିଳୁଛି । ଫଳରେ ଅପରାଧୀମାନେ ପ୍ରତ୍ୟେକ ଦିନ ରାଜଧାନୀରେ ହତ୍ୟାକାଣ୍ଡ , ଛାନତିନ୍ , ଚୋରି ,ଅପହରଣ , ଦୁଷ୍କର୍ମ , ଗ୍ୟାକୱାକ୍ , ଭାଇଗିରି କୁ ନେଇ ତିନୋଟି ହତ୍ୟାକାଣ୍ଡ ଭଳି ଘଟଣା ଭିଆଇ ଆରାମରେ ଖସି ଅପରାଧି […]

କରତ କଳ ଉପରେ ଚଢାଉ,ମୂଲ୍ୟବାନ କାଠ ସହ ମେସିନ ଜବତ

ଭୁବନେଶ୍ବର:୨୩/୧୧-  ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ସନିବାର ସକାଳେ ୨ ଟି ସ୍ଥାନରେ ଚଢଉ କରିଛି ବନ ବିଭାଗ । ଘଟଣା ଘଟିଛି ନିଆଳି ଅଞ୍ଚଳରେ ।   ନିଆଳି ରତନପୁର ଓ ବିନୀତପୁରରେ ଥିବା କରତକଳ ଉପରେ  , ସିଟି ଡି ଏଫ ଓ ଅଶୋକ ମିଶ୍ର ଙ୍କ ନିର୍ଦେଶରେ ଏସିଏଫ ପ୍ରଶାନ୍ତ କୁମାରପଣ୍ଡା ଙ୍କ ଶହ 3 ଏସିଏଫ ,4ଟି ଡିଭିଜନର ରେଞ୍ଜର କର୍ମଚାରି ,  ପୋଲିସ  ଓ କଟକ ଭିଜିଲାନ୍ସର […]

କଟକ ରେ ଫୁଟିଲା ବୋମା

ଭୁବନେଶ୍ବର:୨୨/୧୧- କଥାରେ ଅଛି ଭାଇ ମଲେ ଭାଇ କାନ୍ଧରେ ଯାଏ । କିନ୍ତୁ ବର୍ତ୍ତମାନ ସମୟରେ ତାହା ଓଲଟା ଦେଖିବାକୁ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଦରଘା ବଜାର ଥାନା ଅଞ୍ଚଳରେ ।  ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଜମି ବିବାଦକୁ ନେଇ ବୋମା ମାଡ ହୋଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସମୟରେ  ବାଇକରେ ଆସି ଘର ଉପରକୁ ଦୁର୍ବୃତ୍ତମାନେ ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି। ଦୁଇ ଭାଇଙ୍କ ମଧ୍ୟରେ […]

ଭିଜିଲାନ୍ସ କବ୍ ଜା ରେ ଇଲେକ୍ଟ୍ରି ଜେଇ

ଭୁବନେଶ୍ବର:୨୨/୧୧-   ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର । କେମିତି ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ଯେମିତି  ଅଫିସରଙ୍କ ମୁହଁରେ ପାଣି ଆସିଯାଉଛି । ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସରକାରୀ ଚାକିରିଆ ବାବୁ ମାନେ କିଛି ଟଙ୍କା ପାଇଁ ବିକ୍ରି ହେଇଯାଉଛନ୍ତି । ଉପୁରି କମେଇକୁ ଅନାଇ ବସିଛନ୍ତି ଏମାନେ। କଥାରେ ଅଛି  ଚୋର ଘର ସବୁବେଳେ ଅନ୍ଧାର ନଥାଏ।ଦିନେ ନା ଦିନେ ଆଲୁଅ ଆସେ ।ସେମିତି […]

କଟକ ରେ ଲଜ୍ଜ୍ୟା

ଭୁବନେଶ୍ବର:୨୨/୧୧-କଟକ ପୁଣି ଲଜ୍ଜ୍ୟା ! ଯାତ୍ରା ଦେଖିବାକୁ ଆସିଥିବା ବେଳେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଘଟଣା ଘଟିଛି କଟକ ନେମାଳ ଅଞ୍ଚଳରେ । ଗାଁ ନିକଟରେ ଯାତ୍ରା ହେଉଥିବା ବେଳେ ନାବାଳିକାଟି ଦେଖିବାକୁ ଆସିଥିଲା ।  ଦୁର୍ବୁତ୍ତ ତାଙ୍କୁ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ନାବାଳିକା ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରିରଖିଥିବା ସୂଚନା ମିଳିଛି ।