Browsing category

ଅପରାଧ

ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ,୨ମୃତ

ବଡ଼ମ୍ବା,୬/୪(ଏସଏସନିୟୁଜ)ଏକ ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଗାଁ ମଧ୍ୟରେ ବୋମାମାଡ଼, ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଦୁଇଜଣ ମୃତ ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ଗ୍ରାମରେ ଉତେଜନା ଲାଗିରହିଛି ।ଆହତମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାସ ଯେ, ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଧିନସ୍ଥ କୁଆଁରପାଳ ପଞ୍ଚାୟତର ବୁଢ଼ାପଙ୍କ ଓ ଭାଗବତପୁର ଗ୍ରାମ ମଧ୍ୟରେ ସରକାର ଜମିକୁ କେନ୍ଦ୍ର କରି ଦୀର୍ଘ ପାଞ୍ଚ ବର୍ଷ […]

ଥାନା ଭିତରେ ନାଗିନ୍ ଡ୍ୟାନ୍ସ

ଯାଜପୁର,୬/୪(ଏସଏସ ନିୟୁଜ) ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଝୁମ୍ପୁରି ବିଟ୍ ହାଉସ୍‌ର ଜଣେ ପୋଲିସ୍ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହା ପୋଲିସ୍ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଏବେ କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି । ସୂଚନାନୁସାରେ, ଏସ୍‌ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି […]

ରାୟଗଡାର ମା ମଝି ଘରିଆଣି ଓ କେନ୍ଦୁଝରର ଘଟଗାଁ ମନ୍ଦିରରେ ଲାଗିଲା କଟକଣା

୧-ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ । ୨-ଓଡ଼ିଶା ସୀମାକୁ ବିପଦ, ସୀମାରେ ଆଲର୍ଟ, ଡିଜିଙ୍କ ସମୀକ୍ଷା । ୩-୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି । ୪-ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସମାପ୍ତ, କରୋନା ଉପରେ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦେଲେ ୫ ସୂତ୍ରୀୟ ଯୋଜନା ୫-ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ […]

ପରିସ୍ଥିତି ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଆଜି ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରି ବା ସହ ଛନ୍ତି ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ […]

ଲୁଟିଲେ ଟଙ୍କା ,ଦେଲେ ପାର୍ସଲ ଫଟୋ

ଚୈାଦ୍ୱାର,୩/୪(ଏସ୍‌ଏସ୍‌ନିୟୁଜ) ପ୍ରଲୋଭନରେ ପଡି ଠକାମିର ଶିକାର ହେଲେ ଯୁବକ । ପାଠଶାଠ ପଢି ଫଟୋଗ୍ରାଫି କୁ ପେଶା ଓ ନିଶା କରି ନିଜ ଗୁଜରାଣ ମେଂଟାଉଥିବା ଯୁବକ ହେଉଛନ୍ତି ଚୈାଦ୍ୱାର କୟଳପଡା ଗ୍ରାମର ଦେବେନ୍ଦ୍ରସ୍ୱାଇଁ(୨୬) । ସେ ଏକ ବିଜ୍ଞାପନକୁ ଆଧାର କରି ଓଏଲଏକ୍ସରେ ଏକ ପୁରୁଣା କ୍ୟାମେରା କିଣିବା ପାଇଁ ଯୋଗଯୋଗ କରିଥିଲେ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଙ୍କ ସହ କଥା ହୋଇ କ୍ୟାମେରାର ମୁଲ୍ୟ ୨୪ହଜାରେ ଟଙ୍କା ଛିଣ୍ଡାଇଥିଲେ । ଏହାପରେ ଅଗ୍ରିମ […]

ବନବିଭାଗର ପାରିବାପଣିଆକୁ ନେଇ ଉଠିଲା ପ୍ରଶ୍ନ

୧-୨ ଦିନରେ ୪ ଡିଗ୍ରି ଖସିବ ପାରଦ; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ୨-ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’ । ୩-ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ ୪-କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ । ୫-କଟକ […]

ଭାଉଜର ଗଳା କାଟିଲା ଦିଅର

କଟକ,୨/୪(ଏସଏସନିୟୁଜ) ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ର କାରଣ ଥାଇପାରେ ବୋଲି କୁହାଯାଉଛି । ଏହାକୁ କେନ୍ରକରି ଭାଉଜର ଗଳା କାଟିଛି ଦିଅର । ଘଟଣାର ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ଛାନଭିନ୍ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯାଇଛି […]

ଜବତ ହେଲା ଚିତାବାଘ ଛାଲ ,ଜାରିହେଲା ହେଲ୍ପଲାଇନ ନମ୍ବର

ବୋଲାଗଡ,୨/୪(ଏସ୍‌ଏସ୍‌ନିୟୁଜ) ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇ ଏସଟିଏଫ୍ ଟିମ୍ ଗୁରୁବାର ରାତିରେ ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ  ଚଢାଉ କରି ବିକ୍ରିକରିବାକୁ ଗ୍ରାହକକୁ ଅପେକ୍ଷା କରିରହିଥିବା ଚିତାବାଘର  ଛାଲ  ସହ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛନ୍ତି ।ଏହାସହ ଦୁଇଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।ସେମାନେ ହେଲେ ନୟାଗଡ଼ ଜିଲ୍ଲାର ସୁଧୀରା ବେହେରା ଓ ସୁବାଷ ଚନ୍ଦ୍ର ବେହେରା ।ଏସଟିଏଫ ଥାନାକେଶନଂ ୧୧/୨୧ ରେ ଏକ ମକଦ୍ଦମା ରୁଜୁକରାଯାଇଛି ।ଜବତ ହୋଇଥିବା ଚିତାବାଘ ଚର୍ମ କୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ […]

ମହାରାଷ୍ଟ୍ରରେ ବେକାବୁ କରୋନା

୧-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିବେ ଉପରାଷ୍ଟ୍ରପତି, ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ। ୨-‘କାଳିଆ’ ଫାଇଲ୍ ଦସ୍ତଖତ କରି କାମ ଆରମ୍ଭ କଲେ ନବୀନ, ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ରବି ଋତୁ ପାଇଁ ୬୯୩ କୋଟି ୯୪ଲକ୍ଷ ଟଙ୍କାର (କାଳିଆ) ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା । ୩-ରାଜ୍ୟରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଶେଷ, ଏବର୍ଷ […]

ସାଇଲେଣ୍ଟ କିଲର ସାଜିଛି ॰॰॰

୧-ବରଗଡ଼ : ମୁହଁ ମୋଡ଼ିଲେଣି ସୀମାନ୍ତ ଲୋକେ; ବାପା-ମା’ ଓଡ଼ିଶାର, ପୁଅ ଛତିଶଗଡ଼ି ୨-ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ । ୩-ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ୪-୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ […]