Browsing category

ଅପରାଧ

କୁକୁର ଉପରେ ଗାଡି ଚଢାଇ ଡ୍ରାଇଭର ଗିରଫ

ଭୁବନେଶ୍ବର:୧୮/୧୧- ରାସ୍ତାରେ  ଶୋଇଥିବା କୁକୁର ଉପରେ ଗାଡି ଚଢାଇ ମାରିଥିବା ଅଭିଯୋଗରେ ଡ୍ରାଇଭରକୁ ଗିରଫ କରିଛି କମିସନବରଟ୍ ପୋଲିସ । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖର ଥାନା ଶୌଳଶ୍ରୀ ବିହାର ଅଞ୍ଚଳରେ । ପ୍ରକାଶ ଯେ , ଗତକାଲି ରାତିରେ  କାହ୍ନୁ ଚରଣ ଗିରି ନାମକ ଓଲା ଡ୍ରାଇଭର  ଗାଡି ନେଇ ଆସୁଥିବା ବେଳେ ଶୌଳଶ୍ରୀ ବିହାର ଅଞ୍ଚଳର ରାସ୍ତା କଡରେ ଶୋଇଥିବା ୪ଟି କୁକୁର ଛୁଆ ଉପରେ ଗାଡି ଚଢାଇ ମାରିଦେଇଥିଲା । ଏ ନେଇ […]

ଡେରାଶ ରେ ଗୁଣ୍ଡାରାଜ୍ , କିଏ ଦେଉଛି ପ୍ରୋତ୍ସାହନ

ଭୁବନେଶ୍ୱର;୧୬/୧୧- ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରା ଡେରାସ ।ବିଭିନ୍ନ ସମୟରେ  ଏହି ପ୍ରାକୃତିକ ଭରା  ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ   ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ ଏହି ଡେରାସରେ ସ୍ଥାନୀୟ ଲୋକଙ୍କ ଗୁଣ୍ଡାରାଜ ଚାଲିଛି । ଅବାଦରେ ଡେରାସ ଡ୍ୟାମ୍ ଭିତରକୁ ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକ୍ରମଣ କରିବାର ନଜିର୍ ରହିଛି । ଯାହାର ଏକ ଦୃଷ୍ଟାନ୍ତ ମୁଳକ ଉଦାହରଣ ଶୁକ୍ରବାର ଦିନ ଦେଖିବାକୁ ମିଳିଛି । ପ୍ରକାସ ଯେ […]

ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ

ଭୁବନେଶ୍ୱର:୧୫/୧୧-  ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି  ।ସୂଚନା ଯୋଗ୍ୟ ଯେ , ହରେକୃଷ୍ଣ  ଏକାମ୍ର ହାଟ ନିକଟରେ ଥିବା ତାଙ୍କ  ବନ୍ଧୁଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ତାଙ୍କୁ ଆକ୍ରମଣ କରିଥିଲେ। ହରେକୃଷ୍ଣଙ୍କୁ ନିଧୁର୍ମ୍‌ ମାଡ ମାରିବା ସହ ତାଙ୍କ ବନ୍ଧୁଙ୍କ କାର୍ଯ୍ୟାଳୟରେ ମଧ୍ୟ […]

ପୁଣି ଗିରଫ ହେଲେ ରାଜା

ଭୁବନେଶ୍ୱର:୧୩/୧୧- ପୁଣି ଥରେ ଗିରଫ ହେଲେ  ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ।କୋର୍ଟଙ୍କ ସର୍ତ୍ତ ଖିଲାପ ପରେ ଗ୍ୟାଙ୍ଗଷ୍ଟର ରାଜାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏକ ପୁରୁଣା ୱାରେଣ୍ଟ ବଳରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ବୁଧବାର ଦିନ ତାଙ୍କ ବାସଭବନରୁ  କଟକର ମାଲଗୋଦାମ ଥାନା ପୁଲିସ ଗିରଫ କରିଥିବା ସୁଚନା ମିଳିଛି।

ହାଇଓା ନେଲା ମୁରଲି ଜୀବନ

ଭୁବନେଶ୍ୱର,୧୩/୧୧-କାର୍ତିକେଶ୍ୱର ପୁଜା ଦେଖି ଘରକୁ ଫେରିପାରିଲେ ନାହିଁ ମୁରଲି । ଅଧାବାଟରେ ଚାଲିଗଲା ଜୀବନ । ଏକ ଅଜଣା ହାଇଓା ଧକ୍କାରେ ତାଙ୍କର ମୃତ୍ୟୁ ଘଟିଲା । ଯାହାକୁନେଇ ଉତେଜନା ଦେଖାଦେଇଥିଲା । କୃଷ୍ନଚନ୍ଦ୍ରପୁର ଗ୍ରାମ ବାରିକସାହିର ମୁରଲିଧର ପାଳ ମଙ୍ଗଳବାର ରାତି ସାଢେଏଗାରଟା ପାଖାପାଖି ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତିକେଶ୍ୱରପୁଜା ଦେଖି ଘରକୁ ଫେରୁଥିଲେ । ତ୍ରିଶୁଳିଆ ଟ୍ରାଫିକଛକ ପାଖରେ ରାସ୍ତା ପାର ହେଉଥିବା ସମୟରେ ଏକ ବାଲିବୋଝେଇ ଦ୍ରୁତଗାମୀ ହାଇଓା ତାଙ୍କୁ ଧକ୍କା ଦେଇ […]