Browsing category

ଅପରାଧ

ପୂର୍ବ ଶ୍ତୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା  ସନ୍ଦେହ 

ସାକ୍ଷୀଗୋପାଳ,୩୧/୩(ଏସଏସନିୟୁଜ) ଆଜି ସକାଳେ ଦାସବିଦ୍ୟାଧରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକର ମୃତଶରୀରକୁ ପୋଲିସ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଡିହପୁରୁ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ(୪୪) ।ତାଙ୍କୁ କେହି ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଛୁରୀରେ ଭୁଷି ହତ୍ୟା କରିଥିବାର ପୋଲିସ ସନ୍ଦେହ କରିଛି । କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ରାଧାମଣି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସନଂ୧୩୮/୨୧ରେ ଏକ ମକଦ୍ଦମାରୁଜୁକରିଛି […]

ଅଧା ଓଡ଼ିଶା କଲବଲ

୧-ଅଧା ଓଡ଼ିଶା କଲବଲ,୧୬ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ,ସାଂଘାତିକ ହେବ ଆଉ ୪୮ ଘଣ୍ଟା । ପୁରା ରାଜ୍ୟପାଇଁ ହିଟୱେଭ୍ ସତର୍କତା । ୨-ଏପ୍ରିଲ ୧ରୁ ୪୫ରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ: ଆଗ ଧାଡିର କର୍ମଚାରୀ ଓ ହାଇରିସ୍କ ଗ୍ରୁପର ଲୋକଙ୍କୁ ପ୍ରାଥମିକତା । ୩-ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪-୫ ଓଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା, ଆଉ ୩୪ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି […]

ଡକାୟତି କରିବାକୁ ଯୋଜନା ବେଳେ ପୋଲିସ ହାତରେ ଧରାପଡିଲେ

ଡେଲାଙ୍ଗ,୩୦/୩(ଏସଏସନିୟୁଜ) ବ୍ୟାଙ୍କଡକାୟତି କରିବାକୁ ଯୋଜନାକରୁଥିବାବେଳେ ଡକାୟତମାନଙ୍କୁ ଡେଲାଙ୍ଗ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ । ୫ଟି ଅଫୁଟା ବୋମା, ବିଭିନ୍ନ ହାତ ହତିଆର ସହିତ ୪ଟି ଚୋରା ମଟର ସାଇକେଲ ପୋଲିସ ଜବତ କରିଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ହରିପୁର ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମବ୍ୟାଙ୍କରୁ ଡକାୟତି କରିବା ପାଇଁ ପ୍ରସ୍ତୁତ ବେଳେ ପୋଲିସ ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡା ଗ୍ରାମର ଅଭୟ କୁମାର […]

ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ

୧-କରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୨-ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ । […]

ନିଲମ୍ବିତ ହେଲେ ଶରତ ଥାନା ଓଆଇସି

ମୟୂରଭଞ୍ଜ,୨୯/୩(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲାର ଶରତ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ରେନା ବାକ୍ସଲଙ୍କୁ ଅସଦାଚରଣ ଏବଂ କର୍ତ୍ତବ୍ୟ ଅବମାନନା ଅଭିଯୋଗରେ ଜିଲ୍ଲା ଏସପି ମାର୍ଚ୍ଚ ୨୮ ରେ ନିଲମ୍ବିତ କରିଛନ୍ତି। ରବିବାର ଦିନ ସକାଳେ ସରାଟ ପୋଲିସ ଷ୍ଟେସନ ଅଞ୍ଚଳରେ ହେଲମେଟ ଯାଞ୍ଚ ଚାଲିଥି ବାବେଳେଗୁରୁବାରୀ ବିରୁଲି ନାମକ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ବିକ୍ରମ ବିରୁଲିଙ୍କ ସହ ମୋଟରସାଇକେଲରେ ନୋଟା ପଞ୍ଚାୟତରୁ ଉଦଲା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଉଥିଲେ।ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ […]

ପାରାଦୀପରେ କରୋନା ବିସ୍ଫୋରଣ

➡️୧-ଆଜି ଫଗୁ ଓ ରଙ୍ଗ ସହିତ ଆନନ୍ଦ ଉଲ୍ଲାସର ହୋଲି ପର୍ବ, ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ । ➡️୨-ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୨୦୨୧ର ଦେଶରେ ୧୦୦ ଜଣ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ। ➡️୩-ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : କାଳବୈଶାଖୀ ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ➡️୪-ଭାରତ […]

ଡାହାଣୀ ସାଜିଲା ମା , ୩ଛୁଆକୁ ବିଷ ଦେଇ ନିଜେ ପିଇଲା ବିଷ

ଚନ୍ଦକା-୨୮/୩(ଏସଏସଏନ୍)  ଡାହାଣୀ ସାଜିଲା ମା । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଘଟିଛି । ନିଜର ଛୁଆକୁ ବିଷ ଦେଇ ମାରିଦେଇଛି । ଘଟଣା ଜଣାପଡେ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଇ ଗାଁ ର ଜାନକୀ ଗାଗାରେଇ ନାମକ ଜଣେ ବିଧବା ମହିଳା ତାର ୩ ଛୁଆ ଓ ଦିଅର ସହ ରହୁଥିଲେ । ଆଜି ସକାଳେ ଦିଅର କାମକୁ ଯାଇଥିବା ବେଳେ ଜାନକୀ ୩ ଛୁଆଙ୍କୁ ବିଷ ଦେଇ ନିଜେ  ଆତ୍ମହତ୍ଯା ଉଦ୍ୟମ କରିଥିବା […]

ହତ୍ୟାଧମକ ଦେଇ ବାପ ପୁଅ ହେଲେ ଗିରଫ

ଡେଲାଙ୍ଗ,୨୭/୩(ଏସ୍‌ଏସ୍ ନିୟୁଜ) ବାବା ବାଲୁଙ୍କେଶ୍ୱର ଦେବଙ୍କ ଭୋଗ ଖିଆ କୁ ନେଇ ହାକପଡା ଗ୍ରାମରେ ଉତେଜନା ଦେଖାଦେଇଥିଲା । ଏହି ଗ୍ରାମର ପ୍ରତାପ ସ୍ୱାଇଁ ନାମକ ବ୍ୟକ୍ତି ଠାକୁରଙ୍କ ଭୋଗଖିଆକୁ ବିରୋଧ କରିଥିବାବେଳେ କବିରାଜ ସ୍ୱାଇଁ ଏହାର ପ୍ରତିରୋଧ କରିଥିଲେ ।ଏଥିରେ ଉତକ୍ଷିପ୍ତହୋଇ ପ୍ରତାପ ସ୍ୱାଇଁ ଓ ତାଙ୍କ ପୁଅ ଜ୍ଞାନରଞ୍ଜନ ସ୍ୱାଇଁ ଗାଳିମନ୍ଦ କରିବା ସହ କବିରାଜ କୁ ହତ୍ୟା କରିବା ପାଇଁ ଧମକ ଦେଇଥିବାର ସେ ଡେଲାଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ । […]

ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା

୧-ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨-ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ । ୩-ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍‌, ଏବେ ପରିଚାଳନା ଭାର ସମ୍ଭାଳିବ ଜିନ୍ଦଲ୍ । ୪-ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ନିହତ, ୫୦ରୁ ଅଧିକ ଆହତ । ୫-ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା […]

ରାତି ପାହିଲେ ଭୋଟ

?ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ । ?ଆଜି ଖେଳାଯିବ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍, ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍ ପଡ଼ିବ। ସେହିଭଳି ମ୍ୟାଚ୍ ୧.୩୦ ରେ ଆରମ୍ଭ ହେବ। ?ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ […]