Browsing category

ଅପରାଧ

ନାଁକୁ ଚୁଟି ବେପାର ,ଧରାହେଲା୨୪ କିଲୋ ଗଞ୍ଜେଇ

ପିପିଲି,୨୫/୨(ଏସଏସନିୟୁଜ) ଜଣେ ଚୁଟି ବେପାରୀଙ୍କ ଘର ଉପରେ ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ୨୪ କିଲୋ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ପିପିଲି ଥାନା ଅନ୍ତର୍ଗତ ଭବାନିପୁର ଗ୍ରାମରେ କଲିକତାର ମେଦିନିପୁରର ସେଖ୍ ଜୁଲ ଫିଦଲ ନାମକ ଯୁବକ ରହୁଥିଲେ । ସେ ସାଇକେଲ ଯୋଗେ ବିଭିର୍ଣ ଗ୍ରାମକୁ ଯାଇ ଚୁଟି ବେପାର କରିଥାନ୍ତି । କିନ୍ତୁ ନାଁକୁ ସିନା ଚୁଟି ବେପାର କିନ୍ତୁ ଚୁଟି ବଦଳରେ ଗଞ୍ଜେଇ ବେପାର କରି ଆସୁଥିଲେ […]

ପାରିବା ଦୋକାନରେ ଦୁର୍ବୁତ୍ତ ଲଗାଇଲେ ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଡପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ପରିବା ଦୋକାନ ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି ।ଫଳରେ ଦୋକାନ ରେ ଥିବା ପିଆଜ ଆଳୁ , ରସୁଣ , ସାରୁ ,ଓ ବିଭିନ୍ନ ପ୍ରକାର ପରିବା ପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଲିଛି ।ସୂଚନା ମୁତାବକ ଗତକାଲି ରାତିରେ ରତାଗଡ଼ ଗ୍ରାମର ପରିବା ଦୋକାନୀ ସୁଶାନ୍ତ ପଣ୍ଡା ଙ୍କ ସହିତ ସେହି […]

ପଲାସ ଓ ଖରି ବଣରେ ଲାଗିଲା ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ)ଗୁରୁବାର ଅପରାହ୍ନରେ ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର କେନ୍ଦୁପାଟଣା ଗ୍ରାମ ଯାତ୍ରା ପଡିଆ ନିକଟ ପଳାଶ ବଣରେ ଅଗ୍ନିକାଣ୍ଡ ଘଟି ବହୁ ଗଛ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ପାଖାପାଖି ଗୋଟିଏ ଏକର ଅଞ୍ଚଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।ସୂଚନାନୁସାରେ ଗ୍ରାମର ଯାତ୍ରା ପଡିଆ ନିକଟରେ ଥିବା ପଳାଶ ବଣରେ ଅପରାହ୍ନ ୧୧ ଟା ସମୟରେ ନିଆଁ ଜଳୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ।ଧୀରେ ଧୀରେ ନିଆରା ମାତ୍ରା ବୃଦ୍ଧି ପାଇ ପାଖାପାଖି ଗୋଟିଏ ଏକର ବଣରେ ନିଆ […]

ଜବତ ହେଲା ୬ ବସ୍ତା ଭାଙ୍ଗ

ବାରଙ୍ଗ,୨୩/୨(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ବେଣାଗାଡିଆ ଗ୍ରାମରୁ ନନ୍ଦନକାନନ ଥାନା ପୋଲିସ ୬ ବସ୍ତା ଭାଙ୍ଗ ଜବତ କରିଛି।ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି।ଜବତ ଭାଙ୍ଗର ଆନୁମାନିକ ଓଜନ ଅଢେଇ କ୍ଵିଣ୍ଟାଲ ହେବ ବୋଲି ପୋଲିସ ଅନୁମାନ କରୁଛି।ପ୍ରକାଶ ଯେ ଉକ୍ତ ଗ୍ରାମର କାଳନ୍ଦି ବେହେରା ଦୀର୍ଘ ଦିନ ହେବ ନିଜ ଘରେ ଭାଙ୍ଗ ବିକ୍ରି କରିଆସୁଥିଲା।ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ବୁଧବାର ଅଚାନକ ତାଙ୍କ ଘରେ ଚଢ଼ାଉ କରିଥିଲା।ପୋଲିସ କୁ ଦେଖି […]

ଲୁହାରଡ଼ ଚୋରି କରି ଧରାହେଲେ ୫ ଜଣ

ବାରଙ୍ଗ,୨୪/୨(ଏସଏସନିୟୁଜ)ଲୁହାରଡ଼ ଚୋରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ।ଚୋରି ହୋଇଥିବା ଲୁହାରଡ଼ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି।ଏଥିସହ ଚୋରିରେ ବ୍ୟବହୃତ ହୋଇଥିବା ଏକ ଟାଟା ଏସି ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି।ସୂଚନାନୁସାରେ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମରେ ବାରଙ୍ଗ ସୀତାରାମ ବଜାର ଅଞ୍ଚଳର ସରୋଜ କୁମାର ନାୟକ ଏକ ଘର ନିର୍ମାଣ କରୁଥିଲେ।ନିର୍ମାଣ ପାଇଁ ବାଡ଼ିରେ ରଖାଯାଇଥିବା ପ୍ରାୟ ୪ କ୍ଵିଣ୍ଟାଲ ଲୁହାରଡକୁ ସେହି […]

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା

୧-ଜାରି ହେଲା ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତତୁ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍। ୨-ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ : ମେ’ ୧୮ରୁ ଥିଓରି ପରୀକ୍ଷା, ଏପ୍ରିଲ ୨୯ରୁ ମେ’ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ । ପ୍ରଥମ ଦିନ ପ୍ରଦାର୍ଥ ବିଜ୍ଞାନ ପରୀକ୍ଷା । ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗ […]

ରାସ୍ତାରେ ବସିଲେ ଗ୍ରାମବାସୀ

ଜଟଣୀ,୨୩/୨(ଏସଏସନିୟୁଜ) ରାସ୍ତାରେ ବସିଲେ ଗ୍ରାମାବସୀ ।ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକକୁ ଆର୍ଥିକ ସହାୟତା ସହ ରାସ୍ତାରେ ହମ୍ପ୍ସ ହେବ ଦବୀରେ ଜଟଣୀ-ଭୂବନେଶ୍ୱର ମୂଖ୍ୟରାସ୍ତାର ଷଣ୍ଢପୁରଠାରେ ମଙ୍ଗଳବାର ଦିନ ଗ୍ରାମାବସୀମାନେ ରାସ୍ତା ଅବରୋଧ କରିଥିଲେ । ପ୍ରକାଶ ଯେ ,ଗୁଣ୍ଡୁରୀ ସ୍ୱାଇଁ ସାଇକେଲ ଯୋଗେ ଜଟଣୀ ଯାଉଥିଲେ। ଏହି ସମୟରେ ବାଇକନେଇ ଆସୁଥିବା କୁଦିଆରୀ ଅଞ୍ଚଳର ଜଣେ ଯୁବକ ସାଇକେଲ ସହିତ ଧକ୍କା ଦେଇଥିଲା । ଫଳରେ ଗୁଣ୍ଡୁରୀଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହିତ ଗୁରୁତର ହୋଇଥିଲେ […]

ଅଜବ ଦେଶ, ଗଜବ କାହାଣୀ

ଖବର ଆଜିର,ତାରିଖ ୨୪-୦୨-୨୦୨୧ ବୁଧବାର ୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୨-ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ୩-ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ । ୪-ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ […]

ମୁହଁ ଖୋଲିଲେ ବିବନବିଶ୍ଵାଳଙ୍କ ପତ୍ନୀ ଗୀତାଞ୍ଜଳି

ବାରଙ୍ଗ,୨୩/୨(ଏସଏସନିୟୁଜ) ୨୨ବର୍ଷ ତଳେ ବାରଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ କମିସିନେରେଟ ପୋଲିସ ହାତରେ ଧରାପଡିବା ପରେ ମୁହଁ ଖୋଲିଲେ ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ଵାଳ। ପୋଲିସ କମିଶନର ଯାହା କହିଛନ୍ତି ତାହା ମିଛ। ୨୨ ବର୍ଷରୁ ସେ ଘରକୁ ଆସିନାହାନ୍ତି। ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା। କିଛି ପଇସା ପତ୍ର କାରବାର ହୋଇନାହିଁ। ମୋ ଶଶୁର ପୂଣ୍ଣ ବିଶ୍ୱାଳଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିବା ପାଇଁ ଆବେଦନ କରିଥିଲୁ ।ବଡ […]

ଆକ୍ସନ ମୋଡ୍‌ରେ ପୋଲିସ

୧-ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ : ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ୨୬% ବଢ଼ିଛି ବଜେଟ୍ ଆକାର । ୨-କାର୍ଲିଫର୍ଣ୍ଣିଆ-ଇଣ୍ଟରନେଟ୍ ସ୍ପିଡ୍ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ । ୩–କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ […]