ମେଡିକାଲରେ ଦୁର୍ଘଟଣା-ଅକ୍ସିଜେନ୍ ନେଲା ୨୨ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଅକ୍ସିଜେନ୍ ନେଲା ରୋଗୀଙ୍କ ଜୀବନ । ଯେଉଁ ଅକ୍ସିଜେନ୍ ରୋଗୀଙ୍କ ଜୀବନ ବଂଇଚାଇବାରେ ଆୟୁଧ ସାଜିଥାଏ ସେହି ଅକ୍ସିଜେନ ପାଇଁ ଆଜି ୨୨ଜଣଙ୍କର ଜୀବନ ଯାଇଛିା ମେଡିକାଲରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଲିକ୍ ହେବାରୁ ନାସିକ୍‌ର ଜାକିର୍ ହୁସେନ୍ ମେଡ଼ିକାଲରେ ୨୨ ଜଣଙ୍କ ଜୀବନ ଯାଇଛି। ଏହିସମୟରେ ମେଡିକାଲରେ ଚିକିସ୍‌ଧିନଥିବା ୧୭୧ଜଣ ରୋଗୀଙ୍କୁ ଅନ୍ୟମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଏହି ଦୁର୍ଘଟଣ। କିପରି ଘଟିଲା ଜାଣିବାପାଇଁ ପ୍ରଶାସନ ପକ୍ଷରୁ ଉ୍‌ଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Comments (0)
Add Comment