Browsing category

ଅପରାଧ

ଫେସ୍‌ବୁକ ସାଙ୍ଗ ଲୁଟିଲେ କ୍ୟାମେରା ,ମିଳିଲା ୨୦ଚୋରା ମୋବାଇଲ

ଚନ୍ଦକା,୩/୫(ଏସଏସନିୟୁଜ) ଆରମ୍ଭ ହୋଇଥିଲା ଫେସବୁକରୁ ସାଙ୍ଗ ।ତାପରେ ବଢିଥିଲା ଭାବ ।ଏହାପରେ ଏକାଠିହୋଇ ମଜ୍ଜା ଉଠାଇବାକୁ ନିଷ୍ପତି ନେଲେ ।ଦିନଧାର୍ଯ୍ୟ ହୋଇ ମାର୍ଚ୍ଚ୨୧ତାରିଖରେ ଚନ୍ଦକାଥାନା ଅର୍ନ୍ତଗତ ଝୁମକାଠାରେ ଏକାଠିହୋଇଥିଲେ ଚାରିସାଙ୍ଗ ।ଫଟୋ ଉଠାଇ ବେଶ ମଜ୍ଜା ନେବାବେଳେ କୈାଶଲକ୍ରମେ ଡିଏସଏଲଆର କ୍ୟାମେରା ନେଇ ଫେସବୁକ ସାଙ୍ଗ ଫେରାର ହୋଇଯାଇଥିବା ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ମୋବାଇଲଟ୍ରେସ କରି ଫେସବୁକସାଙ୍ଗକୁ ରବିବାରରାତିରେ ଧରିବାବେଳେ ଗଲେ ମୋବାଇଲଚୋରଗ୍ୟାଙ୍ଗରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲା ।ରାଜଧାନୀର ଏକ ବସ୍ତୀରୁ ଜଣେ […]

ନା ତାମିଲନାଡୁ ନା କେରଳ ମିଳିଲା

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା । ୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ । ୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .। ୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । […]

ଥରିଲା ଆସାମ

୧-ଆଜି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୨-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ । ୩–ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି । ୪-ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

ବାରଙ୍ଗରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ

ବାରଙ୍ଗ୨୯/୪(ଏସଏସନିୟୁଜ)କମିଶନରେଟ ପୋଲିସର ୱାଣ୍ଟେଡ ଥିବା ଦୁର୍ଦାନ୍ତ ଅପରାଧୀ ଶେଖ୍ ବାବୁ କୁ ବାରଙ୍ଗ ନିକଟରେ ପୋଲିସ ଏନକାଉଣ୍ଟର କରିଛି।ଏଥିରେ ବାବୁ ର ବାମ ଗୋଡ଼ରେ ଗୁଳି ବାଜିଛି।ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଶେଖ୍ ବାବୁ ଗ୍ୟାଙ୍ଗଷ୍ଟର ସକିଲ ର ଡାହାଣ ହାତ ଥିବା ପୋଲିସ ସୂଚନା ଦେଇଛି।ପୂର୍ବରୁ ବାବୁ ନାମରେ କଟକର ବିଭିନ୍ନ ଥାନା ରେ ୨୧ ଟି ଅପରାଧିକ ମାମଲା ରୁଜୁ ହୋଇଛି।ତେବେ ଆଜି […]

ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ । ୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ । ୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ । ୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା […]

କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କଟକଣା । ସରକାରଙ୍କଦ୍ୱାରା ଜାରିହୋଇଥିବା କୋଭିଡ ନୀୟମ ସହ ନାଇଟ୍ କର୍ଫ୍ୟୁ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।ନୀୟମ ଖିଲାପକରି ପୋଲିସ ହାତରେ ଧରାପଡିଲେ ପୋଲିସ ଫାଇନ କାଟିବ ।କ୍ରିମିନାଲଙ୍କୁ ଧରିବା ପୋଲିସର କାମ ହୋଇଥିବାବେଳେ ଏବେ ଅମାନିଆମାନଙ୍କୁ ଧରି ଫାଇନ କାଟିବା ଘଟଣା ପୋଲିସଙ୍କୁ ବହୁତ ଦୁଃଖ ଦେଉଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । […]

ଧରାହେଲେ ୩ଯୁବକ,ଜବତହେଲା ଗୁଳିଭର୍ତ୍ତି ପିସ୍ତଲ

କଟକ୨୮/୪(ଏସଏସନିୟୁଜ) ଜଗତପୁର ଥାନାପୋଲିସ ମଙ୍ଗଳବାର ଅପରାହ୍ନରେ ବାରବାଡିଆ କେନାଲ ବନ୍ଧରୁ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ , ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ନାଇନ୍ ଏମ୍ ଏମ୍ ପିସ୍ତଲ ଜବତ କରି ଏକ ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି । ମଙ୍ଗଳବାର ଅପରାହ୍ନରେ ତିନି ଜଣ ଅସାମାଜିକ ଯୁବକ, ବାରବାଡିଆ କେନାଲ ବନ୍ଧ ଉପରେ ପିସ୍ତଲ ଧରି ବୁଲୁଥିବାର କୈାଣସିସୁତ୍ରୁ ଖବରପାଇ ପାଗା ଫାଣ୍ଡି ପୋଲିସ ଜଗତପୁର ଥାନାର […]

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

ବଦଳିଲା ଭାଗ୍ୟ

୧-କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍ ଦାୟୀ ନୁହନ୍ତି ।-ବମ୍ବେ ହାଇକୋର୍ଟ ୨-ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ । ୩-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ । ୪-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ ୫-ଓସ୍କାର ୨୦୨୧: […]