ଭୁବନେଶ୍ୱରରେ ଶିଶୁପୁତ୍ର ବିକ୍ରି

ଭୁବନେଶ୍ୱର, ୧୬/୫(ଏସଏସନିୟୁଜ) ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ବର୍ଷକର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବାନେଇ ଶିଶୁର ମାଆ ନୟାପଲ୍ଲୀଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇବାପରେ ପୋଲିସ ଶିଶୁପୁତ୍ରକୁ ୫୦ହଜାର ଟଙ୍କାରେ କିଣିଥିବା ନୟାଗଡରୁ ଶ୍ରୀନିବାସ ଜେନାକୁ ଗିରଫ କରିଛି ।ତେବେ ଏହିଘଟନାରେ ଶିଶୁପୁତ୍ରର ବାପା ତପନ ପଲେଇ ଫେରାର ହୋଇଯାଇଥିବାର ଜଣାପଡିଛିା ଶିଶୁପୁତ୍ରକୁ ଉଦ୍ଧାର କରିପାଲେିସ ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରିଛି ।

Comments (0)
Add Comment