Browsing category

ଅପରାଧ

ବହୁ ଚର୍ଚ୍ଚିତ ଗଣବଳାତ୍କାର ମୁଖ୍ୟଅଭିଯୁକ୍ତକୁ ଫାଶୀ ମିଳୁ-ପିଡିତା

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଓଡ଼ିଶାର ବହୁ ଚର୍ଚ୍ଚିତ ୧୯୯୯ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଘଟଣାର ୨୨ ବର୍ଷ ପରେ ବିବନକୁ କମିଶନରେଟ ପୁଲିସ ମୁମ୍ବଇରୁ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୀଡ଼ିତା। ପୀଡ଼ିତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୁକ୍ତକୁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ, ନଚେତ ତା’କୁ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍‌ରେ ରଖାଯାଉ। ପୀଡ଼ିତା କହିଛନ୍ତି, ସେ ଏବେ କିଛିଟା […]

୨୨ବର୍ଷ ତଳର ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

  ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକେଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। […]

ଭାଷଣ ଦେବା ପରେ ‘ଅଲବିଦା !

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । ୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC ୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ ୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ । ୫-‘ବିଗ୍ ବସ୍ ୧୪’ […]

ଆକ୍ସନ୍‌ମୋଡରେ ପୋଲିସ

୧-ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି । ୨-ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ ୩-ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି […]

ମହିଳାଙ୍କୁ କିସ କରି ପୋଲିସକର୍ମୀ ହେଲେ ନିଲମ୍ବିତ

ମୁମ୍ବାଇ : ରିୟଲ ହିରୋଙ୍କ ଆଉ ଏକ ମହାନତା, ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍ ! ଲକ୍ଷ୍ନୌ : ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ! ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍ ମଧ୍ୟରେ ତିନି […]

କଣ୍ଟେନର କୁ ପିଟିଲା ଆମ୍ବୁଲାନ୍ସ,୨ମୃତ,୨ଗୁରୁତର

ଟାଙ୍ଗୀ,୨୦/୨(ଏସ ଏସ ନିୟୁଜ)କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଚୁଆଁ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର କୁ ପିଟିବା ଦ୍ୱାରା ଆମ୍ବୁଲାନ୍ସ ଦୁଇ ଜଣଙ୍କ ର ମୃତ୍ୟୁ  ହୋଇଥିବା ବେଳେ ଦୁଇଜଣ ଗୁରୁତର  ହୋଇଥିବା ସୂଚନା ମିଳିଛି।ଗୁରୁତର ମଧ୍ୟରୁ ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ  ୱେଷ୍ଟ ବେଙ୍ଗଲ ରୁ କଟକ ବଡ ମେଡିକାଲ କୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଅଘଟଣ ଘଟିଛି।

ରସିକିଆ କଳା ଶିକ୍ଷକ !

୧-ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨-ଚାଷୀ ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା, ଗୃହରେ ଭଙ୍ଗାରୁଜା: ବିରୋଧୀଙ୍କ ଚେତାବନୀ- ଧାନ ନଉଠିବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ ୩-ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ। ।କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…

ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ  । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର ।  ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା […]

ପୁଣି ପ୍ରବଚନ ଦେବେ ସାରଥୀ !

ଖବର ଆଜିର,ତାରିଖ ୧୭-୦୨-୨୦୨୧ ବୁଧବାର ୧-ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ ,, ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ । ୨-ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । ୩– ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ . ୪-ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ […]