Browsing category

ଅପରାଧ

ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ

୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ । ୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍‌ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ । ୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା । ୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ […]

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୭/୧( ଏସ ଏସ ନିୟୁଜ)ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଆୟ   ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଦ କରିଥିବା ବେଳେ ଅଫିସ  ସହ ୩ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ;।ଯନ୍ତ୍ରୀଙ୍କ ଖଣ୍ଡଗିରିସ୍ଥିତ ହାଉସିଂବୋର୍ଡ କଲୋନୀ ଘରେ ଓ  କାକଟପୁର ନିକଟ ଶ୍ରୀଚନ୍ଦନପୁର ଗାଁର ପୈତୃକ ଘରେ ରେଡ୍ କରାଯାଇଥିବାର ଜଣାପଡିଛି।

ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା,୧୫ଟି ମାମଲା ରୁଜୁ

ନୂଆଦିଲ୍ଲୀ ୨୭/୦୧(ସତ୍ୟସନ୍ଧାନ ଡେସ୍କ) ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ ପର‌୍ୟ୍ୟନ୍ତ ୧୫ଟି ଏତଲା ରୁଜୁ କରାଯାଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୧୫ […]

ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ

୧-ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ୨-ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍ । ୩-ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ ଶିଳ୍ପୀ ସୁଦର୍ଶନ ସାହୁ […]

ଚିଡିଲେ ଦିଦି

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର […]

ବୋହୂକୁ ଦୁଷ୍କର୍ମ ଅଭିଯୋଗରେ ଶ୍ୱଶୁର ଅଟକ

ମାହାଙ୍ଗା,୨୩/୧(ଏସଏସନିୟୁଜ)କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ମହିଳାଙ୍କ କୌଣସି ସନ୍ତାନ ସନ୍ତତି ନଥିବାରୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ।ତେବେ ପୀଡିତା ଏ ନେଇ ପୁତ୍ରବଧୁ ,ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଥାନାରେ କରିବାପରେ ପୁଲିସ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାସ ଯେ, ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ […]

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]

ପୁଣି କଳାପଲସର ଆତଙ୍କ , ମହିଳାଙ୍କଠୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୨-୧(ଏସ୍‌ଏସ୍‌ଏନ୍‌) ପ୍ରାତଃ ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ଦିନ ଲୁଟ୍‍ର ଶୀକାର ହେଉଛନ୍ତି । ଏହା ଏକ ନୀତିଦିିନିଆ ଘଟଣାରେ ପରିଣତ ହୋଇଗଲାଣି । ଅପରାଧୀମାନେ ଆଖି ପିଛୁଳାକେ ସୁନା ଚେନ ଝାମ୍ପି ନେବା ସହ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହିଭଳି ଘଟଣା ପ୍ରତ୍ୟେକ ଦିନ ରାଜଧାନୀର ଅନେକ ଥାନା ଅଞ୍ଚଳରେ ଘଟିଛି ଏବେ ବି ଘଟୁଛି । ଏହିଭଳି ଜଣେ ମହିଳା ପୁଣି ଲୁଟ୍‍ର ଶୀକାର ହୋଇଛନ୍ତି । ଲୁଟ୍‍ର ଶୀକାର […]

୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ । ୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ । ୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ । ୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି […]