Browsing category

ଅପରାଧ

ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି

୧-ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ୨-ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ୩-ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ । ୪-ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର […]

ଅବକାରୀ ବିଭାଗ ଦ୍ଵାରା ୫୦ କିଲୋ ଗଞ୍ଜେଇ ଜବତ,ଗାଡ଼ି ସମେତ ୩ ଗିରଫ

ବାରଙ୍ଗ୭/୪ (ଏସଏସନିୟୁଜ) ରାଜ୍ୟରେ ଏବେ ଚୋରା ଗଞ୍ଜେଇ ଚାଲାଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।ଗୋଟିଏ ପଟେ ଚୋରା ଚାଲାଣ ବୃଦ୍ଧି ପାଉଥିଲା ବେଳେ ଅନେକ ଗିରଫ ମଧ୍ୟ ହେଉଛନ୍ତି।ସେହିପରି ବୁଧବାର ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଚଢ଼ାଉ କରି ୫୦ କିଲୋ ଗଞ୍ଜେଇ ଜବତ […]

ନକଲିପୋଲିସକୁ ଧରିଲା ଅସଲି ପୋଲିସ

ଭୁବନେଶ୍ୱର,୭/୪(ଏସ୍‌ଏସ୍‌ନିୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲିପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତିଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁଗିରଫ କରିଥିବା ବେଳେ ଅନ୍ୟ ତିନିଜଣଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନାପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚିରହିଥିବା […]

ମଦବେପାରିକୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ …

ବାରଙ୍ଗ,୭/୪(ଏସ୍‌ଏସ୍‌ନିୟୁଜ)ମଦ ବେପାରି କୁ ଗାଁ ଦାଣ୍ଡ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ପରେ ଗାଁବୁଲାଇ ମହିଳାମାନେ ଥାନା ର ଜିମା ଦେଲେ । ଏଭଳି ଘଟଣା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଫାଣ୍ଡି ଅଧୀନସ୍ଥ ପାଣିଓରା ଗ୍ରାମରେ ଦିର୍ଘଦିନଧରି ନିର୍ବିଘ୍ନରେ ଦେଶୀମଦ ବିକ୍ରି ଚାଲୁଥିଲା । ଗ୍ରାମବାସୀମାନେ ଫାଣ୍ଡିରେ କହିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିଲା ।ମଦବେପାରୀକୁ ପାନେଦେବାକୁ ଗ୍ରାମର ମହିଳାମାନେ ଏକାଠି ହେଲେ ।ବୁଧବାରଦିନ […]

କାୟା ମେଲାଉଛି କରୋନା

୧. ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ୨. ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ […]

୧୨୫ କିଲୋ ଗଞ୍ଜେଇ ଜବତ,୨ ଗିରଫ

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) କଟକ ଜିଲ୍ଲ ବାରଙ୍ଗ ବ୍ଲକ୍ ତ୍ରିଶୁଳିଆ ଛକ ନିକଟରେ ଆଜି କଟକ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ୧୨୫ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଦୁଇ ଜଣ ହେଉଛନ୍ତି ବିହାର ଅଞ୍ଚଳର ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର।ସେମାନଙ୍କଠାରୁ ଏପି ୦୩ ଏଏକ୍ସ ୯୪୧୪ ନମ୍ୱର ବିଶିଷ୍ଟ ଏକ ଟାଟା ସୁମୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାଢ଼େ ଛ ଲକ୍ଷ୍ୟ […]

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

ବାରଙ୍ଗ,୬/୪(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ଅଧିନସ୍ଥ କାଳୁଆଶୁଣି ମନ୍ଦିର ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ଶୋଚନୀୟ ମୃତ୍ୟ ଘଟିଛି।ସୂଚନା ମୁତାବକ ନାବାଳକ ଜଣକ ରାତି ୯ ଘଟିକା ସମୟରେ ନିକଟସ୍ଥ କାଳୁଆଶୁଣି ମନ୍ଦିରରୁ ପୂଜା ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ।ଧକ୍କା ଦେଇଥିବା ବାଇକ ଚାଳକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ସୂଚନା […]

ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) ଯୋଗଦେଇଥିଲେ ୨ମାସ ତଳେ ।କିନ୍ତୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ।ବାରଙ୍ଗ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀ ବୋଲାଉଥିବା ସୁକାନ୍ତ ମୁଦୁଲିନାମକ ବ୍ୟକ୍ତଙ୍କଠାରୁ ।୧ଲକ୍ଷ୭ହାଜରେ ଟଙ୍କା ନେଇ ଯାଉଥିବାବେଳେ କଟକଭିଜିଲାନ୍ସ ହାତରେ ଧରାପଡିଥିଲେ ।ନେଉଥିବା ଟଙ୍କାର ସଠିକ ହିସାବ ଦେଖାଇପାରିନଥିବାରୁ ଉକ୍ତଟଙ୍କାକୁ ଭିଜିଲାନ୍ସ ଜବତ କରିଥିୃଲେ । ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀଙ୍କଠାରୁ ୧ଲକ୍ଷ୭ହାଜରେ ଟଙ୍କା ନେଇ ତାଙ୍କ ଗାଡିଯୋଗେ ଘର ଅଭିମୁଖେ ଫେରୁଥିଲେ ।ଏହିସମୟରେ କଟକ […]

ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ,୨ମୃତ

ବଡ଼ମ୍ବା,୬/୪(ଏସଏସନିୟୁଜ)ଏକ ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଗାଁ ମଧ୍ୟରେ ବୋମାମାଡ଼, ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଦୁଇଜଣ ମୃତ ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ଗ୍ରାମରେ ଉତେଜନା ଲାଗିରହିଛି ।ଆହତମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାସ ଯେ, ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଧିନସ୍ଥ କୁଆଁରପାଳ ପଞ୍ଚାୟତର ବୁଢ଼ାପଙ୍କ ଓ ଭାଗବତପୁର ଗ୍ରାମ ମଧ୍ୟରେ ସରକାର ଜମିକୁ କେନ୍ଦ୍ର କରି ଦୀର୍ଘ ପାଞ୍ଚ ବର୍ଷ […]

ଥାନା ଭିତରେ ନାଗିନ୍ ଡ୍ୟାନ୍ସ

ଯାଜପୁର,୬/୪(ଏସଏସ ନିୟୁଜ) ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଝୁମ୍ପୁରି ବିଟ୍ ହାଉସ୍‌ର ଜଣେ ପୋଲିସ୍ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହା ପୋଲିସ୍ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଏବେ କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି । ସୂଚନାନୁସାରେ, ଏସ୍‌ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି […]